Independence Day

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଲା ଜାମିନ

ଓଡ଼ିଶାଲାଇଭ୍ ବ୍ୟୁରୋ ପାକସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଲା ଜାମିନ। ଗୁପ୍ତ ତଥ୍ୟ ଲିକ୍ କରିବା ମାମଲାରେ ଇମ୍ରାନଙ୍କୁ ଜାମିନ ଦେଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ। ଇମ୍ରାନଙ୍କ ସହଯୋଗୀ ଶାହ ମହମୁଦ କ୍ୟୁରେସିଙ୍କୁ ମଧ୍ୟ...

ରାଉରକେଲାରେ ହଇଜା ଆତଙ୍କ, ଆଉ ଜଣଙ୍କର ମୃତ୍ୟୁ ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ପାତ ନଗରୀ ରାଉରକେଲାରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ହଇଜା। ଶୁକ୍ରବାର ଦିନ ହଇଜା ଯୋଗୁଁ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ପାଓ୍ଵାରହାଉସ ରୋଡର...

ଭାରତର ଆଧ୍ୟାତ୍ମିକ ମାନଚିତ୍ରରେ ଯୋରନ୍ଦାର ମହିମା ପୀଠ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେଇଛି – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସ୍ଥିତ ମହିମା ପୀଠର ରୂପାନ୍ତରଣ ଓ ଉନ୍ନତିକରଣ ପ୍ରକଳ୍ପ ପାଇଁ ଭୂମି ପୂଜନ କରାଯାଇଛି। ଶୁକ୍ରବାର ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶୁକ୍ରବାର ଦିନ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା...

୨୦୨୪ ସାଧାରଣତନ୍ତ୍ର ଦିବସ ସମାରୋହ: ମୁଖ୍ୟ ଅତିଥି ଭାବେ ଯୋଗ ଦେବାପାଇଁ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀରେ ୨୦୨୪ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋଙ୍କୁ ନିମନ୍ତ୍ରଣ କରାଯାଇଛି। ସେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ।...

“ହାଇକୋର୍ଟଙ୍କ ବିନା ଅନୁମତିରେ ହୋଇପାରିବନି ନୂଆ ଜିଲ୍ଲା ଗଠନ”

ଓଡ଼ିଶାଲାଇଭ୍ ବ୍ୟୁରୋ ହାଇକୋର୍ଟଙ୍କ ଅନୁମତି ବିନା ରାଜ୍ୟ ସରକାର ଗଢ଼ି ପାରିବେନି ନୂଆ ଜିଲ୍ଲା ରାଜ୍ୟ ସରକାରଙ୍କୁ ଝଟକା, ଅଧାରେ ଅଟକିଲା ପଦ୍ମପୁର ଜିଲ୍ଲା ସ୍ଵପ୍ନ ଶୀତ ଅବକାଶ ପରେ ପରବର୍ତ୍ତୀ ଶୁଣାଣି ହାଇକୋର୍ଟଙ୍କ ବିନା ଅନୁମତିରେ ନୂଆ...

ଏଏସଓ ଚୟନ ଅନିୟମିତତା ମାମଲା, ଓପିଏସସି ପକ୍ଷରୁ ପ୍ରସ୍ତୁତ ମେରିଟ୍ ଲିଷ୍ଟ କାଏମ ରଖିଲେ ଓଡ଼ିଶା ହାଇକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଏସଓ ଚୟନ ଅନିୟମିତତା ମାମଲାରେ ଶୁକ୍ରବାର ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ। ଏଥିରେ ଓପିଏସସି ପକ୍ଷରୁ ଜାରି ହୋଇଥିବା ୧,୧୦୪ ଜଣ ପରୀକ୍ଷାର୍ଥୀଙ୍କ ମେରିଟ୍ ଲିଷ୍ଟକୁ କାଏମ ରଖାଯାଇଛି। ଏହାସହ ଯେଉଁଠୁ...

ଓଡ଼ିଶାରେ କମିବ ଶୀତ, ବଢ଼ିବ କୁହୁଡ଼ି!

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁକ୍ରବାର ଦିନଠାରୁ ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ କମିବ, କିନ୍ତୁ କୁହୁଡ଼ି ବଢ଼ିବ। ଏ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତ ସପ୍ତାହେ ହେଲା ଅସହ୍ୟ ଶୀତରେ...

ରାଉରକେଲା ସୀମାନ୍ତରେ ରେଳଧାରଣା ଉଡ଼ାଇ ଦେଲେ ମାଓବାଦୀ, ଟ୍ରେନ ଚଳାଚଳ ପ୍ରଭାବିତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡର ମନୋହରପୁର ଅଞ୍ଚଳରେ ମାଓବାଦୀଙ୍କ ହିଂସାକାଣ୍ଡ ଦେଖିବାକୁ ମିଳିଛି। ରାଉରକେଲା ଓ ମନୋହରପୁର ଷ୍ଟେସନ ମଝିରେ ଥିବା ବିରୁୱାଠାରେ ଗୁରୁବାର ରାତିରେ ମାଓବାଦୀମାନେ ରେଳଧାରଣା ଉଡ଼ାଇ ଦେଇଥିଲେ।...

ଓଡ଼ିଶାରେ ୧୧୨.୫୩ ମେଗାୱାଟର ସବୁଜ ଶକ୍ତି ପ୍ରକଳ୍ପକୁ ସିଙ୍ଗିଲ୍ ୱିଣ୍ଡୋ କମିଟିର ଅନୁମୋଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ୧୧୨.୫୩ ମେଗାୱାଟର ସବୁଜ ଶକ୍ତି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଗୁରୁବାର ଶକ୍ତି ବିଭାଗ ଅନ୍ତର୍ଗତ ସିଙ୍ଗିଲ୍ ୱିଣ୍ଡୋ କମିଟିର ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରାଯାଇଛି। ଏହାଦ୍ଵାରା ରାଜ୍ୟରେ ମୋଟ...