ତାତିରୁ ତ୍ରାହି ନାହିଁ: ଅସହ୍ୟ ଗରମରେ ଛଟପଟ ରାଜ୍ୟବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅସହ୍ୟ ତାତିରୁ ତ୍ରାହି ମିଳୁନି। ସକାଳ ୮ଟା ପରେ ଘରୁ ବାହାରିବା ଲୋକଙ୍କ ପାଇଁ ମୁସକିଲ ହୋଇଯାଉଛି। ଦିନକୁ ଦିନ ତାପମାତ୍ରା ବୃଦ୍ଧି ହେଉଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି। ଗୁରୁବାର...
ଖରା ଛୁଟି: ଜୁନ୍ ୧୬ ଯାଏଁ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସରକାର ଶୁକ୍ରବାରଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି। ଏହି ସମୟରେ ସବୁ ସ୍କୁଲରେ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ପାଠପଢ଼ା ବନ୍ଦ...
ଅକ୍ଷୟ ତୃତୀୟା ଅବସରରେ ଲୋକସେବା ଭବନରେ ଖୋଲିବ ‘ମିଲେଟ ଶକ୍ତି କାଫେ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ୨୩ ତାରିଖ ଅକ୍ଷୟ ତୃତୀୟା ଅବସରରେ ଲୋକସେବା ଭବନ ପରିସରରେ ଖୋଲିବାକୁ ଯାଉଛି 'ମିଲେଟ୍ ଶକ୍ତି କାଫେ'। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
ଲୋକସେବା ଭବନକୁ...
ମହାନଦୀ ଟ୍ରିବ୍ୟୁନାଲର କ୍ଷେତ୍ର ପରିଦର୍ଶନକୁ ନେଇ ଛତିଶଗଡ଼କୁ ଲାଗୁଛି ଡର
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ ଜଳ ବିବାଦକୁ ନେଇ ଅନେକ ଦିନଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ତିକ୍ତତା ଜାରି ରହିଛି। ଏହାର ସମାଧାନ ପାଇଁ ଗଠିତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଏବେ ଛତିଶଗଡ଼ରେ...
ଅତିକ ଅହମ୍ମଦ: ଗଳିର ଗୁଣ୍ଡାରୁ ପାର୍ଲାମେଣ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଟିରେ ମିଶିଲା ଆତଙ୍କର ଅନ୍ୟ ନାଁ ଅତିକ ଅହମ୍ମଦ। ଆତିକର ହତ୍ୟା ଏବେ ରାଜନୀତିର ଏକ ଅନ୍ଧକାର ଦିଗକୁ ସାମ୍ନାକୁ ଆଣିଛି।
ଅପରାଧରୁ ରାଜନୀତି ଓ ରାଜନୀତିରୁ ଅପରାଧ, ହିନ୍ଦୀ ହାର୍ଟଲାଣ୍ଡରେ...
ହେପାଟାଇଟିସକୁ କେମିତି ଚିହ୍ନିବା?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=ZQyr95BBhSY]
ଲିଭର ବା ଯକୃତରେ ହେଉଥିବା ଏକପ୍ରକାର ସଂକ୍ରମଣ ଯାହାକି ହେପାଟାଇଟିସ୍ ଭାଇରସ ଯୋଗୁଁ ହୋଇଥାଏ। ଭାଇରସ ସଂକ୍ରମଣ ଯୋଗୁଁ ହୋଇଥିବା ହେପାଟାଇଟିସ୍ ଫିବ୍ରୋସିସ କିମ୍ବା ଯକୃତ କର୍କଟ ଭଳି...
ସମଲିଙ୍ଗୀ ବିବାହ ମାମଲାରେ ରାଜ୍ୟମାନଙ୍କୁ ପକ୍ଷଭୁକ୍ତ କରିବା ପାଇଁ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ମାମଲାର ଶୁଣାଣି
ମାମଲାରେ ରାଜ୍ୟମାନଙ୍କୁ ପକ୍ଷଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ସତ୍ୟପାଠ
ସମଲିଙ୍ଗୀ ବିବାହ ମାମଲାରେ ରାଜ୍ୟମାନଙ୍କ ମତ ନେବା...
ରାୟଗଡ଼ା ଥାନାରୁ ଅଭିଯୁକ୍ତ ଫେରାର ହେବା ଘଟଣା: ୪ ପୋଲିସ କର୍ମଚାରୀ ନିଲମ୍ୱିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଟାଉନ ଥାନାରୁ ୨ ଜଣ ଅଭିଯୁକ୍ତ ଫେରାର ହେବା ଘଟଣାରେ ୪ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ବୁଧବାର ଦିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି...
ଝାରସୁଗୁଡ଼ା ଉପନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ଦିନ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି କଂଗ୍ରେସ। ଏହି ୪୦ ଜଣିଆ ତାଲିକାରେ କଂଗ୍ରେସ ନିଜର ଜାତୀୟ ଓ ରାଜ୍ୟସ୍ତରୀୟ ବହୁ ନେତାଙ୍କୁ...
ସମ୍ବଲପୁର ହିଂସାକାଣ୍ଡ : ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଆଜି ୧୪ ଜିଲ୍ଲାରେ ଅଖଚକ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁରରେ ହନୁମାନ ଜୟନ୍ତୀ ହିଂସାକାଣ୍ଡକୁ ନେଇ ଏବେ ଜୋର ଧରିଛି ପଶ୍ଚିମ ଓଡ଼ିଶାର ରାଜନୀତି। ଏହି ହିଂସାକାଣ୍ଡର ପ୍ରତିବାଦରେ ବୁଧବାର ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବିଶ୍ଵ...





















