Independence Day

ନବ ଦାସ ହତ୍ୟା ମାମଲା: ଆସିଲା ଗୋପାଳଙ୍କର ପଲିଗ୍ରାଫ ରିପୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ନବ କିଶୋର ଦାସଙ୍କ ହତ୍ୟା ମାମଲାକୁ ରାତି ପାହିଲେ ୬ ମାସ ପୂରିବ। ଶୁକ୍ରବାର ଦିନ ଆସିଛି ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ପଲିଗ୍ରାଫ ରିପୋର୍ଟ। ନବ ଦାସଙ୍କ ହତ୍ୟାକୁ ନେଇ...

ଥମୁନି ମଣିପୁର ହିଂସା: ବିଷ୍ଣୁପୁର ଜିଲ୍ଲାର ମୋଇରାଙ୍ଗରେ ପୁଣି ଗୁଳି ବିନିମୟ

ଓଡ଼ିଶାଲାଇଭ୍ ବ୍ୟୁରୋ ମଣିପୁରରେ ହିଂସା ଥମିବାର ନାଁ ନେଉନି। କୁକି ଓ ମୈତେଇ ସମୁଦାୟ ମଧ୍ୟରେ ହିଂସା ପୁଣି ଉଗ୍ର ରୂପ ନେଇଛି। ଗୁରୁବାର ରାତିରେ ମଣିପୁରର ବିଷ୍ଣୁପୁର ଜିଲ୍ଲାର ମୋଇରାଙ୍ଗ ଅଞ୍ଚଳରେ ପ୍ରବଳ...

ମହାପ୍ରଭୁଙ୍କ ବନକଲାଗି ନୀତି ବିବାଦ: ଶ୍ରୀମନ୍ଦିର ନୀତି ସବକମିଟି ବୈଠକରୁ ବାହାରିଲାନି ନିଷ୍କର୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଏବେବି ଜାରି ରହିଛି ବିବାଦ। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ନିଯୋଗ ମଧ୍ୟରେ ତିକ୍ତତା ଦେଖାଦେଇଛି। ଶୁକ୍ରବାର ହୋଇଥିବା ଶ୍ରୀମନ୍ଦିର...

ସୋର: ଅଙ୍ଗନବାଡ଼ି କେନ୍ଦ୍ରରେ ପଶି ଶିଆଳର ଆକ୍ରମଣ, ୧୦ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ଜିଲ୍ଲା ସୋରରେ ଶିଆଳ ଆତଙ୍କ ଦେଖାଦେଇଛି। ଶୁକ୍ରବାର ଦିନ ଡାଳଙ୍ଗ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଗୋଟିଏ ଶିଆଳ ପଶି ୪ ଜଣ ଶିଶୁଙ୍କ ସମେତ ମୋଟ ୧୦ ଜଣଙ୍କୁ ଆକ୍ରମଣ...

ଭୁବନେଶ୍ଵରରେ ବଢ଼ିଚାଲିଛି ଡେଙ୍ଗୁ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ମୁହାଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ ବଢ଼ିଚାଲିଛି ଡେଙ୍ଗୁ। ପ୍ରତିଦିନ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ସହରରେ ଗୁରୁବାର ୪୩ ଜଣ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଏବେ...

ସଂସଦରେ ଥମୁନି ମଣିପୁର ତାତି, ବିରୋଧୀଙ୍କ ହଙ୍ଗାମାରେ ଉଭୟ ଗୃହ ମୁଲତବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସଂସଦରେ ଥମୁନି ମଣିପୁର ହିଂସାର ତାତି। ମଣିପୁର ପ୍ରସଙ୍ଗକୁ ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି। ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ଯୋଗୁଁ ସଂସଦୀୟ କାର୍ଯ୍ୟ ହୋଇପାରୁନାହିଁ। ଶୁକ୍ରବାର ଉଭୟ ଲୋକସଭା...

ଲଗାଣ ବର୍ଷାରେ ଉବୁଟୁବୁ ମାଲକାନଗିରି, ବଡ଼ ବନ୍ୟା ଆଶଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ମାଲକାନଗିରି ଜିଲ୍ଲା। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀ ଫୁଲିବାରେ ଲାଗିଛି। ଏହା ପ୍ରଭାବରେ ଜିଲ୍ଲାର କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି...

ୱାର୍ଲ୍ଡ ସ୍କିଲ ସେଣ୍ଟରରେ ହେୟାର ଫ୍ୟାସନ ଏବଂ ବିୟୁଟି ୱେଲନେସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଆବେଦନର ଶେଷ ତାରିଖ ଅଗଷ୍ଟ...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଯୁବକ ଯୁବତୀଙ୍କ ପାଇଁ ହେୟାର ଫ୍ୟାସନ ଓ ବିୟୁଟି ୱେଲନେସ ପ୍ରଶିକ୍ଷଣର ସୁଯୋଗ ଆଣିଛି ଭୁବନେଶ୍ଵର ସ୍ଥିତ ବିଶ୍ଵ ଦକ୍ଷତା କେନ୍ଦ୍ର ବା ୱାର୍ଲ୍ଡ ସ୍କିଲ ସେଣ୍ଟର। ଏଠାରେ ଯୁକ୍ତ...

ମଣିପୁର ଲଜ୍ଜା ମାମଲା: ସିବିଆଇ କରିବ ତଦନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ସମଗ୍ର ଦେଶର ମୁଣ୍ଡ ଲଜ୍ଜାରେ ତଳକୁ ନଇଁ ଯାଇଥିଲା। ଏହି ଘଟଣାକୁ...

ସରିଲା ଓଡ଼ିଶା ଗସ୍ତ, ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ଓଡ଼ିଶା ଗସ୍ତ। ଗୁରୁବାର ଅପରାହ୍ଣରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରି ଯାଇଛନ୍ତି। ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ...