ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଲିଭର ବା ଯକୃତରେ ହେଉଥିବା ଏକପ୍ରକାର ସଂକ୍ରମଣ ଯାହାକି ହେପାଟାଇଟିସ୍ ଭାଇରସ ଯୋଗୁଁ ହୋଇଥାଏ। ଭାଇରସ ସଂକ୍ରମଣ ଯୋଗୁଁ ହୋଇଥିବା ହେପାଟାଇଟିସ୍‌ ଫିବ୍ରୋସିସ କିମ୍ବା ଯକୃତ କର୍କଟ ଭଳି ଗୁରୁତର ରୋଗର ରୂପ ନେଇପାରେ।

ତେବେ ହେପାଟାଇଟିସ୍‌ ରୋଗର କାରଣ ଓ ଏହାର ଭୟାବହତା ବିଷୟରେ ବିଶିଷ୍ଟ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ଅଶୋକ ଚୌଧୁରୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Also Read

ଆପଣ ଜାଣନ୍ତି କି ଜଣ୍ଡିସ କାହିଁକି ହୁଏ?

ଜାଣନ୍ତି କି ଲିଭର ଫେଲ୍ୟୁଅର କାହିଁକି ହୁଏ?

କାହିଁକି ହୁଏ ଲିଭର ସିରୋସିସ୍?

Tags: #Liver #WorldLiverDay # Hepatitis #LiverDisease #OdiaHealthTips

Comment