ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଭାରିଯାନ ଚାଳନା ପ୍ରଶିକ୍ଷଣ ପାଇଁ ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ରାଜ୍ୟର ଯୁବକ ଯୁବତୀଙ୍କ ପାଇଁ ଭାରିଯାନ ଚାଳନା (ଡ୍ରାଇଭିଂ) ପ୍ରଶିକ୍ଷଣ ପାଇଁ ସୁଯୋଗ ରହିଛି। ଏହି ପ୍ରଶିକ୍ଷଣ ଲାଗି ବିଭାଗ ଅଧିନସ୍ଥ...
ବିଜେଡିରେ ଯୋଗ ଦେଲେ ଡକ୍ଟର ସନ୍ତୃପ୍ତ ମିଶ୍ର, ଦଳର ରାଷ୍ଟ୍ରୀୟ ମୁଖପାତ୍ର ନିଯୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିରେ ଯୋଗ ଦେଲେ ଡକ୍ଟର ସନ୍ତୃପ୍ତ ମିଶ୍ର। ଶୁକ୍ରବାର ଦିନ ନବୀନ ନିବାସରେ ଡକ୍ଟର ସନ୍ତୃପ୍ତ ମିଶ୍ର ଯୋଗ ଦେଇଛନ୍ତି। ଡକ୍ଟର ସନ୍ତୃପ୍ତ ମିଶ୍ର ବିଜେଡିରେ ମିଶିବା ନେଇ ପୂର୍ବରୁ ଚର୍ଚ୍ଚା...
ବୈଦ୍ୟୁତିକ ଯାନ: ବଦଳାଇବ ଭାରତରେ ଗମନାଗମନ ବ୍ୟବସ୍ଥାର ଚିତ୍ର
ଭାସ୍କର ପରିଚ୍ଛା
ଦେଶର ଅର୍ଥନୀତିକୁ ବିଶ୍ୱର ଏକ ପ୍ରମୁଖ ଅର୍ଥନୀତିରେ ପରିଣତ କରିବାରେ ବୈଦ୍ୟୁତିକ ଯାନ ବା ଇଲେକ୍ଟ୍ରୋନିକ ଭେଇକିଲର (ଇଭି) ଗୁରୁତ୍ୱ ଅତି ଅଧିକ। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ...
ଏକା ସାଙ୍ଗରେ ୩ ଭାରତ ରତ୍ନ: ଚୌଧୁରୀ ଚରଣ ସିଂ, ପିଭି ନରସିଂହ ରାଓ ଓ ଏମଏସ ସ୍ୱାମୀନାଥନଙ୍କ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ରତ୍ନ ପାଇଁ ଏକା ସାଙ୍ଗରେ ତିନିଜଣଙ୍କ ନାଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଏବଂ ପିଭି ନରସିଂହ ରାଓ ଓ ବୈଜ୍ଞାନିକ ଡକ୍ଟର...
ବିଜେଡିରୁ ଇସ୍ତଫା ଦେଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ। ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।...
ଓଡ଼ିଶା ଅନ୍ତରୀଣ ବଜେଟ୍ ୨୦୨୪: କୃଷି କ୍ଷେତ୍ର ପାଇଁ ୨୮ ହଜାର ୯୪୪ କୋଟି ଟଙ୍କାର ବ୍ୟୟବରାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭାରେ ଗୁରୁବାର ଉପସ୍ଥାପିତ ହୋଇଛି ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର ଅନ୍ତରୀଣ ବଜେଟ୍। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ବଜେଟ୍ ଉପସ୍ଥାପନ କରିଥିଲେ। ଏଥିରେ କୃଷି...
ଓଡ଼ିଶାର ଆଦିବାସୀଙ୍କ ପାଇଁ ନୂଆ ଯୋଜନା ‘ଲାଭ’
ଭାସ୍କର ପରିଚ୍ଛା
ଓଡ଼ିଶାର ମୋଟ ଜନସଂଖ୍ୟାର ପ୍ରାୟ ୨୩ ଶତାଂଶ ଆଦିବାସୀ। ସେମାନଙ୍କର ମୋଟ ସଂଖ୍ୟା ପ୍ରାୟ ୧ କୋଟି ଏବଂ ଦେଶର ଜନସଂଖ୍ୟାର ପ୍ରାୟ ୦.୮୦ ଭାଗ। ଏହାଛଡ଼ା ଭାରତର ମୋଟ ଆଦିବାସୀଙ୍କ...
ବିଧାନସଭାରେ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭାରେ ଗୁରୁବାର ଦିନ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ସାଧାରଣ ନିର୍ବାଚନ ପୂର୍ବରୁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ...
ଓଡ଼ିଶା ଆସୁଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିଶନର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଆସିବେ ଭାରତର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ଫେବ୍ରୁଆରି ୧୫ରୁ ୧୭ ତାରିଖ ମୁଖ୍ୟ ନିର୍ବାଚନ କମିଶନର ଓଡ଼ିଆ ଆସିବେ। ଏହି ତିନିଦିନିଆ ଗସ୍ତ ସମୟରେ ନିର୍ବାଚନ କମିଶନର...
ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିମିଳିପାଳ ଅଭୟାରଣ୍ୟରେ ଗୋଟିଏ ମହାବଳ ବାଘର ମୃତ୍ୟୁ ହୋଇଛି। ଦୁଦୁରୁଚମ୍ପାଠାରେ ମହାବଳ ବାଘର ମୃତଦେହ ଠାବ କରାଯାଇଛି। ଏ ନେଇ ଶିମିଳିପାଳ ଅଭୟାରଣ୍ୟର କ୍ଷେତ୍ର ନିର୍ଦେଶକ ପ୍ରକାଶ ଚାନ୍ଦ ଗୋଗନେନୀ ସୂଚନା...





















