ବ୍ରେନ୍‌ ଷ୍ଟ୍ରୋକ୍‌କୁ ଚିହ୍ନିବେ କେମିତି?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://youtu.be/m20vcUnXYWE?si=9JImPR-iC13zUi7n ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହେଉଥିବା ଅଧିକାଂଶ ବ୍ୟକ୍ତି ଅକର୍ମଣ୍ୟ ହୋଇଯାଆନ୍ତି। ଏମାନେ ନିଜ କାମ ମଧ୍ୟ ଠିକ୍ ଭାବେ କରିବାକୁ ସମର୍ଥ ହୁଅନ୍ତି ନାହିଁ। ବ୍ରେନ ଷ୍ଟ୍ରୋକ୍‌ର ଲକ୍ଷଣକୁ ଚିହ୍ନି...

ସାବଧାନ! ଭୁବନେଶ୍ଵର ପୂଜା ମଣ୍ଡପ ନିକଟରେ ବୁଲୁଛନ୍ତି ଲୁଟେରା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ ଦୁର୍ଗାପୂଜା ଦେଖିବାକୁ ଯାଉଥିଲେ ହୋଇଯାଆନ୍ତୁ ସାବଧାନ, କାରଣ ପୂଜା ମଣ୍ଡପ ନିକଟରେ ବୁଲୁଛନ୍ତି ଲୁଟେରା ଗ୍ୟାଙ୍ଗ। ଭିଡ଼ର ସୁଯୋଗ ନେଇ ଆଖି ପିଛୁଳାକେ ଗାଏବ ହୋଇଯାଉଛି ଲୋକଙ୍କ ଗହଣା,...

ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ପକ୍ଷରୁ ପୁଣେର ପ୍ରବାସୀ ବସ୍ତିରେ ଋତୁସ୍ରାବ ଉପରେ ସାମାଜିକ ସଚେତନତା ଶିବିର

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ପକ୍ଷରୁ ରବିବାର ଋତୁସ୍ରାବ ଉପରେ ଏକ ସାମାଜିକ ସଚେତନତା ଶିବିର ଆୟୋଜିତ ହୋଇଛି। ପୁଣେର ଦେହୁରୋଡ୍ ନିକଟସ୍ଥ ବିକାଶନଗର ପ୍ରବାସୀ ବସ୍ତିରେ ଏହାର ଆୟୋଜନ କରାଯାଇଥିଲା। ଏହି...

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିଶନ ସିଂ ବେଦୀଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିଶିଷ୍ଟ ସ୍ପିନର ବିଶନ ସିଂ ବେଦୀଙ୍କର ସୋମବାର ପରଲୋକ ଘଟିଛି। ତାଙ୍କୁ ମୃତ୍ୟୁ ବେଳକୁ ୭୭ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି...

କଟକ ଦଶହରାରେ ଚାନ୍ଦିମେଢ଼ର ଇତିହାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଐତିହ୍ୟ ସହର କଟକରେ ବହୁ କାଳରୁ ଚାଲିଆସୁଛି ଦେବୀ ପୂଜାର ପରମ୍ପରା। କଟକ ଦଶହରା ଏବଂ ଚାନ୍ଦିମେଢ଼ ପଛରେ ରହିଛି ଏକ ସୁନ୍ଦର ଇତିହାସ। ତ୍ରୟୋଦଶ ଶତାବ୍ଦୀରେ କଟକରେ ବାରବାଟୀ ଦୁର୍ଗ ନିର୍ମାଣ ସହ ଏଠାକାର ରକ୍ଷାକର୍ତ୍ତ୍ରୀ ଭାବେ ମା’ ଗଡ଼ଚଣ୍ଡୀଙ୍କୁ ସ୍ଥାପନ କରାଯାଇ ପୂଜା କରାଯାଉଛି। ଶାରଦୀୟ...

ସ୍କୁଲ୍ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା, ଜଳବାୟୁ ପରିବର୍ତ୍ତନ ସହ ମୁକାବିଲାକୁ କରିବ ବ୍ୟାପକ    

ଓଡ଼ିଶାଲାଇଭ୍ ବ୍ୟୁରୋ ବିଗତ କିଛି ବର୍ଷ ଧରି ବିଶ୍ଵ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ତୁହାକୁ ତୁହା ବାତ୍ୟା ଓ ବନ୍ୟା ଏହାର ଉଦାହରଣ। ଜଳବାୟୁ ପରିବର୍ତ୍ତନ ଆଗାମୀ ଦିନରେ ଏକ ବଡ଼...

ଆବର୍ଜନାରୁ ଆକର୍ଷଣୀୟ ଆସବାବ ପ୍ରସ୍ତୁତ କଲେ ଢେଙ୍କାନାଳ ଆଇଆଇଏମସି ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ଢେଙ୍କାନାଳ): ନୂଆ ରୂପ ପାଇଛି ବ୍ୟବହୃତ କାଚ ବୋତଲ। ଏହା ଦେଖିବାକୁ ସୁନ୍ଦର ଓ ବ୍ୟବହାର ଉପଯୋଗୀ। ଜାମ୍‍, ସସ୍‍ ଆଦି ବ୍ୟବହାର କରିବା ପରେ ସାଧାରଣତଃ ଆମେ ଏସବୁ ବୋତଲକୁ...

ଆଇସିସି କ୍ରିକେଟ ବିଶ୍ଵକପ: ଆଜି ପାକିସ୍ତାନ ଓ ଆଫଗାନିସ୍ତାନ କରୁଛନ୍ତି ମୁକାବିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି କ୍ରିକେଟ ବିଶ୍ଵକପରେ ସୋମବାର ଚାଲିଛି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା। ଏଥିରେ ପାକିସ୍ତାନ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରୁଛି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ମ୍ୟାଚଟି...

ଆଗାମୀ ୬ ଘଣ୍ଟାରେ ବଙ୍ଗୋପସାଗରରେ ବାତ୍ୟା, ଓଡ଼ିଶାରେ ପଡ଼ିବନି ପ୍ରଭାବ

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ଏବେ ସକ୍ରିୟ ରହିଛି ଗଭୀର ଅବପାତ। ଆଉ ୬ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି...

ଆଜି ଜଗତଜନନୀ ମା’ ଦୁର୍ଗାଙ୍କର ମହାନବମୀ ପୂଜା – ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଶାରଦୀୟ ଦୁର୍ଗା ପୂଜା ଅବସରରେ ଏବେ ଚଳଚଞ୍ଚଳ ହୋଇଛି ଗାଁଠୁ ସହର। ଆଜି ଜଗତଜନନୀ ମା’ ଦୁର୍ଗାଙ୍କର ମହାନବମୀ ପୂଜା ମଣ୍ଡପଗୁଡ଼ିକରେ ଅନୁଷ୍ଠିତ ହେଉଥିବାବେଳେ, ସବୁ ଶକ୍ତିପୀଠରେ ବିଶ୍ରାମ ରହିଛି। ମନ୍ତ୍ରପାଠ...