ବୌଦ୍ଧ-କନ୍ଧମାଳ ସୀମାନ୍ତରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୩ ଯବାନ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାରେ ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ବୌଦ୍ଧ-କନ୍ଧମାଳ ସୀମାନ୍ତ ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅନ୍ତର୍ଗତ ବାତେପଙ୍ଗା ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଥିଲା...
ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ମୃତ ଦିଲ୍ଲୀପ ସାମନ୍ତରାୟ ଜୀବିତ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ହାଇଟେକ୍ ହସ୍ପିଟାଲ ବିସ୍ଫୋରଣରେ ପ୍ରାଣ ହରାଇଥିବା ଦିଲ୍ଲୀପ ସାମନ୍ତରାୟ ବର୍ତ୍ତମାନ ଜୀବିତ, ଏହା ସ୍ପଷ୍ଟ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ।
୨୦୨୩ ଡିସେମ୍ବର ୨୯ ତାରିଖରେ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟି ୪ ଜଣ...
ସୋମାଲିଆ ଉପକୂଳରେ ୧୫ ଭାରତୀୟ ନାବିକ ଥିବା ଜାହାଜର ଅପହରଣ, ଉଦ୍ଧାର ଅଭିଯାନ ଆରମ୍ଭ କଲା ନୌସେନା
ଓଡ଼ିଶାଲାଇଭ୍ ବ୍ୟୁରୋ
୧୫ ଜଣ ଭାରତୀୟ ନାବିକ ଥିବା ଏକ ବାଣିଜ୍ୟିକ ଜାହାଜର ସୋମାଲିଆ ଉପକୂଳବର୍ତ୍ତୀ ସମୁଦ୍ରରେ ଅପହରଣ (ହାଇଜାକ) ହୋଇଛି। ଲାଇବେରିଆ ଦେଶର ପତାକା ଥିବା ‘ଏମଭି ଲିଲା ନୋର୍ଫୋକ୍’ ଜାହାଜଟିକୁ ଗୁରୁବାର...
ଭିତରକନିକାରେ କୁମ୍ଭୀର ଗଣନା, ଆଜିଠାରୁ ଜାନୁଆରି ୧୩ ଯାଏଁ ବନ୍ଦ ରହିବ ଜାତୀୟ ଉଦ୍ୟାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପର୍ଯ୍ୟଟକଙ୍କ ପାଇଁ ଶୁକ୍ରବାରଠାରୁ ବନ୍ଦ ହୋଇଛି ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ଗଣନା ପାଇଁ ଜାନୁଆରି ୧୩ ତାରିଖ ଯାଏଁ ୯ ଦିନ ବନ୍ଦ ରହିବ ଭିତରକନିକା। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା...
ଅଖିଳଚକ୍ର ଅନୁଷ୍ଠାନ ପକ୍ଷରୁ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ, କବି କୃଷ୍ଣ କୁମାର ମହାନ୍ତିଙ୍କୁ କରାଯିବ ସମ୍ମାନିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯାଜପୁରର ଅଖିଳଚକ୍ର ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷ ମକର ସଂକ୍ରାନ୍ତିରେ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଅନୁଷ୍ଠିତ ହେବ। ବିଞ୍ଝାରପୁରର ବରୁଣେଶ୍ଵର ପୀଠରେ ହେବାକୁଥିବା ଏହି ସମାରୋହରେ କବି କୃଷ୍ଣ କୁମାର ମହାନ୍ତିଙ୍କୁ...
ସାଧାରଣତନ୍ତ୍ର ଦିବସ ପ୍ୟାରେଡ: ୩ ବର୍ଷ ପରେ ଏଥର ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଥର ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ୩ ବର୍ଷର ଅପେକ୍ଷା ପରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ପ୍ୟାରେଡରେ ଦେଖିବାକୁ ମିଳିବ। ଏନେଇ କେନ୍ଦ୍ର...
ଖୋର୍ଦ୍ଧାରେ ଲୁହାଛଡ଼ରେ ପିଟି ସାଙ୍ଗକୁ ହତ୍ୟା କରିବା ଘଟଣା, ଯାଜପୁରରୁ ଅଭିଯୁକ୍ତ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଶଗଡ଼ଭଙ୍ଗା ଗାଁରେ ଜାନୁଆରି ୨ ତାରିଖରେ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡର କାରଣ ଜଣାପଡ଼ିଛି। ସମଲିଙ୍ଗୀ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଖୋର୍ଦ୍ଧା ଅତିରିକ୍ତ ଏସପି...
ଆରମ୍ଭ ହୋଇଛି ବୌଦ୍ଧ ମହୋତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ଆରମ୍ଭ ହୋଇଛି ବୌଦ୍ଧ ମହୋତ୍ସବ। ଜିଲ୍ଲା ଗଠନର ୩୦ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୌଦ୍ଧ ମହୋତ୍ସବର ଆୟୋଜନ କରାଯାଇଛି। ଏହା ସହିତ ପଲ୍ଲିଶ୍ରୀ...
ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ, ମାତ୍ର ଦେଢ଼ ଦିନରେ ସରିଲା ମ୍ୟାଚ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଗୁରୁବାର ଦମଦାର ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ। ୫ ଦିନର ଟେଷ୍ଟକୁ ମାତ୍ର ଦେଢ଼ ଜିତି ନେଇଛି ଭାରତୀୟ ଦଳ। ୭...
ଓଡ଼ିଶାରେ ଯୁକ୍ତ ୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେଲା ମାଗଣା ନିଟ୍ ଓ ଜେଇଇ କୋଚିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଯୁକ୍ତ ୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁବାରଠାରୁ ଆରମ୍ଭ ହୋଇଛି ମାଗଣା ନିଟ୍ ଓ ଜେଇଇ କୋଚିଂ। ରାଜ୍ୟର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ...





















