ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଲିଭର ହେଉଛି ଶରୀରର ଏକ ପ୍ରମୁଖ ଅଙ୍ଗ। ଲିଭର ବିନା ମଣିଷର ବଞ୍ଚିବା ଅସମ୍ଭବ ହୋଇଥାଏ। ଆମେ ଖାଉଥିବା ଖାଦ୍ୟର ସାର ଅଂଶକୁ ଶରୀରର ବ୍ୟବହାର ଉପଯୋଗୀ କରିବା ସହିତ ଅଦରକାରୀ ଜିନିଷକୁ ଛାଣିବା ଲିଭର କାମ ହୋଇଥାଏ ବୋଲି କୁହନ୍ତି ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁ।

ବର୍ତ୍ତମାନର ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିଥାଏ। ବିଭିନ୍ନ ରୋଗ କାରଣରୁ ଲିଭରକୁ କ୍ଷତି ପହଞ୍ଚିଥାଏ। ଏହି କାରଣରୁ ଲିଭର ଜନିତ ରୋଗ ହେବା ସହ ବିଭିନ୍ନ ସମୟରେ ଲିଭର ଫେଲ୍ୟୁଅର ଭଳି ସମସ୍ୟା ଦେଖାଦେଇଥାଏ।

ତେବେ କାହିଁକି ହୁଏ ଲିଭର ଫେଲ୍ୟୁଅର? ଏନେଇ କ’ଣ କହୁଛନ୍ତି ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁ ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Also Read

ଫ୍ୟାଟି ଲିଭର କାହିଁକି ହୁଏ?

କାହିଁକି ହୁଏ ଲିଭର ସିରୋସିସ୍?

Tags: #Liver #WorldLiverDay #LiverFailure #LiverDisease #OdiaHealthTips

Comment