ରାୟଗଡ଼ାରେ ପୁଣି ଜନନୀ ଯନ୍ତ୍ରଣା, ଭାରରେ ବୁହା ହେଲେ ୨ ଗର୍ଭବତୀ ମହିଳା
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ଭାରରେ ବୁହା ହୋଇ ଡାକ୍ତରଖାନାକୁ ଗଲେ ଦୁଇଜଣ ଗର୍ଭବତୀ ମହିଳା। ଏହିଭଳି...
ଆଗାମୀ ୩ ଦିନ ଘନ କୁହୁଡ଼ି, ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ୩ ଦିନ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି। ଘନ କୁହୁଡ଼ି ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣଂ ଜାରି କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ...
ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିନ: କୃଷ୍ଣ ପ୍ରେମରେ ଆତ୍ମବିଭୋର ଗୋପପୁରବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଧନୁଯାତ୍ରା ଲାଗି ଚଳଚଞ୍ଚଳ ହୋଇଛି ବରଗଡ଼ ସହର। କଂସ ମହାରାଜାଙ୍କ ଶାସନ ଏବଂ ଗୋପପୁରରେ କୃଷ୍ଣ ବଳରାମଙ୍କ ଲୀଳା ଲୋକମାନଙ୍କୁ ପ୍ରଫୁଲ୍ଲିତ କରୁଛି। ପ୍ରତିଦିନ ଅନେକ ସଂଖ୍ୟାରେ ଲୋକ ଧନୁଯାତ୍ରାକୁ ଉପଭୋଗ...
ଶିମିଳିପାଳରୁ ୨୩ଟି ଦେଶୀ ବନ୍ଧୁକ ଜବତ କଲା ମୟୂରଭଞ୍ଜ ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୩ଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ଏହି ଘଟଣାରେ ମୋଟ ୮ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୯ଟି ଥାନାରେ ୧୪ଟି ମାମଲା...
ଏଏସଓ ଚୟନ ଅନିୟମିତତା ମାମଲା: ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଏସଓ ଚୟନ ଅନିୟମିତତା ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଶୁକ୍ରବାର ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଓଡ଼ିଶା ସରକାର, ଓପିଏସସି ଏବଂ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍...
ଅଯୋଧ୍ୟା ଶ୍ରୀରାମ ମନ୍ଦିର ଗର୍ଭଗୃହରୁ ଆସିଲା ରାମଲାଲାଙ୍କ ପ୍ରଥମ ଚିତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଯୋଧ୍ୟାରେ ନିର୍ମିତ ଭବ୍ୟ ଶ୍ରୀରାମ ମନ୍ଦିର ଗର୍ଭଗୃହରେ ସ୍ଥାପିତ ହୋଇଛି ରାମଲାଲା ବିଗ୍ରହ। ଗର୍ଭଗୃହ ଭିତରୁ ଆସିଛି ଶ୍ରୀରାମଲାଲାଙ୍କ ପ୍ରଥମ ଫଟୋ। ପରମ୍ପରା ଅନୁସାରେ ପ୍ରାଣ ପ୍ରତିଷ୍ଠା ହୋଇନଥିବାରୁ ଭଗବାନଙ୍କ ଆଖିରେ...
ସରକାରୀ ବଙ୍ଗଳା ଛାଡ଼ିଲେ ମହୁଆ ମୋଇତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାରୀ ବଙ୍ଗଳା ଖାଲି କଲେ ଟିଏମସି ନେତା ମହୁଆ ମୋଇତ୍ରା। ବଙ୍ଗଳା ଖାଲି କରିବାକୁ ନେଇ ହାଇକୋର୍ଟରେ ମହୁଆଙ୍କ ଆବେଦନ ଖାରଜ ହେବା ପରେ ଶୁକ୍ରବାର ଦିନ ସେ ବଙ୍ଗଳା ଖାଲି...
ଫେବ୍ରୁଆରି ୫ରୁ ବିଧାନସଭା ବଜେଟ୍ ଅଧିବେଶନ, ଆଗତ ହେବ କାମଚଳା ବଜେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୫ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ। ଷୋଡ଼ଶ ବିଧାନସଭାର ଏହା ଶେଷ ବଜେଟ୍ ଅଧିବେଶନ ହେବାକୁ ଯାଉଛି। ଚଳିତ ବର୍ଷ ନିର୍ବାଚନ ଥିବାରୁ ଏଥର କାମଚଳା...
ଗଞ୍ଜାମ ଜିଲ୍ଲା ସୋରଡ଼ାରେ ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା: ୫ ମୃତ, ଜଣେ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ବରାଡ଼ି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁରୁବାର ରାତିରେ ଏଠାରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ୫ଜଣଙ୍କର ମୃତ୍ୟୁ...
କନ୍ଧମାଳ-ବୌଦ୍ଧ ସୀମାନ୍ତରେ ମାଓବାଦୀ କ୍ୟାମ୍ପ ଧ୍ଵଂସ କଲେ ଏସଓଜି ଯବାନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ପୁଣି ମାଓବାଦୀ କ୍ୟାମ୍ପ ଧ୍ଵଂସ କଲେ ଏସଓଜି ଯବାନ। ଗୁରୁବାର ଦିନ କନ୍ଧମାଳ-ବୌଦ୍ଧ ସୀମାନ୍ତ କଣ୍ଟାମାଳ ଥାନା ବୁଢ଼ାଖୋଲ ଜଙ୍ଗଲରେ ଏସଓଜି ଯବାନ ସର୍ଚ୍ଚ ଅପରେସନ...





















