Independence Day

କଟକରେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ‘ଓଡ଼ିଶା ମାଷ୍ଟର୍ସ’, ୨୭ ଦେଶର ୩୨୪ ଖେଳାଳି କରୁଛନ୍ତି ପ୍ରତିଦ୍ଵନ୍ଦ୍ଵିତା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଛି 'ଓଡ଼ିଶା ମାଷ୍ଟର୍ସ' ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ। ଏଥିରେ ୨୭ଟି ଦେଶର ୩୨୦ରୁ ଅଧିକ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ପ୍ରତିଦ୍ଵନ୍ଦ୍ଵିତା...

କୁକୁର କାମୁଡ଼ାରେ ଶିଶୁର ମୃତ୍ୟୁ ମାମଲା: ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପୁରୀ ପୌରପାଳିକାକୁ ନିର୍ଦ୍ଦେଶ ଦେଲେ...

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ କୁକୁର କାମୁଡ଼ାରେ ଜଣେ ଶିଶୁର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୁରୀ ପୌରପାଳିକାକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଏହି ଟଙ୍କା...

ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ ସାଏ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବିଷ୍ଣୁଦେଓ ସାଏ। ବୁଧବାର ଛତିଶଗଡ଼ର ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାସହିତ ବିଜେପି...

କମୁଛି ପାରଦ, ଓଡ଼ିଶାରେ ଆହୁରି ବଢ଼ିବ ଶୀତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ତାପମାତ୍ରା ତଳକୁ ଖସିବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଅଧିକାଂଶ ଜିଲ୍ଲାରେ ରାତି ତାପମାତ୍ରା ସର୍ବନିମ୍ନ ୮ ଡିଗ୍ରୀକୁ ଖସି ଆସୁଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା...

ଫେବ୍ରୁଆରି ୨୦ରୁ ମାର୍ଚ୍ଚ ୪ ଯାଏଁ ମାଟ୍ରିକ ପରୀକ୍ଷା – ଜାଣନ୍ତୁ କେଉଁ ଦିନ ଅଛି କେଉଁ ବିଷୟ?

ଓଡ଼ିଶାଲାଇଭ୍ ବ୍ୟୁରୋ ଫେବ୍ରୁଆରି ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏହା ମାର୍ଚ୍ଚ ୪ ତାରିଖ ଯାଏଁ ଚାଲିବ। ଏନେଇ ବୁଧବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ସୂଚୀ ଜାରି କରାଯାଇଛି।...

ଲୋକସଭାରେ ପଶିଗଲେ ଦୁଇ ସନ୍ଦିଗ୍ଧ, ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସଭା ଅଧିବେଶନ ଚାଲିଥିବା ସମୟରେ ବୁଧବାର ଦିନ ଘଟିଯାଇଛି ଅଭାବନୀୟ ଘଟଣା। ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି ସାଂସଦମାନଙ୍କ ଆସନ ଭିତରକୁ ପଶି ଆସିଥିଲେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି। ଏହାକୁ ନେଇ...

ଡିସେମ୍ବର ୨୪ରେ ଟାଇମପାସ୍‍ ‘ଉତ୍‍ସାହିତ୍ୟ’ ଉତ୍ସବ: କୃଷ୍ଣ କୁମାର ମହାନ୍ତିଙ୍କ ‘ରୁବି ରାଏ’ ପୁସ୍ତକକୁ ମିଳିବ ବେଷ୍ଟସେଲର୍ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ପକ୍ଷରୁ ଡିସେମ୍ବର ୨୪ ତାରିଖରେ ୧୬ତମ ‘ଉତ୍‍ସାହିତ୍ୟ’ ଉତ୍ସବ ଆୟୋଜିତ ହେବ। ଏଥିରେ କୃଷ୍ଣ କୁମାର ମହାନ୍ତିଙ୍କ ପୁସ୍ତକ...

ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡକ୍ଟର ମୋହନ ଯାଦବ

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡକ୍ଟର ମୋହନ ଯାଦବ। ବୁଧବାର ମଧ୍ୟପ୍ରଦେଶର ରାଜ୍ୟପାଳ ମଙ୍ଗୁଭାଇ ସି ପଟେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାସହିତ...

ସମ୍ବଲପୁର: ୬ ଘଣ୍ଟାର ପରିଶ୍ରମ ପରେ ବୋରୱେଲରୁ ଉଦ୍ଧାର ହେଲା ନବଜାତ ଶିଶୁ

ଓଡ଼ିଶାଲାଇଭ୍ ବ୍ୟୁରୋ ୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ବୋରୱେଲରୁ ଉଦ୍ଧାର ହେଲା ନବଜାତ ଶିଶୁ। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗାଁ ନିକଟ ଜଙ୍ଗଲରେ ଥିବା ପରିତ୍ୟକ୍ତ ବୋରୱେଲରୁ ଶିଶୁଟିକୁ...

ବୋରୱେଲ ଭିତରୁ କଅଁଳ ଜୀବନ ବଞ୍ଚାଇବାକୁ ଚାଲିଛି ପ୍ରୟାସ

ଓଡ଼ିଶାଲାଇଭ୍ ବ୍ୟୁରୋ ପରିତ୍ୟକ୍ତ ବୋରୱେଲ ଭିତରେ ଫସିଛି ଗୋଟିଏ କଅଁଳା ଜୀବନ। ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଚାଲିଛି ଅହରହ ପ୍ରୟାସ। ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଅଗ୍ନିଶମ, ଓଡ୍ରାଫ, ଡାକ୍ତର, ପ୍ରଶାସନ ଏବଂ...