ହାର୍ଟ ବ୍ଲକେଜକୁ ଚିହ୍ନିବେ କେମିତି?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://youtu.be/9sgK8W_u3S0?si=MQ1gcGaOM4ljoQqT ବର୍ତ୍ତମାନ ହାର୍ଟ ଆଟାକ୍ ବା ହୃଦଘାତ ଏକ ବଡ଼ ସମସ୍ୟା ପାଲଟିଛି। ଏବେ ଯୁବପିଢ଼ି ହୃଦଘାତର ଅଧିକ ଶିକାର ହେଉଥିବା ଦେଖିବାକୁ ମିଳୁଛି। ହାର୍ଟରେ ବ୍ଲକେଜ ଥିଲେ ହୃଦଘାତ ହେବାର...

‘ଷ୍ଟ୍ରୋକ୍’ ଭୁବନେଶ୍ଵରର ସୁମିତ କୁମାର ଠାକୁରଙ୍କ ଜୀବନ ବଦଳେଇ ଦେଲା

https://youtu.be/cMA1TdCZ7Is?si=XYvYzeU8o61vzZX8 ସବୁ କିଛି ଠିକ୍ ଠାକ୍ ଥିଲା, କିନ୍ତୁ ‘ଷ୍ଟ୍ରୋକ୍’ ହଠାତ୍ ଝଡ଼ ଭଳି ଆସି ବଦଳେଇ ଦେଲା ଭୁବନେଶ୍ଵରର ସୁମିତ କୁମାର ଠାକୁରଙ୍କ ଜୀବନ। ‘ଷ୍ଟ୍ରୋକ୍‌’ ଜଣେ ମଣିଷର ସ୍ଵପ୍ନକୁ ଧୂଳିସାତ କରିଦିଏ। ଚାହୁଁଚାହୁଁ...

ସାଇକେଲ ଯାତ୍ରା କରି ସୁସ୍ଥ ରହିବାର ବାର୍ତ୍ତା ଦେଉଛନ୍ତି ବଲାଙ୍ଗୀର ଫିଟ୍ ସାଇଲୋ କ୍ଲବର ସଦସ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ‘ଔଷଧ ନୁହେଁ, ଉଚିତ ସ୍ୱାସ୍ଥ୍ୟ ଶିକ୍ଷା ହିଁ ମଣିଷକୁ ନିରୋଗ ରଖେ’ ଏହି ବାର୍ତ୍ତା ଦେଇ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବଲାଙ୍ଗୀରରୁ ପୁରୀ ୩୬୦ କିଲୋମିଟର...

‘ତେଜସ୍‌’ରେ ଉଡ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଯୁଦ୍ଧ ବିମାନ ‘ତେଜସ୍’ରେ ଉଡ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବେଙ୍ଗାଳୁରୁ ହାଲ ବିମାନବନ୍ଦରରୁ ଶନିବାର ଦିନ ‘ତେଜସ’ରେ ଉଡ଼ାଣ ଭରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋସିଆଲ ମିଡିଆରେ ଫଟୋ ଅପଲୋଡ କରି...

ଡାଏବେଟିସ୍ ବଢ଼ିବାର କାରଣ କ’ଣ?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://youtu.be/-GeZ2GHhgUI?si=XjrRay_wcI2m_TQN ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଏବେ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଉଛି। ଏଥିମଧ୍ୟରୁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି ଡାଏବେଟିସ୍। ଏବେ ଘରେ ଘରେ କାହାକୁ ନା...

ସୁସ୍ଥ ହୃଦୟ ପାଇଁ ଅଣ୍ଡା ଖାଇବା ଜରୁରୀ

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://youtu.be/yHg7peffa-M?si=Kulk392tXjWReAek ଅଣ୍ଡାର ଆବଶ୍ୟକତା ମାନସିକ ଏବଂ ଶାରୀରିକ ସୁସ୍ଥତା ପାଇଁ ଯେତିକି ଜରୁରୀ ସୁସ୍ଥ ହୃଦୟ ପାଇଁ ସେତିକି ଆବଶ୍ୟକ। ଅଣ୍ଡାରେ ଭରପୂର ମାତ୍ରାରେ ପ୍ରୋଟିନ ରହିଥିବାରୁ ଏହା ପିଲାଠାରୁ ବୁଢ଼ା...

ବଲାଙ୍ଗିରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲାଙ୍ଗିର ଜିଲ୍ଲାରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ଏହି ଦୁଇଟି ପ୍ରକଳ୍ପ ପାଇଁ ୨୯୬.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ସୁନଗଡ଼ ନଦୀରେ ସିଲେଟକଣି ନଦୀଗର୍ଭ ଜଳାଶୟ...

ଦୁର୍ଗମ ଅଞ୍ଚଳକୁ ଔଷଧ ଯୋଗାଇବ ଡ୍ରୋନ୍: ରାୟଗଡ଼ା ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ଯୋଜନା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଦୁର୍ଗମ ଅଞ୍ଚଳକୁ ଔଷଧ ପହଞ୍ଚାଇବା ପାଇଁ ମାଧ୍ୟମ ପାଲଟିବ ଡ୍ରୋନ୍। କନ୍ଧମାଳ ପରେ ରାୟଗଡ଼ା ଜିଲ୍ଲାରେ ପରୀକ୍ଷଣମୂଳକ ଭାବେ ଏହି ଯୋଜନା ଆରମ୍ଭ କରାଯାଇଛି। ଏହି ପରୀକ୍ଷଣ ସଫଳ ହେଲେ...

ଡାଏବେଟିସ୍‌କୁ ରୋକିବେ କେମିତି?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://youtu.be/m4mucAUhoWw?si=AY3SFkzA_qisVb0U ଡାଏବେଟିସ୍‌କୁ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଛି। ସଚେତନତାର ଅଭାବ ଏବଂ ଚିକିତ୍ସାରେ ଅବହେଳା କାରଣରୁ ଡାଇବେଟିସ୍‌ ଦ୍ଵାରା ପୀଡ଼ିତ ବ୍ୟକ୍ତିଙ୍କୁ ବିଭିନ୍ନ ଜଟିଳ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି।...

ଡାଏବେଟିସ୍‌ର ଲକ୍ଷଣକୁ ଚିହ୍ନନ୍ତୁ

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://youtu.be/V6jHdLn9xLA?si=r0oTr1zabTe2l2EX ବର୍ତ୍ତମାନ ସମୟରେ ସାରା ବିଶ୍ଵରେ ‘ଡାଏବେଟିସ୍’ ବା ‘ମଧୁମେହ’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ପାଲଟିଛି। ଡାଏବେଟିସ୍ ଯୋଗୁଁ ବିଭିନ୍ନ ରୋଗ ମଧ୍ୟ ସୃଷ୍ଟି ହେଉଛି। ଠିକ୍ ସମୟରେ ଡାଇବେଟିସ୍‌ର...