ବର୍ଷା ଆଣିଲା ବନ୍ୟା – ୭ ଜିଲ୍ଲାର ସ୍ଥିତି ବେହାଲ୍, ପାଣିଘେରରେ ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ ଓଡ଼ିଶାରେ ପ୍ରଳୟ କରିଛି। ୭ ଜିଲ୍ଲାରେ ବର୍ଷା ତାଣ୍ଡବ ରଚିଛି। କେଉଁଠି ରାସ୍ତା ଭସେଇ ନେଇଛି ତ ଆଉ କେଉଁଠି ପୋଲ...
ରାଜ୍ୟରେ ବନ୍ୟାସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ – ୬ଟି ଜିଲ୍ଲାକୁ ସତର୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଜ୍ୟରେ ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ...
ଶିଶୁକୁ ସ୍ତନ୍ୟପାନ କେବେଯାଏଁ କରାଇବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ପିଲାମାନଙ୍କୁ ସ୍ତନ୍ୟପାନ କରାଇବାର କିଛି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ। କିନ୍ତୁ ବିଭିନ୍ନ କାରଣ ଯୋଗୁ ମା’ ମାନଙ୍କୁ ସ୍ତନ୍ୟପାନ କରାଇବା ବନ୍ଦ କରିବାକୁ ପଡ଼ିଥାଏ। ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଜରୁରୀ...
ମାଙ୍କଡ଼ କାମୁଡ଼ିଲେ କେମିତି କରିବେ ପ୍ରାଥମିକ ଉପଚାର?
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଧିକାଂଶ ମାଙ୍କଡ଼ କାମୁଡ଼ା ମନ୍ଦିର, ଉଦ୍ୟାନ, ଦର୍ଶନୀୟ ସ୍ଥାନରେ ଘଟିଥାଏ, କେମିତି ସାବଧାନ ରହି ଏଥିରୁ ରକ୍ଷା ପାଇବେ ଜାଣନ୍ତୁ।
ଭାରତରେ କୁକୁର କାମୁଡ଼ିବା ଆଘାତ ପରେ ଦ୍ୱିତୀୟ ପଶୁମାନଙ୍କ କାମୁଡ଼ିବାଜନିତ ଆଘାତର କାରଣ ହେଉଛି ମାଙ୍କଡ଼ କାମୁଡ଼ିବା। ଆଉ ସବୁଠାରୁ ଅଧିକ ମାଙ୍କଡ଼ କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି ଯାତ୍ରୀ ବା ବିଭିନ୍ନ...
ରାୟଗଡ଼ାରେ ଦୟନୀୟ ସ୍ୱାସ୍ଥ୍ୟସେବା – ମାତ୍ର ଜଣେ ଶିଶୁ ଡାକ୍ତରଙ୍କୁ ନେଇ ଚାଲିଛି ଚିକିତ୍ସା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଭୁଶୁଡିଛି ସ୍ୱାସ୍ଥ୍ୟସେବା। ସମଗ୍ର ଜିଲ୍ଲା ପାଇଁ ମାତ୍ର ଜଣେ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ଫଳରେ ଶିଶୁମାନଙ୍କୁ ଉତ୍ତମ ମାନର ସ୍ୱାସ୍ଥ୍ୟସେବା ମିଳୁ ନଥିବା ଅଭିଯୋଗ ହେଉଛି।
ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ...
ମଙ୍ଗଳବାର ଓ ବୁଧବାର ପ୍ରବଳ ବର୍ଷା, ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି କଲେ ଏସ୍ଆର୍ସି
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଏହାର ପ୍ରଭାବରେ ଆସନ୍ତା ମଙ୍ଗଳବାର ଓ ବୁଧବାର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ପାଇଁ ସଜାଗ...
ମୁକେଶଙ୍କ ବଡ଼ ଘୋଷଣା : ଷ୍ଟାଟ୍ଅପ୍କୁ ମାଗଣାରେ ମିଳିବ ଜିଓ ଫାଇବର କନେକ୍ସନ
ଓଡ଼ିଶାଲାଇଭ୍ ବିଜିନେସ୍ ବ୍ୟୁରୋ
[youtube https://www.youtube.com/watch?v=V8zMD9XQmY8]
ଷ୍ଟାଟ୍ଅପ୍ ଓ ଏମ୍ଏସ୍ଏମ୍ଇ ଶିଳ୍ପ ପାଇଁ ମୁକେଶଙ୍କ ସ୍ପେଶାଲ ଅଫର
୨୦୨୦ ନୂଆ ବର୍ଷରୁ ଷ୍ଟାଟ୍ଅପ୍କୁ ମାଗଣାରେ ଜିଓ ଫାଇବର
ମାସିକ ୧୫ ଶହ ଟଙ୍କାରେ ଏମ୍ଏସ୍ଏମ୍ଇ...
ଲୋକାଲ୍ କେବୁଲ୍ ଟିଭି ଅପରେଟରଙ୍କୁ ଯୋଡ଼ିବାକୁ ଯାଉଛି ରିଲାଏନ୍ସ ଜିଓ
ଓଡ଼ିଶାଲାଇଭ୍ ବିଜିନେସ ବ୍ୟୁରୋ
[youtube https://www.youtube.com/watch?v=V8zMD9XQmY8]
ଡିଟିଏଚ୍ (ଡାଇରେକ୍ଟ ଟୁ ହୋମ୍ ) ଏବଂ ସ୍ମାର୍ଟ ଟିଭି (ଇଣ୍ଟରନେଟ୍ ସଂଯୋଗ ଥିବା ଟେଲିଭିଜନ୍ ସେଟ୍) ଆଜି ଦେଶର ଛୋଟ ବଡ଼ ସହର ଏବଂ ଗାଁ ଗାଁରେ...
ସେପ୍ଟେମ୍ବର ୫ରୁ ମିଳିବ ଜିଓ ଫାଇବର, ମାସିକ ୭୦୦ଟଙ୍କାରେ ଘରୋଇ ପ୍ଲାନ୍, ବାର୍ଷିକ ଗ୍ରାହକଙ୍କୁ ଏଚ୍ଡି ଟିଭି ଉପହାର
ଓଡ଼ିଶାଲାଇଭ୍ ବିଜିନେସ ବ୍ୟୁରୋ
[youtube https://www.youtube.com/watch?v=V8zMD9XQmY8]
ମାସିକ ୫୦୦ ଟଙ୍କାରେ ଆମେରିକା ଓ କାନାଡାକୁ ଅନ୍ଲିମିଟେଡ୍ କଲିଙ୍ଗ୍
ଜିଓ ଫିଲ୍ମ ବଣ୍ତଲ ସେବା ମାଧ୍ୟମରେ ଜିଓ ଫାଇବରରେ ମିଳିବ ସବୁ ଅଗ୍ରଣୀ ପ୍ଲାଟ୍ଫର୍ମର ଭିଡିଓ
ଟେଲିଫୋନ୍...
ଓଜନ କମାଇବା ପାଇଁ ଆପଣାନ୍ତୁ ଜିଏମ୍ ଡାଏଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜିଏମ୍ ଡାଏଟ୍ ହେଉଛି ଏକ ୭ ଦିନର ସରଳ ଆହାର ଯୋଜନା। ଯାହାକି ଶରୀରର ମେଟାବୋଲିଜିମ୍ରେ ସୁଧାର ଆଣିବା ସହ, ହଜମରେ ଉନ୍ନତି ଆଣେ, ଶରୀରରୁ ବିଷାକ୍ତ ପଦାର୍ଥ ନିଷ୍କାସିତ କରେ...




















