ଅଗଷ୍ଟ ୮ରୁ ୧୧ – ୪ ଦିନ ସଟଡାଉନ ରହିବ ବଲାଙ୍ଗିର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲାଙ୍ଗିର ଜିଲ୍ଲାରେ ୪ ଦିନିଆ ସଟଡାଉନ ଘୋଷଣା କରାଯାଇଛି। ଅଗଷ୍ଟ ୮ ତାରିଖରୁ ୧୧ ତାରିଖ ଯାଏଁ ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ ରହିବ। ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହି ନିଷ୍ପତ୍ତି...
corona case-2

ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୦ ଆକ୍ରାନ୍ତ – ମୃତ୍ୟୁସଂଖ୍ୟା ୨୩୫କୁ ବୃଦ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣରେ ଆଉ ୧୦ ଜଣଙ୍କ ଜୀବନ ଯାଇଛି। ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩, ସୁନ୍ଦରଗଡ଼ରୁ ୨ ଜଣ ଅଛନ୍ତି। ଗଞ୍ଜାମର ୩ ଜଣ ୫୨, ୪୦, ୫୫...

ଓଡ଼ିଶାରେ କରୋନାର ଲମ୍ବଡିଆଁ – ଗୋଟିଏ ଦିନରେ ୧୬୯୯ ପଜିଟିଭ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ସର୍ବାଧିକ ୧୬୯୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦୭୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୬୨୬...

ଦେଶରେ ୪୦ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୪୦ ହଜାର ୬୯୯କୁ ବୃଦ୍ଧି ଘଟିଛି। ଗୋଟିଏ ଦିନରେ ୫୬ ହଜାର ୨୮୨ ଆକ୍ରାନ୍ତ ହୋଇଥିଲା ବେଳେ ୯୦୪ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ...

କୋଣାର୍କରୁ ଆସିଲା ଅଭାବନୀୟ ଚିତ୍ର – ଶବକୁ ମିଳିଲାନି ଚାରି କାନ୍ଧ, କରୋନା ଭୟରେ ଆସିଲେନି ସମ୍ପର୍କୀୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): କୋଭିଡ୍‌ ସଙ୍କଟ ଭିତରେ କୋଣାର୍କରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୋଣାର୍କ ଅଧୀନସ୍ଥ ମାଙ୍କଡ଼ ଗୋରଡି ଗ୍ରାମର ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କୁ ଚାରି...

ନୟାଗଡ଼ରେ ପୁଣି ୬୦ ପଜିଟିଭ୍, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୀରବ ପ୍ରାର୍ଥନା

ଓଡ଼ିଶାଲାଇଭ୍ ବ୍ୟୁରୋ  ନୟାଗଡ଼ରେ ପୁଣି ୬୦ ଜଣ ପଜିଟିଭ ଚିହ୍ନଟ ପରେ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୭୭୯ରେ ପହଞ୍ଚିଛି। ଅଗଷ୍ଟ ୫ ତାରିଖର ସମସ୍ତ ୬୦ ଜଣ ସ୍ଥାନୀୟ ସଂକ୍ରମଣ ହୋଇଥିବା ଜଣାପଡ଼ିଛି।...
Coronavirus: Suspected patient at Gandhi hospital

ଅଗଷ୍ଟ ଶେଷ ବେଳକୁ କରୋନା ଥମିବ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅଗଷ୍ଟ ମାସ ଉପରେ ଏବେ ସମସ୍ତଙ୍କ ନଜର। ବର୍ତ୍ତମାନ ଦୈନିକ ୧ ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ...

କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ – ୧ ମିନିଟ୍‌ ନୀରବ ପ୍ରାର୍ଥନା କଲା ସାରା ଓଡ଼ିଶା

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛି ସାରା ଓଡ଼ିଶା। ଯିଏ ଯେଉଁଠି ଥିଲେ ସେଇଠି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଆଜି ସନ୍ଧ୍ୟା ୬ଟାରେ ୧ ମିନିଟ୍‌ ନୀରବ ପ୍ରାର୍ଥନା କରିଛନ୍ତି। ଭୁବନେଶ୍ୱର କମିସନରେଟ୍‌ ପୋଲିସ...

ବ୍ରହ୍ମପୁର ଏମ୍‌କେସିଜି ଏବଂ ବୁର୍ଲା ଭିମ୍‌ସାରରେ ଖୋଲିଲା ପ୍ଲାଜମା ବ୍ୟାଙ୍କ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଉ ୨ଟି ପ୍ଲାଜମା ବ୍ୟାଙ୍କ ଲୋକାର୍ପଣ ହୋଇଛି। ବ୍ରହ୍ମପୁର ଏମ୍‌କେସିଜି ଏବଂ ବୁର୍ଲା ଭୀମସାର୍‌ରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦ୍‌ଘାଟନ ବେଳେ ଏମକେସିଜିରେ ମନ୍ତ୍ରୀ...

ମୋବାଇଲ ଅଛି, ନେଟଓ୍ୱାର୍କ ନାହିଁ – ଅନଲାଇନ ପାଠ ପଢ଼ିବାକୁ ପାହାଡ଼ ଚଢ଼ୁଛନ୍ତି ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କରୋନା ମହାମାରୀ ପାଇଁ ସ୍କୁଲ, କଲେଜ ବନ୍ଦ। ଅନଲାଇନରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଏହି ଅନଲାଇନ ବ୍ୟବସ୍ଥା ସହର ପିଲାଙ୍କ ପାଇଁ ତ ବେଶ ଭଲ...