ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ଚୈତ୍ର କୃଷ୍ଣ ଦ୍ୱିତୀୟାରେ ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ...
ହୋଲି ଖେଳ ପରେ କେମିତି ଛଡ଼େଇବେ ଦେହରୁ ରଙ୍ଗ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଗାଁଠାରୁ ସହର ଚାରିଆଡ଼େ ଏବେ ହୋଲିର ମାହୋଲ। ରଙ୍ଗ ବେରଙ୍ଗର ଫଗୁ ଧରି ଚାଲିଛି ପରସ୍ପରକୁ ହୋଲିର ଶୁଭେଚ୍ଛା ଦିଆନିଆ। ହୋଲି ଖେଳ ପରେ ସମସ୍ତଙ୍କର ଗୋଟିଏ ଚିନ୍ତା କେମିତି ଛାଡ଼ିବ ଦେହରୁ ରଙ୍ଗ?
ରଙ୍ଗର ପର୍ବ ହୋଲି। ରଙ୍ଗ ବେରଙ୍ଗର ଫଗୁ ଧରି ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ମସଗୁଲ...
ଆସ ଖେଳିବା ହୋଲି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ରଙ୍ଗର ପର୍ବ ହୋଲି। ଏହା ଏମିତି ଏକ ପର୍ବ ଯେଉଁଠି ଟିକିଏ ରଙ୍ଗରେ ଧୋଇ ଯାଏ ବର୍ଷ ବର୍ଷର ରାଗ ଓ ଅଭିମାନ। ଆଜିର ଦିନରେ ଶତ୍ରୁ ମଧ୍ୟ...
୧୦ ହଜାର କଫ ସିରପ ବୋତଲ ଜବତ କଲା ସମ୍ବଲପୁର ପୋଲିସ, ୨୬ ଅଭିଯୁକ୍ତ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରୁ ଗୋଟିଏ ଟ୍ରକରେ ଆସୁଥିବା ବିପୁଳ ପରିମାଣର କଫ ସିରଫ ଜବତ କରିଛି ସମ୍ବଲପୁର ପୋଲିସ। ବେଇଆଇନ କଫ ସିରଫ କାରବାର ମାମଲାରେ ୨୬ ଜଣଙ୍କୁ ଗିରଫ କରି...
ଓଡ଼ିଶାର ସୀମାନ୍ତ ଭୋଟ ବ୍ୟାଙ୍କ ଉପରେ ଆନ୍ଧ୍ରପ୍ରଦେଶର ନଜର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): କୋଟିଆ ପରେ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଇଲାକାର ଭୋଟ ବ୍ୟାଙ୍କ ଉପରେ ଏବେ ନଜର ପକାଇଛି ଆନ୍ଧ୍ରପ୍ରଦେଶ। ଏଥିପାଇଁ ଅଙ୍କକଷା ଆରମ୍ଭ କରିଛନ୍ତି ଆନ୍ଧ୍ରପ୍ରଦେଶର ନେତା ଓ...
କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଅଧିନସ୍ଥ ଏନସିଏଚଏମସିଟି ପକ୍ଷରୁ ହସ୍ପିଟାଲିଟି ଓ ହୋଟେଲ ଆଡମିନଷ୍ଟ୍ରେସନ ପାଠ୍ୟକ୍ରମ, ଜାଣନ୍ତୁ କେମିତି କରିବେ...
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଅଧିନସ୍ଥ ନାସନାଲ କାଉନସିଲ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ କ୍ୟାଟରିଂ ଟେକ୍ନୋଲୋଜି(ଏନସିଏଚଏମସିଟି) ପକ୍ଷରୁ ହସ୍ପିଟାଲିଟି ଓ ହୋଟେଲ ଆଡମିନଷ୍ଟ୍ରେସନ ପାଠ୍ୟକ୍ରମରେ ପଢ଼ିବା ଲାଗି ସୁଯୋଗ ରହିଛି। ଏନେଇ...
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିରୁ ଇସ୍ତଫା ଦେଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ। ନିଜ ଇସ୍ତଫା ପତ୍ର ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି।
ଦଳରେ ତାଙ୍କୁ ଅଣଦେଖା କରାଯାଉଥିବାରୁ ବିଜେଡି...
ଭୁବନେଶ୍ୱରରେ ଖୋଲିଲା ଓଭୋ ଫାର୍ମର ଦ୍ଵିତୀୟ ଅଣ୍ଡା ରିଟେଲ୍ ଷ୍ଟୋର୍ ‘କେନକୋ ଏଗ୍-ଷ୍ଟ୍ରା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଭୋ ଫାର୍ମ ପକ୍ଷରୁ ଭୁବନେଶ୍ୱରରେ ଖୋଲିଲା ଦ୍ଵିତୀୟ ଅଣ୍ଡା ରିଟେଲ୍ ଷ୍ଟୋର୍ କେନକୋ ‘ଏଗ୍-ଷ୍ଟ୍ରା’। ଭୁବନେଶ୍ୱରସ୍ଥିତ ସୂର୍ଯ୍ୟନଗରରେ ଏହି ରିଟେଲ୍ ଆଉଟଲେଟର ଶୁଭାରମ୍ଭ ହୋଇଛି। ଶନିବାର ଓଭୋ ଫାର୍ମର ପ୍ରତିଷ୍ଠାତା ସୌମେନ୍ଦ୍ର...
ଓଡ଼ିଶାରେ ଆଗାମୀ ତିନିଦିନ ମଧ୍ୟରେ ଅସହ୍ୟ ହେବ ତାତି, ୪୦ ଡିଗ୍ରୀ ଟପିବ ପାରଦ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଗକୁ ଅସହ୍ୟ ହେବ ତାପମାତ୍ରା। ଆଗାମୀ ଦୁଇରୁ ତିନିଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟରେ ତାପମାତ୍ରା ୪୦...
ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ତିନି ଠାକୁରଙ୍କ ସୁନାବେଶ ଦର୍ଶନ ପାଇଁ ପୁରୀରେ ଲାଗିଛି ଭକ୍ତଙ୍କ ଭିଡ଼।
ଦୋଳ ପୂର୍ଣ୍ଣିମା ଏବଂ ବଡ଼ ଠାକୁରଙ୍କ...




















