ଭୁବନେଶ୍ଵରକୁ ପୂରିଲା ୭୫ ବର୍ଷ, ରାଜଧାନୀ ପ୍ରତିଷ୍ଠା ଦିବସର ପ୍ଲାଟିନମ ଜୁବଲି ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ରାଜଧାନୀ ଭୁବନେଶ୍ଵରକୁ ପୂରିଛି ୭୫ ବର୍ଷ। ଏହି ଅବସରରେ ଗୁରୁବାର ଦିନ ଭୁବନେଶ୍ଵରରେ ପାଳିତ ହେଉଛି ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ। ଓଡ଼ିଶା ବିଧାସଭାର ବାଚସ୍ପତି ବିକ୍ରମ କେଶରୀ...
ସାଧାରଣ ବୀମା ବଜାରରେ ଖସୁଛି ରାଷ୍ଟ୍ରାୟତ୍ତ କମ୍ପାନିଙ୍କ ଭାଉ, ଘରୋଇ ସେବା ମୁହାଁ ଗ୍ରାହକ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣ ବୀମା କ୍ଷେତ୍ରରେ ଘରୋଇ କମ୍ପାନି ସହ ପ୍ରତିଦ୍ଵନ୍ଦ୍ଵିତା କରିପାରୁନାହାନ୍ତି ରାଷ୍ଟ୍ରାୟତ୍ତ ବୀମା କମ୍ପାନି। ୫ ବର୍ଷରେ ମାର୍କେଟ ସେୟାର ୮ ପ୍ରତିଶତ ହ୍ରାସ।
ସାଧାରଣ ବୀମା ବା ଜେନେରାଲ ଇନ୍ସ୍ୟୁରାନ୍ସ କ୍ଷେତ୍ରରେ...
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଗୁରୁବାରଠାରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଛି। ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ପ୍ରାର୍ଥୀମାନେ...
ନାଇଜେରିଆର ରାଜଧାନୀ ଲାଗୋସରେ ଓଡ଼ିଆ ସମାଜ ପକ୍ଷରୁ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଦିବସ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାଇଜେରିଆର ରାଜଧାନୀ ଲାଗୋସରେ ଥିବା ଜଗନ୍ନାଥ ମନ୍ଦିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏପ୍ରିଲ ମାସ ୭ ତାରିଖରୁ ୯ ତାରିଖ ଯାଏଁ ୩ ଦିନ ଧରି ଏହି ଉତ୍ସବ...
ଝାରସୁଗୁଡ଼ା ଉପନିର୍ବାଚନ: ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସବୁଠୁ ଶେଷରେ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବୁଧବାର ଦଳ ପକ୍ଷରୁ ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପୂର୍ବରୁ ବିଜେଡି...
ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ନେଇ ଉତ୍ତେଜନା, ୪୮ ଘଣ୍ଟା ଯାଏଁ ଜିଲ୍ଲାରେ ଇଣ୍ଟରନେଟ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁରରେ ବୁଧବାର ଦିନ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରକୁ ପଥରମାଡ଼ ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଉତ୍ତେଜିତ ଲୋକେ ଦୋକାନ ସହ ଗାଡ଼ିମୋଟର ଭଙ୍ଗାରୁଜା କରିଥିଲେ।...
ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ଦିଲ୍ଲୀକୁ ଟପିବ ବେଙ୍ଗାଳୁରୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତ୍ୟକ୍ଷ କର ଆଦାୟ ବା ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ଖୁବ୍ ଶୀଘ୍ର ବେଙ୍ଗାଳୁରୁ ଦିଲ୍ଲୀକୁ ଟପିବ ବୋଲି ଆକଳନ କରାଯାଉଛି।
ମଲ୍ଟିନ୍ୟାସନାଲ ଓ ଇଣ୍ଡିଆନ ଆଇଟି କମ୍ପାନିର ଆଇଟି କ୍ୟାପିଟାଲ କୁହାଯାଉଥିବା ବେଙ୍ଗାଳୁରୁ...
ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜାରି ହେଲା ଏସଓପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ କିଛି ଦିନ ଧରି ଗ୍ରୀଷ୍ମ ପ୍ରବାହ ନିଜର କାୟା ବିସ୍ତାର କରୁଛି। ସକାଳ ୧୦ଟା ବେଳକୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ବୁଧବାର ରାଜ୍ୟର ଏକାଧିକ ସହରର ତାପମାତ୍ରା...
ଏପ୍ରିଲ ୧୬ରୁ ତାତିରୁ ମିଳିବ ମୁକ୍ତି!
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆରମ୍ଭ ହୋଇଥିବା ଗ୍ରୀଷ୍ମ ପ୍ରକୋପକୁ ନେଇ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ରାଜ୍ୟବାସୀ। ଅସହ୍ୟ ଗରମ ଯୋଗୁଁ ସାଧାଣର ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ସକାଳ ୮ଟାରୁ ମୁଣ୍ଡଫଟା ଖରାକୁ ଦେଖି ଲୋକେ...
ଏଡିଆର୍ ରିପୋର୍ଟ: ନବୀନ ପଟ୍ଟନାୟକ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୬୩ କୋଟି ୮୭ ଲକ୍ଷ ଟଙ୍କା। ଏହା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ...





















