ଓଏସଏସଏସସି ପକ୍ଷରୁ ରାଜ୍ୟରେ ୨୭୧୨ଟି ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ନଭେମ୍ବର ୨୦ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସବୋର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସଏସଏସସି) ପକ୍ଷରୁ ମୋଟ ୨୭୧୨ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଖାଲିଥିବା ଲାଇଭଷ୍ଟକ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ...
ରାୟଗଡ଼ାରୁ ଦୁଇଟି କଲରାପତରିଆ ବାଘଛାଲ ଜବତ, ଦୁଇ ଅଭିଯୁକ୍ତ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ତମ୍ପରା ବିନ୍ଧୁଣି ଛକନିକଟରୁ ଦୁଇଟି କଲରାପତରିଆ ବାଘଛାଲ ସହ ଦୁଇ ଜଣଙ୍କୁ ଗିରଫ କରିଛି ସ୍ପେସାଲ ଟାସ୍କ ଫୋର୍ସ...
ଜନ୍ମମାଟିରେ ପହଞ୍ଚିଲା ସହିଦ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ସିଅଳଙ୍କ ପାର୍ଥିବ ଶରୀର, ଆଜି ହେବ ଅନ୍ତିମ ସଂସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ସିଅଳଙ୍କ ପାର୍ଥିବ ଶରୀର ନିଜ ଜନ୍ମମାଟି ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ୍ ଗୋପାଳପୁର ଗ୍ରାମରେ ପହଞ୍ଚିଛି। ଯବାନଙ୍କ ମୃତ୍ୟୁକୁ...
ଡିସେମ୍ବର ୧ରୁ ରାଜ୍ୟରେ ପୁଣି ବସ୍ ଧର୍ମଘଟ, ଚେତାବନୀ ଦେଲା ଘରୋଇ ବସ୍ ମାଲିକ ସଂଘ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଡିସେମ୍ବର ୧ ତାରିଖରୁ ପୁଣି ଆରମ୍ଭ ହେବ ବସ୍ ଧର୍ମଘଟ। ସରକାର ଦାବି ପୂରଣ କରୁନଥିବାରୁ ଘରୋଇ ବସ୍ ମାଲିକମାନେ ପୁଣି ଆନ୍ଦୋଳନ ପାଇଁ ସଜବାଜ ହୋଇଛନ୍ତି। ସାରା ରାଜ୍ୟରେ...
ଓମ୍ବାଡସି ସହାୟତାରେ ନୂଆ ରୂପ ପାଇଛି ‘ରାଉରକେଲା ସରକାରୀ ଆଇଟିଆଇ’ ଏବଂ ‘ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ’
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଲାଗି ‘ଓମ୍ବାଡସି’ର ପ୍ରୋତ୍ସାହନ
(ରାଉରକେଲା): ରାଉରକେଲାସ୍ଥିତ ସରକାରୀ ଆଇଟିଆଇ ଏବଂ ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ (ୟୁଜିଆଇଇ) ଏବେ ନୂଆ ରୂପ...
ମହିଳା ସାମ୍ବାଦିକାଙ୍କୁ ମାଡ଼ ଘଟଣା: ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ଜାମିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇ ବିଚାରବିଭାଗୀୟ ହାଜତରେ ଥିବା ସିନେ ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ଜାମିନ। ବୁଧବାର ଦିନ ଜଣେ ଜାମିନଦାର ଏବଂ ୫୦ ହଜାର...
ଓଡ଼ିଶାରେ ଆରମ୍ଭ ହେଲା ଶୀତ ଲହରୀ, ୨ରୁ ୩ ଡିଗ୍ରୀ କମିଲା ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେଠୁ ଆରମ୍ଭ ହୋଇଛି ଶୀତଲହରୀ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଗ ଶୁଖିଲା ରହିବା ସହ ତାପମାତ୍ରା ୨ରୁ ୩ ଡିଗ୍ରୀ କମିଛି। ଆଗକୁ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ...
ଉପବାଚସ୍ପତି ପଦବୀରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦବୀରୁ ଇସ୍ତଫା ଦେଇଛନ୍ତି ରଜନୀକାନ୍ତ ସିଂ। ବୁଧବାର ଦିନ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ସେ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।
ଗତ ୨୦୧୯ ମସିହା ଜୁନ ମାସଠାରୁ...
ବ୍ରହ୍ମପୁର ବୁଡ଼ୁ ପାତ୍ର ହତ୍ୟା ମାମଲା: ୮ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୭ ମସିହାରେ ଘଟିଥିବା ବୁଡ଼ୁ ପାତ୍ର ହତ୍ୟା ମାମଲାର ବିଚାର କରି ୮ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍-୧। ଏହା ସହ...
କ୍ରିକେଟ ଜଗତରେ ଅଷ୍ଟ୍ରେଲିଆର ଅବିଶ୍ଵସନୀୟ ବିଜୟ, ଦ୍ଵିଶତକୀୟ ଇନିଂସ୍ ଖେଳି ଇତିହାସ ରଚିଲେ ଗ୍ଲେନ ମ୍ୟାକ୍ସୱେଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆର ଆକର୍ଷଣୀୟ ବିଜୟ
ମ୍ୟାଚର ନାୟକ ସାଜି ଅଷ୍ଟ୍ରେଲିଆକୁ ଏକାକୀ ଜିତାଇଲେ ଗ୍ଲେନ ମ୍ୟାକ୍ସୱେଲ
ଦ୍ଵିତୀୟ ଇନିଂସରେ ଦ୍ଵିଶତକ କରିଥିବା ପ୍ରଥମ ଖେଳାଳି ଭାବେ ରଚିଲେ ଇତିହାସ
ଆଇସିସି...





















