ବୈଷୟିକ ଶିକ୍ଷା ଓ ତାଲିମ ପ୍ରତି ଛାତ୍ରୀମାନଙ୍କ ଭିତରେ ଉତ୍ସାହ: ଛାତ୍ରୀମାନଙ୍କ ଦକ୍ଷତା ବିକାଶ ସହ କ୍ୟାରିୟର ସ୍ୱପ୍ନ...
ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ବୈଷୟିକ ଶିକ୍ଷା ବିଷୟରେ ମୋ’ ପରିବାର ଲୋକଙ୍କର ବିଶେଷ ଧାରଣା ନଥିଲା। ତେଣୁ ସେମାନେ ମତେ ଅନ୍ୟ କ୍ଷେତ୍ରରେ କ୍ୟାରିୟର କରିବାକୁ ପରାମର୍ଶ ଦେଉଥିଲେ। ତେବେ ସବୁ ପ୍ରତିବନ୍ଧକକୁ ହଟାଇ ମୁଁ...
ବିବାହ ବନ୍ଧନରେ ବନ୍ଧି ହେଲେ ଚେସ୍ ତାରକା ପଦ୍ମିନୀ ରାଉତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅନ୍ତର୍ଜାତୀୟ ଚେସ୍ ତାରକା ପଦ୍ମିନୀ ରାଉତ। ଭୁବନେଶ୍ଵରଠାରେ ବୈଦିକ ରୀତିନୀତିରେ ମୁମ୍ବାଇର ଜୟକିଶିନ ମନାକାନୀଙ୍କ ସହ ପଦ୍ମିନୀଙ୍କର ବିବାହ ସମ୍ପନ୍ନ ହୋଇଛି। ପଦ୍ମିନୀଙ୍କ ବିବାହ ଉତ୍ସବରେ...
ପୁଣି ଏନଡିଏରେ ନୀତୀଶ କୁମାର: ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ଦିନ ଧରି ବିହାରରେ ଚାଲିଥିବା ରାଜନୈତିକ ଅନିଶ୍ଚିତତାର ଅନ୍ତ ଘଟାଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଆରଜେଡି, କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକୁ ନେଇ ଗଠିତ ମହାମେଣ୍ଟ ଛାଡ଼ି ସେ ପୁଣି...
ଓଡ଼ିଶାରେ ୨,୦୬୪ଟି ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଫେବ୍ରୁଆରି ୭
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨,୦୬୪ଟି ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିରେ ପ୍ରାର୍ଥୀମାନଙ୍କୁ ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ହାଇସ୍କୁଲଗୁଡ଼ିକରେ ବିଭିନ୍ନ ବିଷୟର ଶିକ୍ଷକ ପଦବୀରେ...
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ ଘଟିଛି। ଶନିବାର କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳେ ତାଙ୍କୁ ୧୦୨ ବର୍ଷ ହୋଇଥିଲା। ସେ...
ଆଞ୍ଚଳିକ ଉତ୍ପାଦ ତଥା ସାମଗ୍ରୀ ପାଇଁ ଜିଆଇ ଟ୍ୟାଗ୍ ପାଇବା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ
ଭାସ୍କର ପରିଚ୍ଛା
ବିଭିନ୍ନ ଆଞ୍ଚଳିକ ଉତ୍ପାଦ ତଥା ସାମଗ୍ରୀ ପାଇଁ ଜି ଆଇ ଟ୍ୟାଗ୍ ପାଇବା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ପାଲଟିଛି। ଏହା ଓଡ଼ିଶାବାସୀଙ୍କ ପାଇଁ ନିଶ୍ଚିତ ଭାବରେ ଆନନ୍ଦ ଓ...
ଲୋକସଭା ନିର୍ବାଚନ: ବିଭିନ୍ନ ରାଜ୍ୟରେ ନୂଆ ପ୍ରଭାରୀ ଓ ସହ ପ୍ରଭାରୀଙ୍କୁ ନିଯୁକ୍ତ କଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୟପାଲ ସିଂହ ତୋମର ହେଲେ ଓଡ଼ିଶା ବିଜେପିର ନୂଆ ପ୍ରଭାରୀ
ଲତା ଉସେଣ୍ଡି ରାଜ୍ୟ ବିଜେପି ସହ ପ୍ରଭାରୀ
ବୈଜୟନ୍ତ ପଣ୍ଡାଙ୍କୁ ଉତ୍ତରପ୍ରଦେଶ ବିଜେପି ପ୍ରଭାରୀ ଭାବେ ଦାୟିତ୍ଵ
ଆଗାମୀ ଲୋକସଭା ନିର୍ବାଚନ ପାଇଁ ରଣନୀତି...
ସମ୍ବଲପୁର: ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁରରେ ଲୋକାର୍ପିତ ହୋଇଛି ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି। ଏନେଇ ସମଗ୍ର ସମ୍ବଲପୁର ସହର ଉତ୍ସବମୁଖର ହୋଇଉଠିଛି।
ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ...
ଓଡ଼ିଶାରେ ଲାଗି ରହିଛି ଶୀତଲହରୀ, ଆଉ ୩ରୁ ୪ ଦିନ ଯାଏଁ କମ ରହିବ ରାତି ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ଶୀତଲହରୀ ଲାଗି ରହିଛି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ଅଧିକ ଥଣ୍ଡା ସହ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆହୁରି ୩ରୁ ୪ ଦିନ ଯାଏଁ ଓଡ଼ିଶାରେ ପାଗ ଶୁଷ୍କ...
ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ଟ୍ରକ ଓ ପିକନିକ ବସ୍ ମୁହାଁମୁହିଁ ଧକ୍କା, ୩ ଛାତ୍ରୀ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିକଟସ୍ଥ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଶୁକ୍ରବାର ବିଳମ୍ବିତ ରାତିରେ ଏଠାରେ ଏକ ପିକନିକ ବସ୍ ଓ ଟ୍ରକର ମୁହାଁମୁହିଁ ଧକ୍କାରେ ୩...





















