Independence Day

ସ୍ୱର୍ଣ୍ଣିମ ଶନିବାର, ଏସିଆନ ଗେମ୍ସରେ ଭାରତର ପଦକ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଏସିଆନ ଗେମ୍ସରେ ଶନିବାର ୬ଟି ସ୍ୱର୍ଣ୍ଣ ସହ ୧୨ଟି ପଦକ ଜିତିଛି ଭାରତ, ୧୦୭ରେ ପହଞ୍ଚିଲା ପଦକ ସଂଖ୍ୟା ହାଙ୍ଗଝୌ ଏସିଆନ ଗେମ୍ସରେ ଶନିବାର ଭାରତର ପଦକ ବର୍ଷା ହୋଇଛି। ମହିଳା କବାଡ଼ିରେ...

ସହିଦ ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଚଭୂତରେ ଲୀନ ହେଲା ସିକ୍କିମ ବନ୍ୟାରେ ସହିଦ ହୋଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ଦୀଘି ପଞ୍ଚାୟତର କେନ୍ଦୁଢ଼ିପସ୍ଥିତ ଗାଁ...

ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍‌’ ଉପରେ ନୂଆ ପାଠ୍ୟକ୍ରମ, ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱସ୍ତରୀୟ କ୍ୟାରିୟର ସୁଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍‌’ ଉପରେ ଏକ ନୂତନ ତାଲିମ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଛି। (ଭୁବନେଶ୍ୱର): ଆଜି ସହର ତଥା ମହାନଗରଗୁଡ଼ିକରେ ବଡ଼ ବଡ଼ ଆପାର୍ଟମେଣ୍ଟ,...

୨୦୨୪ ଯୁକ୍ତ ୨ ପରୀକ୍ଷା: ସିଏଚଏସଇ ପକ୍ଷରୁ ପ୍ରକାଶ ପାଇଲା କୋଶ୍ଚିନ ବ୍ୟାଙ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଯୁକ୍ତ ୨ ପରୀକ୍ଷାର୍ଥୀଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ପ୍ରକାଶ ପାଇଛି କୋଶ୍ଚିନ ବ୍ୟାଙ୍କ। ଏଥିରେ ଯୁକ୍ତ ୨ ପାଠ୍ୟକ୍ରମର ବିଭିନ୍ନ ବିଷୟର ପ୍ରଶ୍ନ ଉତ୍ତର...

ଏସିଆନ ଗେମ୍ସରେ ଭାରତୀୟ ମହିଳା ହକିକୁ ବ୍ରୋଞ୍ଜ, ପ୍ରତ୍ୟେକ ଖେଳାଳିଙ୍କ ପାଇଁ ୩ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା...

ଓଡ଼ିଶାଲାଇଭ୍ ବ୍ୟୁରୋ ଏସିଆନ ଗେମ୍ସରେ ଭାରତୀୟ ମହିଳା ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଶନିବାର ଦଳ ଜାପାନକୁ ୨-୧ ଗୋଲରେ ପରାସ୍ତ କରିଛି। ଏହି ସଫଳତା ପରେ ହକି ଇଣ୍ଡିଆ ପକ୍ଷରୁ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅକ୍ଟୋବର ୩୧ରେ କୋର୍ଟରେ ହାଜର ହେବାକୁ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ନିର୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ ସାଲେପୁର ଜେଏମଏଫସି କୋର୍ଟ ସମନ କରିଛନ୍ତି। ଆସନ୍ତା ଅକ୍ଟୋବର ୩୧ ତାରିଖରେ ହାଜର ହେବା ପାଇଁ କୋର୍ଟ ତାଙ୍କୁ ନିର୍ଦେଶ ଦେଇଛନ୍ତି। ସାଲେପୁର...

ଆଇସିସି କ୍ରିକେଟ ବିଶ୍ୱକପ: ବିଜୟରୁ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ବାଂଲାଦେଶ  

ଓଡ଼ିଶାଲାଇଭ୍ ବ୍ୟୁରୋ ଆଫଗାନିସ୍ତାନକୁ ୬ ୱିକେଟରେ ପରାସ୍ତ କରି ଏକତରଫା ବିଜୟ ହାସଲ କରିଛି ବାଂଲାଦେଶ। ବଡ଼ ବିଜୟରୁ ଦିନିକିଆ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ବାଂଲାଦେଶ। ଶନିବାର ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚରେ ବାଂଲାଦେଶ ଏକତରଫା...

ବିବାହ ପାଇଁ ବଢ଼ୁଛି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାହକୁ ନେଇ ବଢ଼ିବାରେ ଲାଗିଛି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ। ବିବାହ ପାଇଁ କଟକ ସବରେଜିଷ୍ଟ୍ରି ଅଫିସରେ ଆବେଦନ କରିଥିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ। ପ୍ରେମିକା ସୋମାଲିକା...

ମଧ୍ୟ-ପୂର୍ବ ଏସିଆରେ ପୁଣି ଯୁଦ୍ଧ, ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣ ପରେ ରଣକ୍ଷେତ୍ରକୁ ଓହ୍ଲାଇଲା ଇସ୍ରାଏଲ   

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ରାଏଲ ଉପରେ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣ ପରେ ମଧ୍ୟ-ପୂର୍ବ ଏସିଆରେ ପୁଣି ଯୁଦ୍ଧ ଆରମ୍ଭ ହୋଇଯାଇଛି। ଇସ୍ରାଏଲ ହମାସ ଉପରେ ଯୁଦ୍ଧ ଘୋଷଣା କରି ଆକ୍ରମଣ କରିଛି। ଶନିବାର...

ଏସିଆନ ଗେମ୍ସ: କବାଡ଼ିରେ ଭାରତକୁ ସ୍ୱର୍ଣ୍ଣ

ଓଡ଼ିଶାଲାଇଭ୍ ବ୍ୟୁରୋ ହାଇଡ୍ରାମା ଓ ଦୀର୍ଘ ସମୟର ବିଚାରବିମର୍ଶ ପରେ ଏସିଆନ ଗେମ୍ସ ପୁରୁଷ କବାଡ଼ିରେ ଭାରତକୁ ମିଳିଛି ସ୍ୱର୍ଣ୍ଣ ପଦକ। ଏସିଆନ ଗେମ୍ସରେ ଭାରତୀୟ କବାଡ଼ି ଦଳକୁ ମିଳିଛି ସ୍ୱର୍ଣ୍ଣ ପଦକ। ଫାଇନାଲରେ ଡିଫେଣ୍ଡିଂ...