ଓଡ଼ିଶାରେ ବୈଦ୍ୟୁତିକ ଯାନ କାରଖାନା ନିର୍ମାଣ କରିବ ଜେଏସଡବ୍ଲ୍ୟୁ ଗ୍ରୁପ୍, ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷରିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ବୈଦ୍ୟୁତିକ ଯାନ (ଇଭି) ଓ ବ୍ୟାଟେରୀ କାରଖାନା ନିର୍ମାଣ କରିବ ଜେଏସଡବ୍ଲ୍ୟୁ ଗ୍ରୁପ୍। ଏଥିପାଇଁ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ଏନେଇ ଶନିବାର ଓଡ଼ିଶା ସରକାର...
ଓଡ଼ିଶାକୁ ପୁଣି ଫେରିଲା ଶୀତଲହରୀ, ଆଭ୍ୟନ୍ତରୀଣ ଜିଲ୍ଲାରେ କମୁଛି ପାରଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କିଛି ଦିନ ପରେ ପୁଣି ଫେରିଛି ଶୀତଲହରୀ। ଶୁକ୍ରବାରଠାରୁ ରାଜ୍ୟରେ ଅଧିକାଂଶ ଅଞ୍ଚଳରେ କମିଛି ତାପମାତ୍ରା। ଆଉ ୨ରୁ ୩ ଦିନ ଯାଏଁ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର...
ଢେଙ୍କାନାଳରେ ଅଘଟଣ: ଇଟାଭାଟି ଯୋଗୁଁ ଚାଲିଗଲା ୪ ଜଣଙ୍କ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଟାଭାଟିରେ ନିଆଁ ଲଗାଇ ଶୋଇଥିଲେ, ଚାଲିଗଲା ୪ ଜଣଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ନିକଟରେ। ମୃତକମାନେ ଛତିଶଗଡ଼ର ଓ ଗୋଟିଏ...
କଂଗ୍ରେସରେ ଯୋଗଦେଲେ ଅଭିନେତା ମନୋଜ ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର। ଶନିବାର ଦିନ ଭୁବନେଶ୍ଵରସ୍ଥିତ ମୁଖ୍ୟାଳୟରେ ଦଳର ଓଡ଼ିଶା ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗଦେଇଛନ୍ତି। ଏହି ମିଶ୍ରଣ ପର୍ବ ଅବସରରେ...
୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୮.୨୫ ପ୍ରତିଶତକୁ ବଢ଼ିଲା ଇପିଏଫ ସୁଧହାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠିର (ଇପିଏଫ) ସୁଧହାର ବଢ଼ିଛି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଇପିଏଫ ଖାତାଧାରୀଙ୍କୁ ପୂର୍ବ ବର୍ଷ ତୁଳନାରେ ୦.୧୦ ପ୍ରତିଶତ ଅଧିକ ସୁଧ ମିଳିବ। ଫଳରେ...
ଖଲ୍ଲିକୋଟର ରାଣୀ ତଥା ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖଲ୍ଲିକୋଟର ରାଣୀ ତଥା ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ଚେନ୍ନାଇର ଏକ ହସ୍ପିଟାଲରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ...
ଆଇଆଇଏମସିର ମିଡିଆ ମ୍ୟୁଜିୟମ ବୁଲି ଦେଖିଲେ ସ୍କୁଲ ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଢେଙ୍କାନାଳ): ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ରେ ଥିବା ମିଡିଆ ମ୍ୟୁଜିୟମ ବୁଲି ଦେଖିଛନ୍ତି ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ। ଗୁରୁବାର ଦିନ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ...
ବିଧାନସଭା ଅଧିବେଶନର ଶେଷ ଦିନ: ଗୋଟିଏ ଫ୍ରେମରେ ନଜର ଆସିଲେ ଶାସକ-ବିରୋଧୀ ସଦସ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭା ବଜେଟ ଅଧିବେଶନର ଶେଷ ଦିନରେ ଶାସକ ଏବଂ ବିରୋଧୀ ଦଳର ସଦସ୍ୟଙ୍କୁ ଗୋଟିଏ ଫଟୋ ଫ୍ରେମରେ ଏକାଠି ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବାଚସ୍ପତି ପ୍ରମିଳା...
ଏଫଆଇଏଚ୍ ପ୍ରୋ-ଲିଗ ହକି: ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ଅଭିଯାନ ଆରମ୍ଭ କରିବ ଭାରତୀୟ ପୁରୁଷ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଫଆଇଏଚ୍ ପ୍ରୋ-ଲିଗ ହକି ୨୦୨୩-୨୪ରେ ଶନିବାରଠାରୁ ଅଭିଯାନ ଆରମ୍ଭ କରିବାକୁ ଯାଉଛି ଭାରତୀୟ ପୁରୁଷ ହକି ଦଳ। ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ସ୍ପେନ ବିପକ୍ଷରେ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ। ପରେ...
ବିଧାନସଭା ଅଧିବେଶନର ଶେଷ ଦିନରେ ଭାବବିହ୍ଵଳ ସୁରେଶ ରାଉତରାୟ, କହିଲେ ଆଉ ନିର୍ବାଚନ ଲଢ଼ିବିନି
ଓଡ଼ିଶାଲାଇଭ୍ ବ୍ୟୁରୋ
“ଆଜିଠୁ ଆଉ ବିଧାନସଭାକୁ ଆସିବିନି, ଆଗକୁ ଆଉ ନିର୍ବାଚନ ଲଢ଼ିବିନି। ଏହା ମୋର ଶେଷ ବିଧାନସଭା”, ବିଧାନସଭା ବଜେଟ ଅଧିବେଶନର ଶେଷ ଦିନରେ ଗୃହରୁ ବାହାରି ମୁଣ୍ଡିଆ ମାରିବା ସହ ଭାବବିହ୍ଵଳ...





















