Independence Day

ଓଡ଼ିଶାରେ ପିଜି ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷାର ବାହାରିଲା ବିଜ୍ଞପ୍ତି, ମେ’ ୧ରୁ ଆବେଦନ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ପିଜି ପାଠପଢ଼ାକୁ ନେଇ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକକ ପ୍ରବେଶିକା ପରୀକ୍ଷା (ସିପେଟ୍)...

କେନ୍ଦ୍ରାପଡ଼ା: ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ୨ ଜଣଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଏକମଣିଆରୁ ଯାତ୍ରୀଙ୍କୁ ଧରି ଏକ ଡଙ୍ଗା ରାଜନଗର ବ୍ଲକ କେରଡ଼ାଗଡ଼ ଯାଉଥିବାବେଳେ...

ଓଡ଼ିଶାରେ ଇଲେକ୍ଟ୍ରିକ ଯାନ ଉପରେ ସବସିଡି ବଢ଼ାଇଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାର ରାଜ୍ୟରେ ବିଭିନ୍ନ ଇଲେକ୍ଟ୍ରିକ ଯାନ ଉପରେ ଦିଆଯାଉଥିବା ସବସିଡି ରାଶିକୁ ବଢ଼ାଇଛନ୍ତି। ରାଜ୍ୟରେ ଇ-ଯାନର ଚାହିଦା ଓ ବିକ୍ରି ବୃଦ୍ଧି କରିବା ପାଇଁ ଏହି ସବସିଡି ବଢ଼ାଯାଇଛି। ଏନେଇ...

କୋଭିଡକୁ ନେଇ ବଢ଼ୁଛି ଡର: ଦେଶରେ ୨୪ ଘଣ୍ଟାରେ ୯ ହଜାର ନୂଆ ମାମଲା, ୨୬ ଜଣଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ତ୍ତମାନ କୋଭିଡକୁ ନେଇ ଲୋକଙ୍କ ମନରେ ପୁଣି ଡର ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯,୩୫୫ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ କରାଯାଇଥିବାବେଳେ ୨୬ ଜଣଙ୍କର...

ଜୁନ ୩ ତାରିଖରୁ ଭୁବନେଶ୍ଵରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ବିମାନସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଆରମ୍ଭ ହେବ ସିଧାସଳଖ ବିମାନସେବା। ଇଣ୍ଡିଗୋ ଏୟାରଲାଇନ୍ସ ଜୁନ ମାସ ୩ ତାରିଖରୁ ଏହି ରୁଟରେ ବିମାନ ଚଳାଚଳ କରିବାକୁ...

୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନ: ଓଡ଼ିଶାର ଆଉ ୫ଟି ଜିଲ୍ଲାରେ ଲୋକାର୍ପିତ ହେଲା ୩୨୮ଟି ରୂପାନ୍ତରିତ ହାଇସ୍କୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନ ଅନ୍ତର୍ଗତ ୫ଟି ଜିଲ୍ଲାର ଆଉ ୩୨୮ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଭିଡିଓ କନଫରେନ୍ସ ଜରିଆରେ ଏହି...

ଓଡ଼ିଶା କାରାଗାର ନିର୍ଦେଶାଳୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ମେ’ ୨୨

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଅଧିନସ୍ଥ କାରାଗାର ନିର୍ଦେଶାଳୟରେ କନିଷ୍ଠ ସହାୟକ (ଜୁନିୟର ଆସିଷ୍ଟାଣ୍ଟ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ପଦବୀ କେବଳ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ...

ରାଇରଙ୍ଗପୁର ଯୁବକଙ୍କୁ ଜାମସେଦପୁରରେ ହତ୍ୟା କରିବା ଘଟଣା, ଅଭିଯୁକ୍ତ ଦମ୍ପତି ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ରାଇରଙ୍ଗପୁର ଯୁବକଙ୍କୁ ଜାମସେଦପୁରରେ ହତ୍ୟା କରାଯିବା ଘଟଣାର ପର୍ଦାଫାସ କରିଛି ରାଇରଙ୍ଗପୁର ଟାଉନ ଥାନା ପୋଲିସ। ରାଇରଙ୍ଗପୁର ଭିକିଙ୍କୁ ଜାମସେଦପୁରଠାରେ ହତ୍ୟା କରିବା ଅଭିଯୋଗରେ ପୋଲିସ ଦୁଇଜଣଙ୍କୁ...

ଛତିଶଗଡ଼ର ଦନ୍ତେଓ୍ଵାଡାରେ ନକ୍ସଲ ଆକ୍ରମଣ: ୧୧ ଯବାନ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ର ଦନ୍ତେଓ୍ଵାଡାଠାରେ ବଡ଼ ଧରଣର ନକ୍ସଲ ଆକ୍ରମଣ ହୋଇ ୧୧ ଜଣ ଯବାନ ସହିଦ ହୋଇଛନ୍ତି। ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଫୋର୍ସର ଯବାନ ଏକ ଅପରେସରେ ଯାଉଥିବାବେଳେ ନକ୍ସଲମାନେ ଯବାନଙ୍କ...
whatsapp-1

ହ୍ଵାଟ୍ସଆପର ନୂଆ ଫିଚର, ଏଣିକି ୪ଟି ଫୋନରେ ବ୍ୟବହାର କରିହେବ ଗୋଟିଏ ଆକାଉଣ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ଆମେ ନିଜର ହ୍ଵାଟ୍ସଆପ୍ ଆକାଉଣ୍ଟକୁ କେବଳ ଗୋଟିଏ ଫୋନ କିମ୍ବା କମ୍ପ୍ୟୁଟରରେ ଲଗଇନ୍ କରି ବ୍ୟବହାର କରିପାରୁଛୁ। ଆଗକୁ ହ୍ଵାଟ୍ସଆପକୁ ଏକା ସାଙ୍ଗେ ୪ଟି ଅତିରିକ୍ତ ସ୍ମାର୍ଟଫୋନରେ ବ୍ୟବହାର କରିହେବ।...