ରାଜ୍ୟରେ ସର୍ବାଧିକ ୧୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୃତ୍ୟୁସଂଖ୍ୟା ୨୪୭କୁ ବୃଦ୍ଧି
ଓଡିଶାଲାଇଭ୍ କରୋନା ବ୍ୟୁରୋ
ଆଜି ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ସମସ୍ତ ରେକର୍ଡ ଭାଙ୍ଗିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ରେକର୍ଡ କରିଛି। ଆଜି ସର୍ବାଧିକ ୧୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ରାଜ୍ୟରେ...
ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା – ଦିନକରେ ସର୍ବାଧିକ ୧୮୩୩ ପଜିଟିଭ୍, ଗଞ୍ଜାମଠୁ ଖୋର୍ଦ୍ଧା ଆଗରେ
ଓଡିଶାଲାଇଭ୍ କରୋନା ବ୍ୟୁରୋ
ଦିନକରେ ୧୮୩୩ ପଜିଟିଭ୍ ଚିହ୍ନଟ
କ୍ଵାରେଣ୍ଟାଇନ୍ରୁ ୧୧୧୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୭୧୫ ଜଣ ଆକ୍ରାନ୍ତ ଚିହ୍ନଟ
ମୋଟ ପଜିଟିଭ୍ ସଂଖ୍ୟା ୪୨,୫୫୦କୁ ବୃଦ୍ଧି
ରାଜ୍ୟରେ ଆଜି ସବୁ...
ଦେଶରେ ୨୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ସର୍ବାଧିକ ୬୨,୫୩୮ ପଜିଟିଭ୍
ଓଡିଶାଲାଇଭ୍ କରୋନା ବ୍ୟୁରୋ
ଦିନକରେ ୬୨,୫୩୮ ଜଣ ଆକ୍ରାନ୍ତ, ୮୮୬ ମୃତ
୧୩,୭୮,୧୦୫ ଜଣ ସୁସ୍ଥ, ୬,୦୭,୩୮୪ଟି ଆକ୍ଟିଭ୍ କେସ୍
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦,୨୭,୦୭୫ ଏବଂ ମୃତ୍ୟୁସଂଖ୍ୟା ୪୧,୫୮୫କୁ ବୃଦ୍ଧି
ଦେଶରେ କରୋନା...
ନୟାଗଡ଼: କୋଭିଡ୍ ହସ୍ପିଟାଲ ପରିଦର୍ଶନ କଲେ ଆର୍ଡିସି
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲା ଗସ୍ତରେ ଆସି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅନିଲ କୁମାର ସାମଲ ଗୁରୁବାର କୋଭିଡ୍ ପରିଚାଳନା ବ୍ୟବସ୍ଥା ଅନୁଧ୍ୟନ କରିଛନ୍ତି। ଚାନ୍ଦପୁରଠାରେ ପିପିପି ମୋଡରେ ଚାଲିଥିବା କୋଭିଡ୍ ହସ୍ପିଟାଲର ଚିକିତ୍ସା...
ନୟାଗଡ଼: ଚାନ୍ଦପୁର ଥାନା ଏଏସ୍ଆଇଙ୍କର କରୋନାରେ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଉ ଜଣେ କରୋନା ଯୋଦ୍ଧାଙ୍କ ଜୀବନ ଯାଇଛି। ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନାର ଏଏସ୍ଆଇ ଆରକେ କବିଙ୍କର କରୋନାରେ ମୃତ୍ୟୁ ଘଟିଛି।
କୋଭିଡ୍ ଡ୍ୟୁଟି ସମୟରେ ଏଏସ୍ଆଇ ଆର କେ କବି...
ଭୁବନେଶ୍ୱରରୁ ଆଜି ଆଉ ୧୧୮ କରୋନା ପଜିଟିଭ୍ – ୯୦ ଜଣ ସୁସ୍ଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରୁ ଆଜି ଆଉ ୧୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୧ ଜଣ ଥିଲା ବେଳେ ୪୭ଟି ଲୋକାଲ କେସ ରହିଛି। ଏନେଇ ବିଏମସି ଟୁଇଟ...
ମାଲକାନଗିରିରେ ନୂଆ ନିୟମ – ସରକାରୀ କର୍ମଚାରୀ ହେଡ୍କ୍ୱାର୍ଟର ଛାଡ଼ିଲେ ଜିଲ୍ଲାପାଳଙ୍କ ଅନୁମତି ନେବେ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନିଗରି ଜିଲ୍ଲାପାଳଙ୍କ ନୂଆ ନିୟମ। କରୋନା ସଙ୍କଟ ଭିତରେ ଯେଉଁ ସରକାରୀ କର୍ମଚାରୀମାନେ ମାଲକାନଗିରି ଛାଡ଼ି ବାହାରକୁ ଯିବାକୁ ଚାହଁଛନ୍ତି ସେମାନେ ଏଥିପାଇଁ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡ଼ିବ। ଜିଲ୍ଲାପାଳଙ୍କ ବିନା...
କେନ୍ଦ୍ରର କୋଭିଡ ସହାୟତା – ଓଡ଼ିଶାକୁ ୮୯୦ କୋଟି ୩୨ ଲକ୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଛି। ଦିନକୁ ୫୦ ହଜାରରୁ ଅଧିକ ନୂଆ ମାମଲା ଆସୁଛି। ଦେଶର ବିଭିନ୍ନ ରାଜ୍ୟ କରୋନା ସହ ଲଢ଼ୁଛି। ଏଭଳି ସ୍ଥିତିରେ କରୋନା ମୁକାବିଲା...
ଗଞ୍ଜାମ ଜିଲ୍ଲା ପାଇଁ ଅଗଷ୍ଟ ମାସ ଚାଲେଞ୍ଜ ଆଣିପାରେ – ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଟେଷ୍ଟିଂ ବଢୁଥିବାରୁ ପଜିଟିଭ୍ କେସ୍ ହ୍ରାସ ପାଉଛି। ହେଲେ ଅଗଷ୍ଟ ମାସ ଆମ ପାଇଁ ଚାଲେଞ୍ଜ ଆଣିପାରେ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ...
ଲୋକସେବା ଭବନରେ କରୋନା – ସ୍ୱାସ୍ଥ୍ୟ ବିଭାଗର ୧୦ କର୍ମଚାରୀ ପଜିଟିଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସେବା ଭବନରେ କରୋନା ପ୍ରବେଶ କରିଛି। ଏହି ମହାମାରୀ ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କର୍ମଚାରୀଙ୍କୁ ଆକ୍ରାନ୍ତ କରିଛି। ଫଳରେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି...




















