ତାଳଚେର ନେହରୁ ଶତାବ୍ଦୀ ହସ୍ପିଟାଲ ଏଣିକି ‘ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା’ରେ ନାମିତ ହେବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ନେହରୁ ଶତାବ୍ଦୀ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଏହା ‘ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା’ ନାମରେ ନାମିତ ହେବ। ମହାନଦୀ କୋଲଫିଲ୍ଡ ଲିମିଟେଡ୍ (ଏମ୍ସିଏଲ୍)...
ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ମିଳିଲା ବଡ଼ ଝଟକା। ବିଜୟ ଶଙ୍କରଙ୍କ ବିବାହ ଆବେଦନକୁ ଖାରଜ କରିଛନ୍ତି କଟକ ବିବାହ ପଞ୍ଜୀକରଣ ଅଧିକାରୀ। ବିବାହ ପାଇଁ କରାଯାଇଥିବା ଆବେଦନପତ୍ରରେ ତ୍ରୁଟି...
ପାରାଦୀପ: ଜାହାଜରୁ ଜବତ କୋକେନର ହେବ ମାନ ନିରୂପଣ, ଜାତୀୟ ଫରେନସିକ୍ ଲାବୋରେଟୋରିକୁ ପଠାଯିବ ନମୁନା
ଓଡ଼ିଶାଲାଇଭ୍ ବ୍ୟୁରୋ
ପାରାଦୀପ ବନ୍ଦରରେ ଜାହାଜରୁ ଜବତ ହୋଇଥିବା ୨୨୦ କୋଟି ଟଙ୍କାର କୋକେନକୁ ନେଇ ଏବେ ଖୋଳତାଡ଼ ଜାରି ରହିଛି। ଏବେ ଏହି କୋକେନର ମାନ ନିରୂପଣ କରିବା ପାଇଁ ପଦକ୍ଷେପ ଆରମ୍ଭ...
କୋଲକାତା: କେନ୍ଦ୍ର ସାହିତ୍ୟ ଏକାଡେମୀର ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): “ଜଣେ କବିର କୌଣସି ଦେଶ ନ ଥାଏ, ସେ ସମଗ୍ର ବିଶ୍ଵର ନାଗରିକ”, କୋଲକାତା ସ୍ଥିତ କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରେକ୍ଷାଳୟରେ ଆୟୋଜିତ ସାଂସ୍କୃତିକ ବିନିମୟ...
ତେଲେଙ୍ଗନାର ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ ନେତା ରେବାନ୍ତ ରେଡ୍ଡୀ, ଡିସେମ୍ବର ୭ରେ ଶପଥ ଗ୍ରହଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ତେଲେଙ୍ଗନା ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରି କ୍ଷମତାକୁ ଆସିଛି କଂଗ୍ରେସ। ତେଲେଙ୍ଗନା କଂଗ୍ରେସ ସଭାପତି ରେବାନ୍ତ ରେଡ୍ଡୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଡିସେମ୍ବର ୭...
ପରଲୋକରେ ‘ସିଆଇଡି’ ଇନ୍ସପେକ୍ଟର ଫ୍ରେଡିକ୍ସ ଦିନେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ପରଲୋକରେ ଲୋକପ୍ରିୟ ଟିଭି ସୋ’ ‘ସିଆଇଡି’ର ଇନ୍ସପେକ୍ଟର ଫ୍ରେଡିକ୍ସ ଚରିତ୍ରରେ ଅଭିନୟ କରୁଥିବା ଦିନେଶ ଫଡନୀଶ। ମଙ୍ଗଳବାର ଦିନ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ...
ଦୁବାଇରେ ଜଳବାୟୁ ଶିଖର ସମ୍ମିଳନୀ କୋପ୍-୨୮: ବିଶ୍ୱ ତାପମାତ୍ରା ବୃଦ୍ଧିକୁ କମାଇବା ପାଇଁ ଚାଲିଛି ମାନସମନ୍ଥନ
ଭାସ୍କର ପରିଚ୍ଛା
ଦୁବାଇରେ ଜାତିସଂଘ ଦ୍ଵାରା ଆୟୋଜିତ ୨୮ତମ ଜଳବାୟୁ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। କୋପ୍ ୨୮ ନାମରେ ପରିଚିତ ବିଶ୍ୱର ଏହି ଗୁରୁତ୍ୱପୂର୍ଣ୍ଣ ଶିଖର ସମ୍ମିଳନୀ ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ...
ଲ୍ୟାଣ୍ଡଫଲ କରୁଛି ବାତ୍ୟା ‘ମିଗଜୋମ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଧ୍ର ଉପକୂଳରେ ଭୀଷଣ ବାତ୍ୟା ‘ମିଗଜୋମ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଦକ୍ଷିଣ ଆନ୍ଧ୍ରପ୍ରଦେଶର ବାପଟଲା ନିକଟରେ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ଧରି ଚାଲିବ ବୋଲି...
ଆଜି ସରିବ କଟକର ଐତିହାସିକ ବାଲିଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି, ମଙ୍ଗଳବାର ଦିନ ସରିବ କଟକର ଐତିହାସିକ ବାଲିଯାତ୍ରା। ଶେଷଦିନରେ ବାଲିଯାତ୍ରା ପଡ଼ିଆରେ ଅସମ୍ଭବ ଭିଡ଼ ବଢ଼ିବାର ସମ୍ଭାବନା ରହିଛି। ତେଣୁ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଏବଂ ଜିଲ୍ଲା ପ୍ରଶାସନ...
ଆଜି ପ୍ରଥମାଷ୍ଟମୀ: ଉତ୍ସବମୁଖର ଓଡ଼ିଶାର ପୁରପଲ୍ଲୀ, ଘରେ ଘରେ ଏଣ୍ଡୁରି ପିଠାର ମହକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ସାରା ରାଜ୍ୟରେ ପାଳିତ ହେଉଛି ପବିତ୍ର ପ୍ରଥମାଷ୍ଟମୀ। ଆଜିର ଦିନରେ ବଂଶର ପ୍ରଥମ ସନ୍ତାନ ବା ବଡ଼ ପୁଅ ଝିଅ ନୂଆ ବସ୍ତ୍ର ପିନ୍ଧି ପୂଜା ହୋଇଛନ୍ତି। ଏହି ଅବସରରେ...





















