Independence Day

ଖୋର୍ଦ୍ଧାରେ ଚାଞ୍ଚଲ୍ୟ: ଲୁହାଛଡ଼ରେ ମୁଣ୍ଡକୁ ପିଟି ସାଙ୍ଗକୁ ହତ୍ୟା!

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ଦିନ ହେଲା ଯେଉଁ ସାଙ୍ଗ ସହ ଗୋଟିଏ ଘରେ ରହିଆସୁଥିଲା, ସେହି ସାଙ୍ଗକୁ ଅତିନିର୍ମମ ଭାବେ ଏକ ଲୁହା ଛଡ଼ରେ ମୁଣ୍ଡକୁ ପିଟିପିଟି ହତ୍ୟା କଲା ସାଙ୍ଗ। ଏଭଳି ଅଭିଯୋଗ...

୩୦ ବର୍ଷରେ ପାଦ ଥାପିଛି ବୌଦ୍ଧ ଜିଲ୍ଲା

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ୩୦ ବର୍ଷରେ ପାଦ ଥାପିଛି ବୌଦ୍ଧ ଜିଲ୍ଲା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରୟାସରେ ୧୯୯୪ ମସିହା ଜାନୁଆରି ୨ ତାରିଖରେ ଅଭିବକ୍ତ କନ୍ଧମାଳ ଜିଲ୍ଲାରୁ ଅଲଗା...

ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ଅଯୋଧ୍ୟାରୁ ଶ୍ରୀକ୍ଷେତ୍ରକୁ ଆସିଲା ନିମନ୍ତ୍ରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ପୌଷ ମାସ ଦ୍ୱାଦଶୀ ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ସ୍ଥାନରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ସମ୍ପନ୍ନ ହେବ। ଏହି ଭବ୍ୟ ସମାରୋହରେ ସାମିଲ ହେବା ଲାଗି ମଙ୍ଗଳବାର ଦିନ...

ଜାପାନ ଭୂମିକମ୍ପ: ଏ ଯାଏଁ ୪୮ ଲୋକଙ୍କ ମୃତ୍ୟୁ, ଶତାଧିକ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାପାନରେ ସୋମବାର ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭୂମିକମ୍ପ ଯୋଗୁଁ ଏ ଯାଏଁ ଜାପାନରେ ୪୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ...

ବାଲେଶ୍ଵର: ୨୪ ଘଣ୍ଟା ପରେ ମିଳିଲା ନିଖୋଜ ଶିଶୁପୁତ୍ରର ମୃତଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ଜିଲ୍ଲା ସୋର ଥାନା ରାଇପୁରରୁ ନିଖୋଜ ହୋଇଯାଇଥିବା ୩ ବର୍ଷର ଶିଶୁପୁତ୍ର ଶୁଭମର ମୃତଦେହ ୨୪ ଘଣ୍ଟା ପରେ ଠାବ ହୋଇଛି। ସୋମବାର ଦିନ ଘର ବାହାରେ ଖେଳୁଥିବା ସମୟରେ...

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ପୌଷ କୃଷ୍ଣ ସପ୍ତମୀରେ ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ...

ଭାରତରେ ନୂଆ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ, ଆନ୍ଦୋଳନକୁ ଓହ୍ଲାଇଲେ ବସ୍ ଓ ଟ୍ରକ ଡ୍ରାଇଭର

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଲାଗୁ ହେବାକୁଥିବା ନୂଆ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ କରି ବସ୍ ଓ ଟ୍ରକ ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମଧ୍ୟପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ପଞ୍ଜାବ...

ନିଶ୍ଚିନ୍ତକୋଇଲି ବସ୍ ଦୁର୍ଘଟଣାରେ ୩ ଯାତ୍ରୀଙ୍କର ମୃତ୍ୟୁ ଘଟଣା: ମୃତକଙ୍କ ଲାଗି ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ...

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଜିଲ୍ଲା ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲିଠାରେ ମଙ୍ଗଳବାର ସକାଳେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାର ଲାଗି ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ...

ନୂଆ ବର୍ଷରୁ ନୂଆ ନିୟମ: ପିକ୍‌ନିକ୍ ପାଇଁ ରାଜ୍ୟ ସରକାର ଜାରି କଲେ ଏସଓପି

ଓଡ଼ିଶାଲାଇଭ୍ ବ୍ୟୁରୋ ପିକ୍‌ନିକ୍ ଋତୁରେ ଘଟୁଥିବା ଦୁର୍ଘଟଣାକୁ ନେଇ ଚିନ୍ତା ବଢ଼ିବାକୁ ଲାଗିଛି। କେତେବେଳେ ମଦ୍ୟପ ଡ୍ରାଇଭରଙ୍କ ଯୋଗୁଁ ତ କେବେବେଳେ ପିକ୍‌ନିକ୍‌ରେ ଯାଉଥିବା ଗାଡ଼ିରେ ରନ୍ଧନ ଗ୍ୟାସ ଆଦି କାରଣରୁ ଦୁର୍ଘଟଣା ଘଟୁଥିବା...

ନୂଆବର୍ଷରେ ମଣିପୁରରେ ପୁଣି ହିଂସା: ଥୌବାଲ ଜିଲ୍ଲାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ମଣିପୁରରେ ନୂଆବର୍ଷର ପ୍ରଥମ ଦିନରେ ପୁଣି ହିଂସା ଦେଖିବାକୁ ମିଳିଛି। ସୋମବାର ରାଜ୍ୟର ଥୌବାଲ ଜିଲ୍ଲାରେ ଘଟିଥିବା ଗୁଳିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଏକାଧିକ ଲୋକ ଆହତ ହୋଇଥିବା...