ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡ଼ିଲେ ମହେନ୍ଦ୍ର ସିଂ ଧୋନି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ ୨୦୨୪ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହାର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ (ଆରସିବି)। ହେଲେ ଏହାପୂର୍ବରୁ ଗୁରୁବାର...

ଲାଗିଲା କଟକଣା: ଭିସୁଟକୁ ସର୍ଟ ଡ୍ରେସ ମନା

ଓଡ଼ିଶାଲାଇଭ୍ ବ୍ୟୁରୋ ପୋଷାକ ପରିଧାନକୁ ନେଇ ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି (ଭିସୁଟ) ପକ୍ଷରୁ ଲାଗିଲା କଟକଣା। ଆଗାମୀ ଟେକ୍ନୋ କଲଚରାଲ ଫେଷ୍ଟିଭାଲ ୨୦୨୪ରେ ଛାତ୍ରଛାତ୍ରୀମାନେ ପାରମ୍ପରିକ ପୋଷାକ ପରିଧାନ...

ଆସନ୍ତାକାଲିଠାରୁ ଯୁକ୍ତ ୨ ପରୀକ୍ଷା ଖାତାଦେଖା, ୨ଟି ପର୍ଯ୍ୟାୟରେ ୧୧୦ଟି ଜୋନରେ ହେବ ମୂଲ୍ୟାଙ୍କନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ୨୦୨୪ ଯୁକ୍ତ ୨ ପରୀକ୍ଷା ଖାତାଦେଖା। ଚଳିତ ବର୍ଷ ମଧ୍ୟ ୨ଟି ପର୍ଯ୍ୟାୟ ଏହି ପରୀକ୍ଷା ଖାତା ଦେଖାଯିବ। ଉଭୟ ଅନଲାଇନ ଓ ଅଫଲାଇନରେ ଖାତା...

ତାରକସି କାମକୁ ଜିଆଇ ଟ୍ୟାଗ – କଟକକୁ ମିଳିଲା ନୂଆ ପରିଚୟ

ଭାସ୍କର ପରିଚ୍ଛା ନିକଟରେ କଟକର ରୁପା ତାରକସି କାମକୁ ଭାରତ ସରକାର ଭୌଗୋଳିକ ସୂଚକ ଚିହ୍ନରେ ପଞ୍ଜିକୃତ କରିଛନ୍ତି। ଉତ୍କଳର ଗୌରବାବହ ଅତୀତରେ ଆମ ରାଜ୍ୟର ସାଧବମାନେ ବୋଇତ ଧରି ହସ୍ତକଳା ଚାରୁଶିଳ୍ପ ଆଦି...

ଓଡ଼ିଶାର ୨ ଜଣ ଏସପି ଓ ଜଣେ ଜିଲ୍ଲାପାଳଙ୍କ ବଦଳି ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ୨ ଜଣ ଏସପି ଓ ଜଣେ ଜିଲ୍ଲାପାଳଙ୍କୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଟକ ଗ୍ରାମାଞ୍ଚଳ ଓ ଦେବଗଡ଼ର ଏସପିଙ୍କୁ...

ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ। ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଦାମୋଦର ରାଉତଙ୍କର ହୃଦସ୍ପନ୍ଦନ ଚାଲିଛି, କିନ୍ତୁ ତାଙ୍କର ମସ୍ତିସ୍କ...

ଓଡ଼ିଶାରେ ବର୍ଷାପରେ ଆଜିଠାରୁ ବଦଳିବ ପାଗ, ୩ ଦିନରେ ତାପମାତ୍ରା ୮ରୁ ୧୦ ଡ଼ିଗ୍ରୀ ବଢ଼ିବାର ସମ୍ଭାବନା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ୩ ଦିନ ବର୍ଷା ଲାଗି ରହିବା ଯୋଗୁଁ ତାପମାତ୍ରା କମ ହୋଇଛି। ଶୁକ୍ରବାର ସକାଳେ କିଛି ସ୍ଥାନରେ କୁହୁଡ଼ି ପଡ଼ିଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ହେଲେ ଆଗକୁ...

କୁଲଡ଼ିହା ଅଭୟାରଣ୍ୟରେ ବନ ବିଭାଗ ଓ ପୋଲିସର ମିଳିତ ଚଢ଼ଉ, ୬ ଶିକାରୀ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟରୁ ୬ ଜଣ ଶିକାରୀ ଗିରଫ ହୋଇଛନ୍ତି। ବୁଧବାର ରାତିରେ ବନ ବିଭାଗ ଓ ବାଲେଶ୍ଵର ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ଉ କରି ଶିକାରୀମାନଙ୍କୁ ଗିରଫ...

ଭୁବନେଶ୍ୱରରେ ‘ସ୍ୱକଳ୍ପ ସହଯୋଗ’ କାର୍ଯ୍ୟକ୍ରମ: ଗ୍ରାମାଞ୍ଚଳର କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବା ପାଇଁ ବିଶେଷ ସହାୟତା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳର କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଆର୍ଥିକ ସହାୟତା ଦେଇ ସଶକ୍ତ କରିବା ପାଇଁ ‘ସ୍ୱକଳ୍ପ ସହଯୋଗ’ ନାଁରେ ଏକ ବିଶେଷ କାର୍ଯ୍ୟକ୍ରମ କରାଯାଇଥିଲା। ବୁଧବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ...

କେମିତି କରାଯାଏ ପାଇରିଆ ରୋଗର ଚିକିତ୍ସା?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=spjzUQprUY0 ପାଟିରେ ଦାନ୍ତ ମାଢ଼ିରୁ ରକ୍ତ ବାହାରିବା ସହ ମାଢ଼ି ସଂକ୍ରମଣ ହେବାକୁ ପାଇରିଆ ରୋଗ କୁହାଯାଏ। ଏହା ଏକ ସାଧାରଣ ପାଟି ରୋଗ, ଯାହା ଅଧିକାଂଶ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳେ।...