Independence Day

କ୍ରେଗ ଫୁଲଟନ ହେଲେ ଭାରତୀୟ ପୁରୁଷ ହକି ଦଳର ନୂଆ ପ୍ରଶିକ୍ଷକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ପୁରୁଷ ହକି ଦଳକୁ ମିଳିଛି ନୂଆ ପ୍ରଶିକ୍ଷକ। ଦକ୍ଷିଣ ଆଫ୍ରିକାର କ୍ରେଗ ଫୁଲଟନ ଭାରତୀୟ ହକି ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ଶୁକ୍ରବାର ହକି ଇଣ୍ଡିଆ...

ତ୍ରିପୁରାରେ ସରକାର ଗଢ଼ିବ ବିଜେପି, ନାଗାଲାଣ୍ଡରେ ଏନଡିପିପି ଓ ମେଘାଳୟରେ ଏନପିପି କରିବ ରାଜ୍

ଓଡ଼ିଶାଲାଇଭ୍ ବ୍ୟୁରୋ ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏବେ ଏହି ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ତା’ ଉପରେ ରହିଛି ସମସ୍ତଙ୍କ ନଜର। ତ୍ରିପୁରା, ନାଗାଲାଣ୍ଡ ଏବଂ...

ଓଡ଼ିଶାର ସବୁ ସରକାରୀ ଡାକ୍ତରଖାନାରେ ଲାଗୁ ହେବ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସ୍ଵାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏବେ ଡାକ୍ତରଖାନାରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ରାଜ୍ୟର ସମସ୍ତ ସରକାରୀ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଡାକ୍ତର,...

ଆଜି ପୁରୀ ସ୍ୱର୍ଗଦ୍ୱାରରେ ହେବ ପିଣ୍ଟୁଙ୍କ ଅନ୍ତିମ ସଂସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ମର ଶରୀର ଭୁବନେଶ୍ଵରରେ ଆସି ପହଞ୍ଚିଛି। ଗୁରୁବାର ରାତିରେ ହାଇଦ୍ରାବାଦରୁ ବିମାନ ଯୋଗେ ତାଙ୍କ ମର ଶରୀରକୁ ଭୁବନେଶ୍ୱର ଅଣାଯାଇଥିଲା। ଶୁକ୍ରବାର ଅପରାହ୍ଣରେ ପୁରୀସ୍ଥିତ ସ୍ୱର୍ଗଦ୍ୱାରରେ...

ଏବେ ମିଶନ ଶକ୍ତିର ମା’ କରିବେ ‘ବ୍ରାଇଡାଲ ମେକଅପ୍’: ବିଶ୍ୱ ଦକ୍ଷତା କେନ୍ଦ୍ରରୁ ତାଲିମ ନେଇ ବାହାରିଲେ...

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ପାରମ୍ପରିକ କାର୍ଯ୍ୟରୁ ବାହାରି ଅଣପାରମ୍ପରିକ ଓ ବୈଷୟକ କାମ ହାତକୁ ନେଇ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିଶେଷ ସଫଳତା ପ୍ରଦର୍ଶନ କରିପାରିଛନ୍ତି। ଏବେ ରାଜ୍ୟର ୪୦...

‘ଏ ଗଉରା…’ ପିଣ୍ଟୁଙ୍କୁ ଦେଇଥିଲା ପରିଚୟ

ଓଡ଼ିଶାଲାଇଭ୍ ବ୍ୟୁରୋ ବେଳେବେଳେ କିଛି ଗୀତ ଏବଂ ଚରିତ୍ର ଜଣେ ଅଭିନେତାଙ୍କୁ ରାତାରାତି ପରିଚିତ କରାଇଦିଏ। ଓଡ଼ିଆ ଆଲବମ ‘ଏ ଗଉରା...’ ସେଥି ମଧ୍ୟରୁ ଗୋଟିଏ। ଏହି ଆଲବମଟି ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଦେଇଥିଲା...

‘କୋଇଲି’ରୁ ଆରମ୍ଭ ହୋଇଥିଲା ପିଣ୍ଟୁ ନନ୍ଦଙ୍କ ଓଲିଉଡ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଅଫେରା ରାଇଜକୁ ଚାଲିଗଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ। ସବୁ ଚରିତ୍ରରେ ଫିଟ ହେଉଥିବା ପିଣ୍ଟୁଙ୍କ ଅଭିନୟ ପରଦାରେ ଆଉ ଦେଖିବାକୁ ମିଳିବନି। ଜୀବନ ଯୁଦ୍ଧରେ ହାରିଗଲେ ଓଡ଼ିଆ...

ଭାରତୀୟ ନିର୍ବାଚନ କମିଶନରଙ୍କ ଚୟନ କରିବ ସ୍ଵତନ୍ତ୍ର କମିଟି

 ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ନିର୍ବାଚନ କମିଶନରମାନଙ୍କ ଚୟନକୁ ନେଇ ଗୁରୁବାର ଐତିହାସିକ ରାୟ ଦେଇଛନ୍ତ ସୁପ୍ରିମକୋର୍ଟ। ଏବେ ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଓ ଲୋକସଭାର ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ ଏକ...

କନ୍ଧମାଳ: ଗୋଛାପଡ଼ା ବିଏସଏଫ କ୍ୟାମ୍ପ ପକ୍ଷରୁ ଜନ ସମ୍ପର୍କ ଶିବିର

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛାପଡ଼ା ବିଏସଏଫ କ୍ୟାମ୍ପ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କ୍ୟାମ୍ପ ତରଫରୁ ଏକ ମାଗଣା ସ୍ଵାସ୍ଥ୍ୟ...

ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ୮ ହଜାର ସଦସ୍ୟାଙ୍କୁ ସାଇକେଲ ପ୍ରଦାନ କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ମିଳିଲା ସାଇକେଲ। ଗୁରୁବାର ଦିନ ଲୋକସେବା ଭବନଠାରେ ଆୟୋଜିତ ଗୋଷ୍ଠୀ ସହଭାଗିତା ଉତ୍ସବରେ ୮,୦୦୦ ସଦ୍ୟସ୍ୟାଙ୍କୁ ସାଇକେଲ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି...