ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ: ସିରିଜ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ପହିଲାରୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ। ଭାରତରେ ଚାଲୁଥିବା ବର୍ଡର ଗଭାସ୍କର ଟ୍ରଫିରେ ବୁଧବାର ଇନ୍ଦୋରର ହୋଲକର ଷ୍ଟାଡିୟମରେ ଦୁଇ ଦଳ ମୁହାଁମୁହିଁ ହେବେ। ଭାରତ...
୨୦୨୮ ମସିହା ହତ୍ୟା ମାମଲା: ଦୋଷୀ ବିରୋଧରେ ୧୦ ବର୍ଷ ସଜା ଶୁଣାଇଲେ ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜ୍
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୮ ମସିହାରେ କୁଅଁରକେଲା ଗ୍ରାମରେ ଘଟିଥିବା ଏକ ହତ୍ୟା ମାମଲାର ବିଚାର କରି ମଙ୍ଗଳବାର ଦିନ ଦୋଷୀ ବିରୋଧରେ ସଜା ଶୁଣାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜ୍ ଶୁଭଦର୍ଶୀ ପଟ୍ଟନାୟକ। କୁଅଁରକେଲା ଗ୍ରାମର...
ଏପ୍ରିଲ ୩ରେ ହିନ୍ଦୋଳ ଓ ଅତାବିରାରେ ଏନଏସି ନିର୍ବାଚନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଓ ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଏହି ଦୁଇ ଏନଏସିରେ ଏପ୍ରିଲ ୩ ତାରିଖରେ ମତଦାନ...
୨୨ ବର୍ଷରେ ପକ୍କାଘର ପାଇଛନ୍ତି ୪୪ ଲକ୍ଷ ୯୯ ହଜାର ପରିବାର – ପଞ୍ଚାୟତିରାଜ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ୪୪ ଲକ୍ଷ ୯୯ ହଜାର ପରିବାରଙ୍କୁ ଗତ ୨୨ ବର୍ଷ ମଧ୍ୟରେ ପକ୍କାଘର ଯୋଗାଇ ଦିଆଯାଇଛି ବୋଲି ଗୁରୁବାର ଦିନ ବିଧାନସଭାରେ ବିବୃତ୍ତି ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର...
ଚନ୍ଦ୍ରଯାନ-୩ ମିଶନ ପାଇଁ ସିଇ-୨୦ ରକେଟ ଇଞ୍ଜିନର ସଫଳ ପରୀକ୍ଷଣ କଲା ଇସ୍ରୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚନ୍ଦ୍ରାୟନ-୩ ଅଭିଯାନ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)କୁ ମିଳିଛି ବଡ଼ ସଫଳତା। ଇସ୍ରୋ ଚନ୍ଦ୍ରାୟନ-୩ ମିଶନ ପାଇଁ ରକେଟରେ ବ୍ୟବହାର ହେବକୁଥିବା ସିଇ-୨୦ କ୍ରାୟୋଜେନିକ ଇଞ୍ଜିନର ସଫଳ ପରୀକ୍ଷଣ...
ଜଗତସିଂହପୁର: ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟି ୩ ଜଣଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ଦିନ ପ୍ରାୟ ଗୋଟାଏ ବେଳେ ଏହି ଅଭାବନୀୟ ଘଟଣା ଘଟିଛି...
ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ସହଯୋଗ କରିବେ ଆନ୍ଦୋଳନରତ ଅଧ୍ୟାପକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାରଠାରୁ ଆରମ୍ଭ ଓଡ଼ିଶାରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ତେବେ ସରକାରଙ୍କ ସାମନାରେ ଏହି ପରୀକ୍ଷା ପରିଚାଳନା କରିବା ପାଇଁ ଦେଖା ଦେଇଥିବା ସମସ୍ୟା ଏବେ ଦୂର ହୋଇଛି। ଧାରଣାରେ...
ବିଧାନସଭାରେ ଶାସକ-ବିରୋଧୀଙ୍କ ହୋହାଲ୍ଲା: ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାର ଦିନ ଆରମ୍ଭରୁ ଚାଲି ପାରିଲାନି ବିଧାନସଭା ଗୃହ କାର୍ଯ୍ୟ। ବିଭିନ୍ନ ପ୍ରସଂଗରେ ବିରୋଧୀ ବିଜେପି ଏବଂ କଂଗ୍ରେସ ସହ ଶାସକ ବିଜେଡି ସଦସ୍ୟଙ୍କ ହୋହଲ୍ଲା ଯୋଗୁଁ ଗୃହକୁ ଅପରାହ୍ଣ ୪ଟା...
ଏଫଆଇଏଚ୍ ପ୍ରୋ-ଲିଗ ପାଇଁ ଭାରତୀୟ ଦଳ ଘୋଷିତ, ଏକମାତ୍ର ଓଡ଼ିଆ ଭାବେ ଦଳରେ ନିଲମ ସଂଜୀପ ଖେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲାରେ ହେବାକୁଥିବା ଏଫଆଇଏଚ୍ ପ୍ରୋ-ଲିଗ ହକି ପାଇଁ ଘୋଷିତ ହୋଇଛି ଭାରତୀୟ ଦଳ। ସୋମବାର ହକି ଇଣ୍ଡିଆ ପକ୍ଷରୁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ହରମନପ୍ରିତ ସିଂହଙ୍କୁ ଦଳର...
କନ୍ଧମାଳ ଜଙ୍ଗଲରୁ ୮ କୁଇଣ୍ଟାଲ ଗଞ୍ଜେଇ ଜବତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଉପର ପାଙ୍ଗା ପଞ୍ଚାୟତର ଶିକାରୀ ଗ୍ରାମ ନିକଟ ଜଙ୍ଗଲରୁ ପ୍ରାୟ ୮ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ କରାଯାଇଛି।...





















