ନୟାଗଡ଼: ଚାନ୍ଦପୁର ଥାନା ଏଏସ୍ଆଇଙ୍କର କରୋନାରେ ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଉ ଜଣେ କରୋନା ଯୋଦ୍ଧାଙ୍କ ଜୀବନ ଯାଇଛି। ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନାର ଏଏସ୍ଆଇ ଆରକେ କବିଙ୍କର କରୋନାରେ ମୃତ୍ୟୁ ଘଟିଛି। କୋଭିଡ୍ ଡ୍ୟୁଟି ସମୟରେ ଏଏସ୍ଆଇ ଆର କେ କବି...

ଭୁବନେଶ୍ୱରରୁ ଆଜି ଆଉ ୧୧୮ କରୋନା ପଜିଟିଭ୍ – ୯୦ ଜଣ ସୁସ୍ଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରୁ ଆଜି ଆଉ ୧୧୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୧ ଜଣ ଥିଲା ବେଳେ ୪୭ଟି ଲୋକାଲ କେସ ରହିଛି। ଏନେଇ ବିଏମସି ଟୁଇଟ...

ମାଲକାନଗିରିରେ ନୂଆ ନିୟମ – ସରକାରୀ କର୍ମଚାରୀ ହେଡ୍‌କ୍ୱାର୍ଟର ଛାଡ଼ିଲେ ଜିଲ୍ଲାପାଳଙ୍କ ଅନୁମତି ନେବେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଲକାନିଗରି ଜିଲ୍ଲାପାଳଙ୍କ ନୂଆ ନିୟମ। କରୋନା ସଙ୍କଟ ଭିତରେ ଯେଉଁ ସରକାରୀ କର୍ମଚାରୀମାନେ ମାଲକାନଗିରି ଛାଡ଼ି ବାହାରକୁ ଯିବାକୁ ଚାହଁଛନ୍ତି ସେମାନେ ଏଥିପାଇଁ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡ଼ିବ। ଜିଲ୍ଲାପାଳଙ୍କ ବିନା...
covid testing centers-2

କେନ୍ଦ୍ରର କୋଭିଡ ସହାୟତା – ଓଡ଼ିଶାକୁ ୮୯୦ କୋଟି ୩୨ ଲକ୍ଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଛି। ଦିନକୁ ୫୦ ହଜାରରୁ ଅଧିକ ନୂଆ ମାମଲା ଆସୁଛି। ଦେଶର ବିଭିନ୍ନ ରାଜ୍ୟ କରୋନା ସହ ଲଢ଼ୁଛି। ଏଭଳି ସ୍ଥିତିରେ କରୋନା ମୁକାବିଲା...

ଗଞ୍ଜାମ ଜିଲ୍ଲା ପାଇଁ ଅଗଷ୍ଟ ମାସ ଚାଲେଞ୍ଜ ଆଣିପାରେ – ଜିଲ୍ଲାପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଟେଷ୍ଟିଂ ବଢୁଥିବାରୁ ପଜିଟିଭ୍‌ କେସ୍‌ ହ୍ରାସ ପାଉଛି। ହେଲେ ଅଗଷ୍ଟ ମାସ ଆମ ପାଇଁ ଚାଲେଞ୍ଜ ଆଣିପାରେ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ...

ଲୋକସେବା ଭବନରେ କରୋନା – ସ୍ୱାସ୍ଥ୍ୟ ବିଭାଗର ୧୦ କର୍ମଚାରୀ ପଜିଟିଭ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସେବା ଭବନରେ କରୋନା ପ୍ରବେଶ କରିଛି। ଏହି ମହାମାରୀ ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କର୍ମଚାରୀଙ୍କୁ ଆକ୍ରାନ୍ତ କରିଛି। ଫଳରେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି...

ଅଗଷ୍ଟ ୮ରୁ ୧୧ – ୪ ଦିନ ସଟଡାଉନ ରହିବ ବଲାଙ୍ଗିର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲାଙ୍ଗିର ଜିଲ୍ଲାରେ ୪ ଦିନିଆ ସଟଡାଉନ ଘୋଷଣା କରାଯାଇଛି। ଅଗଷ୍ଟ ୮ ତାରିଖରୁ ୧୧ ତାରିଖ ଯାଏଁ ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ ରହିବ। ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହି ନିଷ୍ପତ୍ତି...
corona case-2

ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୦ ଆକ୍ରାନ୍ତ – ମୃତ୍ୟୁସଂଖ୍ୟା ୨୩୫କୁ ବୃଦ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣରେ ଆଉ ୧୦ ଜଣଙ୍କ ଜୀବନ ଯାଇଛି। ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩, ସୁନ୍ଦରଗଡ଼ରୁ ୨ ଜଣ ଅଛନ୍ତି। ଗଞ୍ଜାମର ୩ ଜଣ ୫୨, ୪୦, ୫୫...

ଓଡ଼ିଶାରେ କରୋନାର ଲମ୍ବଡିଆଁ – ଗୋଟିଏ ଦିନରେ ୧୬୯୯ ପଜିଟିଭ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ସର୍ବାଧିକ ୧୬୯୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦୭୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୬୨୬...

ଦେଶରେ ୪୦ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୪୦ ହଜାର ୬୯୯କୁ ବୃଦ୍ଧି ଘଟିଛି। ଗୋଟିଏ ଦିନରେ ୫୬ ହଜାର ୨୮୨ ଆକ୍ରାନ୍ତ ହୋଇଥିଲା ବେଳେ ୯୦୪ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ...