୨୦୨୪ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ: ବିଜ୍ଞାନ, କଳା ଓ ବାଣିଜ୍ୟରେ ବାଜି ମାରିଲେ ଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୪ ବର୍ଷର ଯୁକ୍ତ ୨ ପରୀକ୍ଷା ଫଳ ରବିବାର ଦିନ ପ୍ରକାଶ ପାଇଛି। ଚଳିତବର୍ଷ ଏକାସଙ୍ଗେ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। କଳାରେ...
ପିରିୟଡସକୁ ନେଇ ଥିବା ଅନ୍ଧବିଶ୍ଵାସ ବିଷୟରେ ଜାଣନ୍ତୁ
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=QEW8_DoES84
ଋତୁସ୍ରାବକୁ ନେଇ ଅନେକ କୁପ୍ରଥା ଚାଲିଆସିଛି। ଯେପରିକି ଏହି ସମୟରେ ପୂଜା ଘରେ ପ୍ରବେଶ କରିବେ ନାହିଁ, ରୋଷେଇ ଘରକୁ ଯିବେ ନାହିଁ, ଗାଧୋଇବେ ନାହିଁ, ଏସବୁ କୁପ୍ରଥା ତାଙ୍କ ଉପରେ...
୨୦୨୪ ମାଟ୍ରିକ ପରୀକ୍ଷା ଫଳ: ଜାଣନ୍ତୁ କେଉଁ ଜିଲ୍ଲାରେ ପାସ୍ ହାର କେତେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ରବିବାର ଦିନ ପ୍ରକାଶ ପାଇଛି। ଏ ବର୍ଷ ରାଜ୍ୟରେ ପାସ୍ ହାର ରହିଛି ମୋଟ ୯୬.୦୭ ପ୍ରତିଶତ। ରାଜ୍ୟର ୨୬୪୪ଟି ସ୍କୁଲରେ ଚଳିତ ବର୍ଷ...
୨୦୨୪ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ: ଓଡିଶାରେ ପାସ୍ ହାର ୯୬.୦୭ ପ୍ରତିଶତ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୪ ବର୍ଷର ମାଟ୍ରିକ ପରୀକ୍ଷା ଫଳ ରବିବାର ଦିନ ପ୍ରକାଶ ପାଇଛି। ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ପାସ୍ ହାର ୯୬.୦୭ ପ୍ରତିଶତ ରହିଛି। ଏବର୍ଷ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ...
ଗୁଜରାଟ: ରାଜକୋଟର ଏକ ଗେମିଂ ଜୋନରେ ଅଗ୍ନିକାଣ୍ଡ, ୨୭ ଜଣଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜରାଟର ରାଜକୋଟରେ ଥିବା ଏକ ମଲର ଗେମିଂ ଜୋନରେ ଶନିବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୯ ଜଣ ଶିଶୁ ମଧ୍ୟ...
ନୟାଗଡ଼: ଭାପୁର ବ୍ଲକର ମତଦାନ କେନ୍ଦ୍ରରେ ବୟସ୍କ ମହିଳା ଭୋଟରଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବଳଦିଆନୂଆଗାଁ ମତଦାନ କେନ୍ଦ୍ରରେ ଜଣେ ବୟୋଜ୍ୟେଷ୍ଠ ମହିଳା ଭୋଟରଙ୍କ ମୃତ୍ୟୁ ହୋଇଛି। ଖଣ୍ଡପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ବଳଦିଆନୂଆଗାଁ ୧୬୮ ନମ୍ବର ବୁଥ...
ତୃତୀୟ ପର୍ଯ୍ୟାୟରେ ଓଡ଼ିଶାରେ ହାରାହାରି ୬୦ ପ୍ରତିଶତ ମତଦାନ: ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି। ଇଭିଏମରେ ସିଲ୍ ହେଲା ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ। ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ପ୍ରାୟ ୬୦.୦୭...
ପ୍ରଥମ ପିରିୟଡସ୍ ବେଳେ ପୁରୁଷଙ୍କୁ ଦେଖିବା ମନା ଥିଲା – ବିଶାଖା ଭଞ୍ଜ
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=_pjoIK8SfmA&t=12s
‘‘ପ୍ରଥମ ପିରିୟଡସ୍ ବେଳେ ମୋର ଜେଜେ ମା’ ମତେ ସ୍କୁଲ ଯିବାକୁ ବାରଣ କରିଥିଲେ। କେବଳ ସେତିକି ନୁହେଁ, ପୁରୁଷ ଲୋକଙ୍କୁ ଦେଖିବାକୁ ମଧ୍ୟ ମନା ଥିଲା। ଘର ଲୋକଙ୍କ ଏ...
ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଦିନ ୩ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଶନିବାର ଦିନ ୩ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ ହୋଇଛି। ରାଜ୍ୟର ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ...
ଓଡ଼ିଶାରେ ରିମୋଟ୍ କଣ୍ଟ୍ରୋଲରେ ସରକାର ଚାଲିଛି – ସ୍ମୃତି ଇରାନୀ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଓଡ଼ିଶା ଗସ୍ତରେ ଆସିଥିବା ବରିଷ୍ଠ ବିଜେପି ନେତ୍ରୀ ସ୍ମୃତି ଇରାନୀ ଶନିବାର ମାରାଥନ୍ ପ୍ରଚାର କରିଛନ୍ତି। ସେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଓ କେନ୍ଦ୍ରାପଡ଼ାର ଆଳିରେ ବିଜେପିର ବିଜୟ ସଂକଳ୍ପ ସମାବେଶକୁ...





















