ମାହାଙ୍ଗା ଡବଲ ମର୍ଡର ଘଟଣା: ବ୍ୟକ୍ତିଗତ ହାଜିରା ପାଇଁ ପ୍ରତାପ କୁମାର ଜେନାଙ୍କୁ ମିଳିଲା ୨ ସପ୍ତାହର ମହଲତ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ଦୁଇ ସପ୍ତାହର ମହଲତ ମିଳିଛି। ସାଲେପୁର ଜେଏମଏଫସି କୋର୍ଟରେ ପ୍ରତାପ କୁମାର ଜେନା ନିଜ ଓକିଲଙ୍କ ଜରିଆରେ...

ଓଡ଼ିଶାରେ ୧୨ଟି ନୂଆ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ, ନିବେଶ ହେବ ୨,୭୯୪ କୋଟି ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ୧୨ଟି ନୂଆ ଶିଳ୍ପ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିଛି। ଏହାଦ୍ଵାରା ରାଜ୍ୟରେ ୨,୭୯୪ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ମଙ୍ଗଳବାର ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ...

୨ ହଜାର ଟଙ୍କା ନୋଟ ବଦଳାଇବାକୁ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ପ୍ରବଳ ଭିଡ଼, ଏତେ ଟଙ୍କାକୁ ନେଇ ସୃଷ୍ଟି...

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ୨ ହଜାର ଟଙ୍କା ନୋଟ ବଦଳାଇବାକୁ ଲୋକଙ୍କ ପ୍ରବଳ ଭିଡ଼ ଲାଗିଛି। ବ୍ୟାଙ୍କ ଖୋଲିବା ଆଗରୁ ଲୋକ ଲମ୍ବା ଧାଡ଼ି ଲଗାଉଛନ୍ତି। ତେବେ ଲୋକେ ଏତେ...

ଓଏସଏସଏସସି ପକ୍ଷରୁ ରାଜ୍ୟରେ ୨୭୧୨ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ନଭେମ୍ବର ୨୦

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସବୋର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସଏସଏସସି) ପକ୍ଷରୁ ମୋଟ ୨୭୧୨ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଖାଲିଥିବା ଲାଇଭଷ୍ଟକ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ...

ବିଏସକେୱାଇ- ଏକ ଗେମ୍ ଚେଞ୍ଜର୍

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଏବଂ ଜନହିତ ଯୋଜନା ପ୍ରସ୍ତୁତ କରିବାରେ ସମଗ୍ର ଦେଶରେ ଓଡ଼ିଶାର ଏକ ଭିନ୍ନ ପରିଚୟ ରହିଛି। ଅନେକ କାର୍ଯ୍ୟକ୍ରମ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କ ଦ୍ୱାରା...

ନିୟନ୍ତ୍ରଣ ହରାଇଲାଣି ପିଆଜ ଦର, କିଲୋ ପିଛା ଟପିଲା ୮୦ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ନିୟନ୍ତ୍ରଣ ହରାଇଲାଣି ପିଆଜ ଦର। ଅକ୍ଟୋବର ପହିଲାରେ କିଲୋଗ୍ରାମ ପିଛା ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଦର ଏବେ ୮୦ଟଙ୍କା ଟପିଛି। ଆଗକୁ ପିଆଜ ମୂଲ୍ୟ ଆହୁରି ବଢ଼ିବ...

ଆଇସିସି ବିଶ୍ଵକପ: ପାକିସ୍ତାନର ଘାତକ ବୋଲିଂ, ବାଂଲାଦେଶ ୨୦୪ ରନରେ ଅଲଆଉଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି କ୍ରିକେଟ ବିଶ୍ଵକପରେ ମଙ୍ଗଳବାର ଜାରି ରହିଛି ପାକିସ୍ତାନ ଓ ବାଂଲାଦେଶ ମୁକବିଲା। ଏଥିରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ ୨୦୪ ରନରେ ଅଲଆଉଟ ହୋଇଯାଇଛି। ମ୍ୟାଚରେ ପାକିସ୍ତାନ ପକ୍ଷରୁ ଘାତକ ବୋଲିଂ...

ଆଇପିଏସ୍ ସ୍ତରରେ ଅଦଳବଦଳ: ବ୍ରିଜେଶ ରାୟ ହେଲେ ଅତିରିକ୍ତ ପୋଲିସ କମିଶନର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ବ୍ରିଜେଶ ରାୟଙ୍କୁ ଅତିରିକ୍ତ ପୋଲିସ କମିଶନର ଭାବେ ନିଯୁକ୍ତି ମିଳିଛି। ସେହିପରି ଅରୁଣ ରାୟ ସରକାରୀ ପ୍ରେସ୍ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି।...

ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କଲେ ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଏସିଆନ ସୁଟିଂ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତି ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି ଶ୍ରୀୟଙ୍କା ଷଡ଼ଙ୍ଗୀ। ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ। ଦକ୍ଷିଣ କୋରିଆର ଚାଙ୍ଗୱନରେ ଅନୁଷ୍ଠିତ ଏସିଆନ...

ନୀତା ଅମ୍ବାନୀଙ୍କୁ ମିଳିଲା ଗ୍ଲୋବାଲ ଲିଡରସିପ୍ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଗ୍ଲୋବାଲ ଲିଡରସିପ୍ ପୁରସ୍କାର ପ୍ରଦାନ କରାଯାଇଛି। ଦିଲ୍ଲୀରେ ଆମେରିକା ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ ଫୋରମ (ୟୁଏସଆଇଏସପିଏଫ) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ...