Independence Day

ମେକ୍ ଇନ୍ ଓଡ଼ିଶା କ୍ଲନକ୍ଲେଭ-୨୦୨୨ରେ ୧୦ ଲକ୍ଷ କୋଟିର ନିବେଶ ପ୍ରସ୍ତାବ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ଓଡ଼ିଶା ପାଇଁ ବଡ଼ ସଫଳତା ଆଣିଦେଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ମେଗା ଇଭେଣ୍ଟରେ ସାଢ଼େ ୧୦ ଲକ୍ଷ...

ନୌସେନାରେ ୩୪୧ ମହିଳା ଅଗ୍ନିବୀର ନିଯୁକ୍ତ, ଆବେଦନ କରିଥିଲେ ୮୨ ହଜାର ମହିଳା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ନୌସେନା ପ୍ରଥମ କରି ଅଗ୍ନିବୀର ଯୋଜନାରେ ମହିଳା ନାବିକଙ୍କୁ ସାମିଲ କରିଛି। ନୌସେନା ମୁଖ୍ୟ ଆଡ୍‌ମିରାଲ ଆର୍‌. ହରି କୁମାର ଶନିବାର ଏ ନେଇ ସୂଚନା ଦେଇଛନ୍ତି। ଅଗ୍ନିବୀର ଯୋଜନାରେ...

କୋଣାର୍କ ନୃତ୍ୟ ଉତ୍ସବ ତୃତୀୟ ସନ୍ଧ୍ୟା: ଦେଶଭକ୍ତିରେ ଦର୍ଶକ ବିଭୋର

ଓଡ଼ିଶାଲାଇଭ୍ ବ୍ୟୁରୋ କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଛି। ଓଡ଼ିଶୀ ନୃତ୍ୟରେ ନମଃ ଭାରତମ୍ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଛି। ଦର୍ଶକମାନେ ଏହି ନୃତ୍ୟକୁ ମନଭରି ଉପଭୋଗ କରିଛନ୍ତି। ଦର୍ଶକ...

ଉନ୍ମୋଚିତ ହେଲା ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୨: ପର୍ଯ୍ୟଟନ କ୍ଷେତ୍ର ପାଇଁ ୭ ହଜାର କୋଟିର ନିବେଶ ପ୍ରତିଶ୍ରୁତି

ଓଡ଼ିଶାଲାଇଭ୍ ବ୍ୟୁରୋ ଉନ୍ମୋଚିତ ହେଲା ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୨। ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣରେ ପର୍ଯ୍ୟଟନ ଶିଳ୍ପ ଉପରେ ଆୟୋଜିତ ଅଧିବେଶନରେ ‘ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୨’ ଉନ୍ମୋଚିତ ହୋଇଛି। ରାଜ୍ୟର ପର୍ଯ୍ୟଟନ...

ସୁନ୍ଦରଗଡ଼ରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭିନ୍ନକ୍ଷମମାନଙ୍କୁ ସମାଜରେ ସମ୍ମାନର ସହ ବଞ୍ଚିବା ତଥା ସାଧାରଣ ଲୋକଙ୍କ ଭଳି ସେମାନଙ୍କୁ ଅଧିକାର ଏବଂ ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ୩ ତାରିଖକୁ...

ଡିସେମ୍ବର ୧୧ରୁ ଓଡ଼ିଶାରେ ଏସିଆର ଦୀର୍ଘତମ ସାଇକ୍ଲିଂ ଅଭିଯାନ ‘ଟୁର୍-ଡି-କଳିଙ୍ଗ’ର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଏସିଆର ଦୀର୍ଘତମ ସାଇକ୍ଲିଂ ଅଭିଯାନ ‘ଟୁର୍-ଡି-କଳିଙ୍ଗ’ର ଚତୁର୍ଥ ସଂସ୍କରଣ ଡିସେମ୍ବର ୧୧ ତାରିଖରୁ ରାଜଧାନୀ ଭୁବନେଶ୍ଵରରୁ ଆରମ୍ଭ ହେବ। ଏହି ୧୩୦୦ କିଲୋମିଟର ସାଇକଲେ ଯାତ୍ରାରେ ଓଡ଼ିଶାର ୧୦ଟି ଜିଲ୍ଲାକୁ ୧୩...

ଜି-୨୦ ବୈଠକରେ ଯୋଗ ଦେବାକୁ ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ୫ ରୁ ବସିବ ଜି-୨୦ ବୈଠକ। ଏହି ବୈଠକରେ ଯୋଗ ଦେବା ପାଇଁ ନେଇ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା କାର୍ଯ୍ୟକ୍ରମ ରହିଛି। ୬ ତାରିଖରେ...

ସରିଲା ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର, ଦିନକ ପରେ ପଡ଼ିବ ଭୋଟ

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ପ୍ରଚାର। ଦିନକ ପରେ ପଡ଼ିବ ଭୋଟ। ପ୍ରଚାରର ଶେଷ ଦିନରେ ବିଭିନ୍ନ ଦଳଙ୍କ ପ୍ରଚାରରେ କମ୍ପିଥିଲା ପଦ୍ମପୁର ମଇଦାନ। ଶେଷ ଦିନରେ ପ୍ରାର୍ଥୀମାନେ ଭୋଟରଙ୍କୁ...

ମାଓବାଦୀ ସଙ୍ଗଠନ ପାଳୁଛନ୍ତି ପିଏଲଜିଏ ସପ୍ତାହ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇଆଲର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ମାଓବାଦୀମାନେ ପି.ଏଲ.ଜି.ଏ ସପ୍ତାହ ପାଳନ କରିଥିବାରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇଆଲର୍ଟ ଜାରି କରିଛି ଜିଲ୍ଲା ପ୍ରଶାସନ। ଛତିଶଗଡ-ଆନ୍ଧ୍ରପ୍ରଦେଶ-ଓଡ଼ିଶାର ସୁରକ୍ଷାକର୍ମୀମାନେ ମାଓବାଦୀ ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି। ସୁରକ୍ଷା...

ବାରିପଦା: ମାଛ ଜାଲରେ ଫସିଥିବା ଅଜଗର ସାପ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାରିପଦା ସହରରେ ଅଜଗର ସାପ ଉଦ୍ଧାର। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଏସଟିଆର)ର ଅଧିକାରୀ ଓ କର୍ମଚାରୀ ସାପଟିକୁ ଉଦ୍ଧାର କରି ନିରାପଦ ସ୍ଥାନରେ ରଖିଛନ୍ତି। ସାପଟିର...