ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଲିଭର ବା ଯକୃତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଲିଭର ବିନା ଜୀବନ ସମ୍ଭବ ନୁହେଁ। ବିଭିନ୍ନ କାରଣରୁ ଲିଭର ଜନିତ ସମସ୍ୟା ଦେଖାଦିଏ। ଏହି ସମସ୍ୟା ମଧ୍ୟରେ ରହିଛି ଲିଭର ସିରୋସିସ।

ଲିଭର ସିରୋସିସର ମୁଖ୍ୟ କାରଣ ହେଉଛି ମଦ୍ୟପାନ ଓ ମେଦବହୁଳତା। ବର୍ତ୍ତମାନ ସମୟରେ ମଦ୍ୟପାନ କରୁନଥିବା ଏବଂ ପତଳା ଲୋକଙ୍କଠାରେ ମଧ୍ୟ ଲିଭର ସିରୋସିସ ଦେଖିବାକୁ ମିଳୁଛି।

Also Read

ଲିଭରକୁ କେମିତି ସୁସ୍ଥ ରଖିବା?

ଫ୍ୟାଟି ଲିଭର କାହିଁକି ହୁଏ?

ତେବେ ଲିଭର ସିରୋସିସ ହେବାର କାରଣ କ’ଣ? ବିଶିଷ୍ଟ ପେଟ ଓ ଲିଭର ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Liver #WorldLiverDay #LiverCirrhosis #LiverDisease #OdiaHealthTips

Comment