Independence Day

ଆରମ୍ଭ ହୋଇଛି ବୌଦ୍ଧ ମହୋତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ସହର

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ଆରମ୍ଭ ହୋଇଛି ବୌଦ୍ଧ ମହୋତ୍ସବ। ଜିଲ୍ଲା ଗଠନର ୩୦ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୌଦ୍ଧ ମହୋତ୍ସବର ଆୟୋଜନ କରାଯାଇଛି। ଏହା ସହିତ ପଲ୍ଲିଶ୍ରୀ...

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ, ମାତ୍ର ଦେଢ଼ ଦିନରେ ସରିଲା ମ୍ୟାଚ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଗୁରୁବାର ଦମଦାର ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ। ୫ ଦିନର ଟେଷ୍ଟକୁ ମାତ୍ର ଦେଢ଼ ଜିତି ନେଇଛି ଭାରତୀୟ ଦଳ। ୭...

ଓଡ଼ିଶାରେ ଯୁକ୍ତ ୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେଲା ମାଗଣା ନିଟ୍‌ ଓ ଜେଇଇ କୋଚିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଯୁକ୍ତ ୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁବାରଠାରୁ ଆରମ୍ଭ ହୋଇଛି ମାଗଣା ନିଟ୍‌ ଓ ଜେଇଇ କୋଚିଂ। ରାଜ୍ୟର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ...

ଆହୁରି ଦକ୍ଷ ହେବ ବିଡିଏ: ୬୭ଟି ନୂଆ ପଦବୀକୁ ରାଜ୍ୟ ସରକାରଙ୍କ ଅନୁମୋଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଡିଏରେ ହେବ ଏନଫୋର୍ସମେଣ୍ଟ ବ୍ୟବସ୍ଥା ଏନଫୋର୍ସମେଣ୍ଟ ପାଇଁ ସୃଷ୍ଟି ହେବ ୬୭ଟି ନୂଆ ପଦବୀ ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ନୂଆ ପଦବୀ ସୃଷ୍ଟି ହେବ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଏବଂ ଜବରଦଖଲ ଉଚ୍ଛେଦ କାର୍ଯ୍ୟ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ପ୍ରସ୍ତୁତି: ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ହେଲା ଗୁରୁତ୍ଵପୂର୍ଣ୍ଣ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଗୁରୁବାର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ପୁରୀ ଶ୍ରୀନଅରରେ ହୋଇଥିବା ଏହି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିଲେ। ଏଠାରେ...

କୋରାପୁଟ: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତ ବିବି ଗୋଲୋରିଙ୍କୁ ଗିରଫ କରିଛି କୋରାପୁଟ ଜିଲ୍ଲା ଜୟପୁର ମହିଳା ଥାନା ପୋଲିସ। ଅଭିଯୁକ୍ତ ହେଉଛନ୍ତି ବୈପାରିଗୁଡ଼ା ଥାନା...

ଓଡ଼ିଶାରେ ୨ ଜଣଙ୍କଠାରେ ଚିହ୍ନଟ ହେଲା କୋଭିଡର ନୂଆ ଭାରିଏଣ୍ଟ ‘ଜେଏନ.୧’

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଚିହ୍ନଟ ହେଲା କୋଭିଡର ନୂଆ ଭାରିଏଣ୍ଟ ଜେଏନ.୧। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୁଇଜଣ କୋଭିଡ ଆକ୍ରାନ୍ତଙ୍କଠାରେ ଏହି ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ଏ ନେଇ ଗୁରୁବାର...

ଆଜିଠୁ ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା, ନିୟୋଜିତ ହୋଇଛନ୍ତି ୨୧ଟି ଟିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଚିଲିକା ହ୍ରଦରେ ଗୁରୁବାରଠାରୁ ଆରମ୍ଭ ହୋଇଛି ପକ୍ଷୀ ଗଣନା। ଏଥିରେ ୨୧ଟି ଟିମ୍ ନିୟୋଜିତ ହୋଇଛନ୍ତି। ଚଳିତ ଶୀତ ଋତୁରେ ହ୍ରଦକୁ କେତେ ସଂଖ୍ୟାରେ ବିଦେଶୀ ପକ୍ଷୀ ଆସିଛନ୍ତି ସେସବୁର ଗଣନା...

ଢେଙ୍କାନାଳ: ପିକନିକ ସାରି ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ୧୦ରୁ ଅଧିକ ଯାତ୍ରୀ ଆହତ ଓ ୫ ଗୁରୁତର  

ଓଡ଼ିଶାଲାଇଭ୍ ବ୍ୟୁରୋ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଭେଜିଆ ଛକ ନିକଟରେ ଗୁରୁବାର ଏକ ପିକନିକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣ ଗୁରୁତର ଅଛନ୍ତି।...

ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଘୋଷଣା ହେଲା ସମ୍ମାନ ଓ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶିଷ୍ଟ ଔପନ୍ୟାସିକ ଭାଗୀରଥି ଦାସଙ୍କୁ ‘ସାହିତ୍ୟଶ୍ରୀ’ ଓ ଯୁବ ସାହିତ୍ୟିକ ସୁବ୍ରତ କୁମାର ସେନାପତିଙ୍କୁ ମିଳିବ 'ଉଦୟ ପ୍ରତିଭା’ ପୁରସ୍କାର।    (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ...