Independence Day

ଗିରିଧର ଗମାଙ୍ଗଙ୍କ ଘର ବାହୁଡ଼ା: କଂଗ୍ରେସକୁ ଫେରିଲେ ପୂରା ପରିବାର

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣ ନିର୍ବାଚନ ପୂର୍ବରୁ ଗମାଙ୍ଗ ପରିବାରଙ୍କ ଘର ବାହୁଡ଼ା ହୋଇଛି। ବୁଧବାର ଦିନ ଦିଲ୍ଲୀଠାରେ ଗିରିଧର ଗମାଙ୍ଗ, ସ୍ତ୍ରୀ ତଥା କୋରାପୁଟର ପୂର୍ବତନ ସାଂସଦ ହେମା ଗମାଙ୍ଗ, ପୁଅ ଶିଶିର ଗମାଙ୍ଗ...

ଆଜି ଭାରତ-ଆଫଗାନିସ୍ତାନ ଶେଷ ଟି-ଟ୍ୱେଣ୍ଟି: ସିରିଜ୍ ମୂଳପୋଛ କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ବୁଧବାର ଆଫଗାନିସ୍ତାନ ବିପକ୍ଷରେ ଖେଳିବ ଟି-ଟ୍ୱେଣ୍ଟି ସିରିଜର ଶେଷ ମ୍ୟାଚ। ବେଙ୍ଗାଳୁରୁର ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ପୂର୍ବରୁ ୨ଟି...

ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ଆଶ୍ୱସ୍ତି: ଫେବ୍ରୁଆରି ୧ ଯାଏଁ ବଢ଼ିଲା ଅନ୍ତରୀଣ...

ଓଡ଼ିଶାଲାଇଭ୍ ବ୍ୟୁରୋ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ପୁଣି ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ପ୍ରତାପ କୁମାର ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧିକୁ ଆସନ୍ତା ଫେବ୍ରୁଆରି ୧ ତାରିଖ...

ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ତୃତୀୟ ଦିନ: ନନ୍ଦୋତ୍ସବ ପାଇଁ ଉତ୍ସବମୁଖର ଗୋପପୁର

ଓଡ଼ିଶାଲାଇଭ୍ ବ୍ୟୁରୋ ବରଗଡ଼ରେ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାର ଆସର ଜମିବାରେ ଲାଗିଛି। ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବରେ ପରିଚିତ ଧନୁଯାତ୍ରାରେ ଚିତ୍ତାକର୍ଷକ ଦୃଶ୍ୟାଭିନୟ ଦେଖିବା ପାଇଁ ପ୍ରବଳ ଜନସମାଗମ ହେଉଛି। କଂସ ମହାରାଜଙ୍କ ଅଟ୍ଟହାସ୍ୟରେ...

ଲୋକାର୍ପିତ ହେଲା ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ହେଲା। ଲୋକାର୍ପିତ ହେଲା ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ବୁଧବାର ଦିନ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର...

ବଢ଼ୁଛି ମହୁଆ ମୋଇତ୍ରାଙ୍କ ଅଡ଼ୁଆ, ସରକାରୀ ବଙ୍ଗଳା ଛାଡ଼ିବାକୁ ନୋଟିସ୍ ପରେ ନୋଟିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବଢ଼ିବାକୁ ଲାଗିଛି ଟିଏମସି ନେତା ମହୁଆ ମୋଇତ୍ରାଙ୍କ ଅଡ଼ୁଆ। ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ମହୁଆଙ୍କୁ ପୁଣି ନୋଟିସ୍ ଜାରି କରାଯାଇଛି। ଲୋକସଭାରୁ ବହିଷ୍କାର ହେବା ପରେ ସରକାରୀ ବଙ୍ଗଳା...

ଯାଜପୁର: ଅଖିଳଚକ୍ର ଅନୁଷ୍ଠାନର ସାରସ୍ଵତ ସମାରୋହରେ ସମ୍ମାନିତ ହେଲେ କବି କୃଷ୍ଣ କୁମାର ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଯାଜପୁରର ଅଖିଳଚକ୍ର ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷ ମକର ସଂକ୍ରାନ୍ତିରେ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଅନୁଷ୍ଠିତ ହୋଇଛି। ବିଞ୍ଝାରପୁରର ବରୁଣେଶ୍ଵର ପୀଠରେ ହୋଇଥିବା ଏହି ସମାରୋହରେ କବି କୃଷ୍ଣ କୁମାର ମହାନ୍ତିଙ୍କୁ...

ଆଜି ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଉତ୍ସବମୁଖର ଶ୍ରୀକ୍ଷେତ୍ର  

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଉତ୍ସବମୁଖର ହୋଇଛି ଶ୍ରୀକ୍ଷେତ୍ର। ସମଗ୍ର ପୁରୀ ସହରରେ ଆଧ୍ୟାତ୍ମିକ ବାତାବରଣ ଖେଳି ଯାଇଛି। ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ସାରା ଅଞ୍ଚଳ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ...

ଦାୟିତ୍ଵ ନେଲେ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦେଶକ ଡକ୍ଟର ମନୋରମା ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦେଶକ ଭାବେ ଦାୟିତ୍ୱ ନେଲେ ଡକ୍ଟର ମନୋରମା ମହାନ୍ତି। ପୂର୍ବତନ ନିର୍ଦେଶକ ଏଚଆର ବିଶ୍ଵାସ ମଙ୍ଗଳବାର ଦିନ ଡକ୍ଟର ମନୋରମା ମହାନ୍ତିଙ୍କୁ ଏହି ଦାୟିତ୍ୱ...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା-ନବୀନ କାର୍ଡ ପାଇଁ ବଢ଼ିଲା ପଞ୍ଜୀକରଣ ଅବଧି, ଜାନୁଆରି ୨୬ ଯାଏଁ କରିହେବ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)-ନବୀନ କାର୍ଡର ପଞ୍ଜୀକରଣ ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର। ଏବେ ଲୋକମାନେ ଜାନୁଆରି ୨୬ ତାରିଖ ଯାଏଁ ଏହି କାର୍ଡ ପାଇଁ ଆବେଦନ କରିପାରିବେ। ଏନେଇ ରାଜ୍ୟ...