ବିଶ୍ଵ ଆତ୍ମହତ୍ୟା ନିରୋଧ ଦିବସ: ସମାଧାନର ବାଟ ନୁହେଁ ଆତ୍ମହତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ବିଶ୍ଵ ଆତ୍ମହତ୍ୟା ନିରୋଧ ଦିବସ। ଆତ୍ମହତ୍ୟା ଭଳି ଦୁର୍ବଳ ମାନସିକତା ବିରୋଧରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖକୁ ଏହି ଦିବସ ପାଳନ କରାଯାଉଛି। ପ୍ରତିବର୍ଷ...

‘ପରିବେଶ ଓ ଜଳବାୟୁ ସଙ୍କଟ’ ଉପରେ ଆଇଆଇଏମ୍‌ସି ଢେଙ୍କାନାଳରେ ସ୍ୱତନ୍ତ୍ର ବକ୍ତୃତା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି) ଢେଙ୍କାନାଳରେ ‘ପରିବେଶ ଓ ଜଳବାୟୁ ସଙ୍କଟ’ ଉପରେ ଏକ ସ୍ୱତନ୍ତ୍ର ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ କୁମାର...

ବନ୍ୟାରେ ବେହାଲ ମାଲକାନଗିରି ଓ କୋରାପୁଟ: ଅନେକ ଅଞ୍ଚଳ ଜଳମଗ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ବନ୍ୟାରେ ବେହାଲ ହୋଇଛି ମାଲକାନଗିରି ଓ କୋରାପୁଟ। ଉଭୟ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବଡ଼ଧରଣର ବନ୍ୟା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲାର ବିଭିନ୍ନ ରାସ୍ତାରେ ପାଣି ଚାଲୁଥିବାବେଳେ ଅନେକ ତଳିଆ...

ଚିନ୍ତା ବଢ଼ାଇଲାଣି ମଙ୍କିପକ୍ସ: ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ମିନତି ମିଶ୍ର ଭାରତରେ ଚିନ୍ତା ବଢ଼ାଇଲାଣି ମଙ୍କିପକ୍ସ। ଦେଶରେ ପ୍ରଥମ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏବେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ଭୟ। ମଙ୍କିପକ୍ସକୁ ନେଇ ଭୟଭୀତ ନହେବା ଲାଗି ପରାମର୍ଶ ଦେଇଛନ୍ତି...

ବୌଦ୍ଧ: ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଜୀବନ ହରାଇଲେ ବୃଦ୍ଧା

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆ ଭାରରେ ବୁହା ହୋଇ ଡାକ୍ତରଖାନା ଯିବା ବାଟରେ ପ୍ରାଣ ହରାଇଲେ ରୋଗୀ। ଏହିଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା...

କଟକ ଦୁର୍ଗାପୂଜା ଭସାଣି: ଡିଜେ ପରେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍‌ ଉପରେ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ କଟକରେ ଦୁର୍ଗା ପୂଜା ଭସାଣିକୁ ନେଇ କଟକଣା ଜାରି ହୋଇଛି। ଭସାଣିରେ ଡିଜେ ପରେ ଏବେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍‌ ଉପରେ କଟକଣା ଲାଗିଛି। ଜିଲ୍ଲା...

ନିଠାରୀ ହତ୍ୟାକାଣ୍ଡକୁ ନେଇ ଆସୁଛି ହିନ୍ଦୀ ସିନେମା ‘ସେକ୍ଟର-୩୬’

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ ନିଠାରୀ ହତ୍ୟାକାଣ୍ଡକୁ ନେଇ ଆସୁଛି ହିନ୍ଦୀ ସିନେମା ‘ସେକ୍ଟର-୩୬’। ସିରିଏଲ କିଲିଂକୁ ନେଇ ଏହି କ୍ରାଇମ ଥ୍ରିଲର ସିନେମା ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ପାଇବେ ଦର୍ଶକ। ସିନେମାଟିରେ ନିର୍ଦ୍ଦେଶନା...

ଆମେରିକାରେ ରାଜନୀତି ସହ ଦେବତାଙ୍କ ପରିଭାଷାକୁ ଯୋଡ଼ିଲେ ରାହୁଲ

ମିନତି ମିଶ୍ର ଲୋକସଭା ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦୁଇ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ରବିବାର ସେ ଡଲାସ ସ୍ଥିତ ଟେକ୍ସାସ ବିଶ୍ଵବିଦ୍ୟାଳୟରେ ଇଣ୍ଡିଆନ ଓଭରସିଜ କଂଗ୍ରେସ ପକ୍ଷରୁ...

ଗଭୀର ଅବପାତ ପ୍ରଭାବ: ପ୍ରବଳ ବର୍ଷା ପାଇଁ ଓଡ଼ିଶାର ୧୦ ଜିଲ୍ଲାକୁ ରେଡ୍ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ସୋମବାର ମଧ୍ୟାହ୍ନ ସମୟରେ ଓଡ଼ିଶା...

ବନ୍ୟାରେ ଉବୁଟୁବୁ ମାଲକାନଗିରି: ଅନେକ ଅଞ୍ଚଳକୁ ଯାତାୟାତ ଠପ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଲଗାଣ ବର୍ଷାରେ ବେହାଲ ହୋଇଛି ମାଲକାନଗିରି। ଗତ ୨ ଦିନରୁ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି। ବିଭିନ୍ନ ଅଞ୍ଚଳର ରାସ୍ତାରେ ବନ୍ୟା ଜଳ ପ୍ରବାହିତ...