ଇପିଏଫଓରେ ଜନ୍ମ ତାରିଖ ପ୍ରମାଣପତ୍ର ଭାବେ ଗ୍ରହଣୀୟ ହେବନି ଆଧାର କାର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଆଧାର କାର୍ଡକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ଏବେ ଇପିଏଫଓରେ କୌଣସି କାର୍ଯ୍ୟ ପାଇଁ ଆଧାର କାର୍ଡକୁ ଜନ୍ମ ତାରିଖ ପ୍ରମାଣପତ୍ର ଭାବେ...
ବରଗଡ଼ରେ ବୋରଓ୍ଵେଲ ଗାଡ଼ି ମାଡ଼ିଯିବାରୁ ୪ ଜଣ ଶ୍ରମିକଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୋଇଥିବା ବେଳେ ବୋରଓ୍ଵେଲ ଗାଡ଼ି ମାଡ଼ିଯିବାରୁ ୪ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହିଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ। ମୃତକମାନେ ମଧ୍ୟପ୍ରଦେଶର ବୋଲି...
ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ: ଜାନୁଆରି ୨୨ରେ କେନ୍ଦ୍ର ସରକାରଙ୍କ ସବୁ କାର୍ଯ୍ୟାଳୟରେ ଅଧା ଦିନ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଯୋଧ୍ୟାର ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଜାନୁଆରି ୨୨ ତାରିଖରେ ଅଧା ଦିନ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ସାରା ଦେଶରେ ଥିବା କେନ୍ଦ୍ର...
ବିଭିନ୍ନ ମୋର୍ଚ୍ଚା ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କଲା ଓଡ଼ିଶା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଜେପିର ବିଭିନ୍ନ ମୋର୍ଚ୍ଚା ପାଇଁ ନୂଆ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଗୁରୁବାର ପ୍ରଭାରୀମାନଙ୍କ ନାମ ଘୋଷଣା କରାଯାଇଛି।
ବିଜେପିର ବରିଷ୍ଠ ନେତା...
ଷ୍ଟାର୍ଟଅପ୍ ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶାକୁ ସଫଳତା, ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ମିଳିଲା ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଷ୍ଟାର୍ଟଅପ୍ ପ୍ରୋତ୍ସାହନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ ହୋଇଛି ଓଡ଼ିଶା। କେନ୍ଦ୍ର ସରକାରଙ୍କ ରାଜ୍ୟ ଷ୍ଟାର୍ଟଅପ୍ ତାଲିକା ୨୦୨୨ରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ସଫଳତା ହାସଲ କରିଛି। ଏନେଇ...
ଆଜିଠୁ ପୁରୀକୁ ଆରମ୍ଭ ହେବ ‘ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ’ ବସ୍ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଲକ୍ଷ୍ମୀ ଯୋଜନାର ତୃତୀୟ ପର୍ଯ୍ୟାୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା। ଏଥିରେ ରାଜ୍ୟର ସବୁ ଜିଲ୍ଲାରୁ ପୁରୀକୁ ସିଧାସଳଖ ଏସି ଡିଲକ୍ସ ବସ୍...
ଆତ୍ମରକ୍ଷା କୌଶଳ ଶିଖିବେ ଛାତ୍ରୀ, ସବୁ କଲେଜରେ ଖୋଲିବ ସେଲ୍ଫ ଡିଫେନ୍ସ କ୍ଲବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ଆତ୍ମରକ୍ଷାର କୌଶଳ ଶିଖିବେ ଛାତ୍ରୀମାନେ। ରାଜ୍ୟର ସମସ୍ତ ଯୁକ୍ତ ୩ ଜଲେଜରେ ଛାତ୍ରୀମାନଙ୍କ ଲାଗି ଖୋଲିବ ଆତ୍ମରକ୍ଷା କ୍ଲବ। ଏ ନେଇ ସବୁ କଲେଜର ଅଧ୍ୟକ୍ଷମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗ...
ଗିରିଧର ଗମାଙ୍ଗଙ୍କ ଘର ବାହୁଡ଼ା: କଂଗ୍ରେସକୁ ଫେରିଲେ ପୂରା ପରିବାର
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣ ନିର୍ବାଚନ ପୂର୍ବରୁ ଗମାଙ୍ଗ ପରିବାରଙ୍କ ଘର ବାହୁଡ଼ା ହୋଇଛି। ବୁଧବାର ଦିନ ଦିଲ୍ଲୀଠାରେ ଗିରିଧର ଗମାଙ୍ଗ, ସ୍ତ୍ରୀ ତଥା କୋରାପୁଟର ପୂର୍ବତନ ସାଂସଦ ହେମା ଗମାଙ୍ଗ, ପୁଅ ଶିଶିର ଗମାଙ୍ଗ...
ଆଜି ଭାରତ-ଆଫଗାନିସ୍ତାନ ଶେଷ ଟି-ଟ୍ୱେଣ୍ଟି: ସିରିଜ୍ ମୂଳପୋଛ କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ବୁଧବାର ଆଫଗାନିସ୍ତାନ ବିପକ୍ଷରେ ଖେଳିବ ଟି-ଟ୍ୱେଣ୍ଟି ସିରିଜର ଶେଷ ମ୍ୟାଚ। ବେଙ୍ଗାଳୁରୁର ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ପୂର୍ବରୁ ୨ଟି...
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ଆଶ୍ୱସ୍ତି: ଫେବ୍ରୁଆରି ୧ ଯାଏଁ ବଢ଼ିଲା ଅନ୍ତରୀଣ...
ଓଡ଼ିଶାଲାଇଭ୍ ବ୍ୟୁରୋ
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ପୁଣି ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ପ୍ରତାପ କୁମାର ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧିକୁ ଆସନ୍ତା ଫେବ୍ରୁଆରି ୧ ତାରିଖ...





















