ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ, ପୁଣି ୨୫ ନୂଆ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାରେ ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ। ଜିଲ୍ଲାରୁ ପୁଣି ୨୫ ଜଣ ସ୍କ୍ରବ ଟାଇଫସ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୁରୁବାରଦ ଦିନ ୧୦୮ଟି ନମୁନା ପରୀକ୍ଷା କରାଯାଇଥିଲା, ସେମାନଙ୍କ ମଧ୍ୟରୁ...

ନର୍ଗେସ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳା ଅଧିକାର ତଥା ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନର୍ଗେସଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର ନର୍ଗେସ ମହମ୍ମଦିଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର। ଇରାନର ୫୧ ବର୍ଷିୟ ମହିଳା ନର୍ଗେସ...

ଆସନ୍ତାକାଲି ସରିବ ୨ ହଜାର ଟଙ୍କିଆ ନୋଟ ବଦଳ ଅବଧି

ଓଡ଼ିଶାଲାଇଭ୍ ବ୍ୟୁରୋ ଆପଣଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ ଅଛି କି? ତାହାଲେ ତୁରନ୍ତ ତାକୁ ବ୍ୟାଙ୍କରେ ବଦଳାଇ ଦିଅନ୍ତୁ। ନହେଲେ ଅଚଳ ହୋଇଯିବ ଆପଣଙ୍କ ଟଙ୍କା। କାରଣ ଅକ୍ଟୋବର ୭ ତାରିଖ...

ସିକ୍କିମ ବନ୍ୟା: ମୃତକଙ୍କ ସଂଖ୍ୟା ୨୨କୁ ବୃଦ୍ଧି, ଫସି ରହିଛନ୍ତି ୩ ହଜାରରୁ ଅଧିକ ପର୍ଯ୍ୟଟକ

ଓଡ଼ିଶାଲାଇଭ୍ ବ୍ୟୁରୋ ସିକ୍କିମରେ ବାଦଲଫଟା ବର୍ଷା ଯୋଗୁଁ ତୀସ୍ତା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି। ମଙ୍ଗଳବାର ରାତିରେ ଆସିଥିବା ଏହି ଆକସ୍ମିକ ବନ୍ୟାରେ ଏ ଯାଏଁ ୨୨ ଜଣଙ୍କର ମୃତ୍ୟୁ...

କ୍ୟାପିଟାଲ ହସ୍ପିଟାଲରେ ଏଣିକି ନବଜାତଙ୍କ ଗୋଡ଼ରେ ଲାଗିବ ଟ୍ୟାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିଶୁ ବଦଳ ଅଭିଯୋଗ ଆସିବା ପରେ କଡ଼ା ପଦକ୍ଷେପ ନେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ଏଣିକି ନବଜାତଙ୍କ ଗୋଡ଼ରେ ଲାଗିବ ଟ୍ୟାଗ। ଜନ୍ମ ହେବା ମାତ୍ରେ ରଖାଯିବ ଶିଶୁର ଫୁଟପ୍ରିଣ୍ଟ। କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ...

କେନ୍ଦୁଝର: ଭାଇ ଗୁଳିରେ ଭଉଣୀର ମୃତ୍ୟୁ ହୋଇଥିବା ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାଇ ଗୁଳିରେ ଭଉଣୀର ମୃତ୍ୟୁ ହୋଇଛି। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ପାଣ୍ଡପଡ଼ା ଥାନା ଅନ୍ତର୍ଗତ ସୋମଗିରି ଗାଁରୁ। ଘରୋଇ କଳିକୁ କେନ୍ଦ୍ର କରି ଭଉଣୀ ମାଳତୀ ବେହେରାଙ୍କୁ ଗୁଳି କରିଥିଲେ...

ଭାରତରେ ‘ରେପୋ’ ରେଟ୍‌ ୬.୫ ପ୍ରତିଶତରେ ଅପରିବର୍ତ୍ତିତ, ମୁଦ୍ରାସ୍ଫୀତିର ନିୟନ୍ତ୍ରଣ ପାଇଁ ଆରବିଆଇର ନିଷ୍ପତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ କ୍ରମାଗତ ଭାବେ ଚତୁର୍ଥଥର ପାଇଁ ଅପରିବର୍ତ୍ତିତ ରହିଲା ‘ରେପୋ’ ରେଟ୍‌। ଏହି ଦର ପୂର୍ବଭଳି ୬.୫ ପ୍ରତିଶତ ରହିବ। ଏନେଇ ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା...

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ନେଇ ପ୍ରାକ୍-ପ୍ରସ୍ତୁତି ବୈଠକ ମୌସୁମୀର ଲେଉଟାଣି ଅର୍ଥାତ୍ ଅକ୍ଟୋବର ମାସରେ ସାଧାରଣତଃ ଓଡ଼ିଶାକୁ ବାତ୍ୟା ଆସିବାର ସମ୍ଭାବନା ରହିଥାଏ। ସେଥିପାଇଁ...

ଗୋରେଗାଓଁରେ ଭୟଙ୍କର ଅଗ୍ନିକାଣ୍ଡ: ଜିଅନ୍ତା ଜଳିଗଲେ ୬ ଜଣ, ୩୦ରୁ ଅଧିକ ଗାଡ଼ି ପୋଡ଼ି ପାଉଁଶ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁମ୍ବାଇର ଗୋରେଗାଓଁଠାରେ ଥିବା ଏକ ୭ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୪୬ ଜଣ ଗୁରୁତର ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ...

କ୍ରିକେଟ ବିଶ୍ୱକପ: ଆଜି ପାକିସ୍ତାନ ନେଦରଲାଣ୍ଡସ ମୁକାବିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁକ୍ରବାର ହାଇଦ୍ରାବାଦ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ନେଦରଲାଣ୍ଡସକୁ ଭେଟିବ ପାକିସ୍ତାନ ଆଇସିସି କ୍ରିକେଟ ବିଶ୍ୱକପରେ ଶୁକ୍ରବାର ନେଦରଲାଣ୍ଡସକୁ ଭେଟିବ ପାକିସ୍ତାନ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ। ଉଭୟ ଦଳଙ୍କ ମଧ୍ୟରେ...