ଭାରତକୁ ଡିଜିଟାଲାଇଜେସନ କରିବା ଆମର ମୂଳ ଲକ୍ଷ୍ୟ – ମୁକେଶ ଅମ୍ବାନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=YQIpi3l0EKw?list=PLKig8_kZBmDMeTEvyVIIHe74opLsrLZIh]
“ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାରେ ରିଲାଏନ୍ସ ଜିଓ ପ୍ରୋଜେକ୍ଟ ଦ୍ୱାରା ୩୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି। ଏଥିରେ ଓଡ଼ିଶାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। କାରଣ...
ଓଡ଼ିଶା ପାଇଁ ନୂଆ ସମ୍ଭାବନା ନେଇ ଆସୁଛି ଷ୍ଟାର୍ଟଅପ୍ – ଦେବାଶିଷ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=d3SuysOasb0]
ଟାଇ ଭୁବନେଶ୍ଵର ଚାପ୍ଟର ପକ୍ଷରୁ ଆୟୋଜିତ ‘ହଲ୍ ଅଫ୍ ଫେମ୍ ୨.o’ ଅବସରରେ ଓଡ଼ିଶାରେ ଷ୍ଟାର୍ଟଅପର ନୂଆ ସମ୍ଭାବନା, ସଫଳତା ଏବଂ ନିବେଶ ଆଦି ବିଷୟରେ ଓଡ଼ିଶାଲାଇଭର ମୁଖ୍ୟ ସମ୍ପାଦକ...
ଓଡ଼ିଶା ଷ୍ଟାର୍ଟଅପ ଉଦ୍ୟୋଗୀଙ୍କ ପାଇଁ ନୂଆ ସମ୍ଭାବନା ‘ହଲ୍ ଅଫ୍ ଫେମ୍ ୨.୦’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରୁ ବାହାରିଥିବା ଷ୍ଟାର୍ଟଅପମାନଙ୍କୁ ପ୍ରୋତ୍ସାହିତ କରିବା ତଥା ସେମାନଙ୍କୁ ବିଭିନ୍ନ ବଜାର ଓ ନିବେଶକମାନଙ୍କ ସହ ଯୋଡ଼ିବା ଲକ୍ଷ୍ୟ ନେଇ ଟାଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ସୋମବାର ଦିନ ମେ’ ଫେୟାର...
ଭାରତର ନୂତନ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ ଗୋଏଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଞ୍ଜାବ କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲ ସୋମବାର ଭାରତର ନୂତନ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶନିବାର ଦିନ ଆଇନ ମନ୍ତ୍ରାଳୟ ନୂତନ ନିର୍ବାଚନ ଆୟୁକ୍ତ...
ପଦ୍ମପୁର ବିଧାନସଭା ଉପନିର୍ବାଚନ: ମଇଦାନରେ ଲଢ଼ିବେ ୧୦ ପ୍ରାର୍ଥୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଦ୍ମୁପର ବିଧାନସଭା ଉପନିର୍ବାଚନ ଲାଗି ମଇଦାନରେ ରାଜନୈତିକ ଲଢ଼େଇ ଲଢ଼ିବେ ୧୦ ଜଣ ପ୍ରାର୍ଥୀ। ନଭେମ୍ବର ୨୧ ତାରିଖ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖରେ ଜଣେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବାବେଳେ...
ବିଧାନସଭାରୁ ହଟିଲା କୋଭିଡ କଟକଣା, ପ୍ରେସ୍ ଗ୍ୟାଲେରୀକୁ ଯାଇପାରିବେ ସାମ୍ବାଦିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଥର ସ୍ୱାଭାବିକ ଭାବେ ଚାଲିବ ବିଧାନସଭା। ବିଧାନସଭାରୁ ହଟିଲା କୋଭିଡ କଟକଣା । ଆସନ୍ତା ୨୪ରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ବିଧାୟକମାନେ ନିଜ ନିଜ ଆସନରେ ବସିବେ ।...
ଆମ ସଂସାର ଉଜୁଡ଼ି ଗଲା: ଡାକ୍ତରଖାନାରେ ପହଞ୍ଚିବା ଆଗରୁ ମୋ ମା’-ଭଉଣୀଙ୍କର ଜୀବନ ନେଇଗଲା ମାଲବାହୀ ଟ୍ରେନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
“ଆମ ସଂସାର ଉଜୁଡ଼ି ଗଲା...। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ମୋ ମା’ ଆଉ ଭଉଣୀର ଜୀବନ ନେଇଗଲା ମାଲବାହୀ ଟ୍ରେନ”, ଲୁହ ଭିଜା ଆଖି ଆଉ କୋହଭରା କଣ୍ଠରେ ଏମିତି କହିଛନ୍ତି...
ଇଣ୍ଡୋନେସିଆରେ ଭୂମିକମ୍ପ: ୪୪ ଜଣ ମୃତ, ୩୦୦ରୁ ଅଧିକ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଣ୍ଡୋନେସିଆର ଜାଭାରେ ସୋମବାର ଦିନ ୧୨ଟା ବେଳେ ବଡ଼ଧରଣର ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୬ ରେକର୍ଡ କରାଯାଇଛି। ଏହି ଭୂକମ୍ପରେ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...
ସଫଳତା ପାଇଁ ଆଶିଷଙ୍କ 4H ଫର୍ମୁଲା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=iJUNbRgRJFw] ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ମାତ୍ର ୮୦୦ଟି ଇଣ୍ଟରନେଟ୍ ବ୍ୟବସାୟକୁ ‘ୟୁନିକର୍ନ’ ଆଖ୍ୟା ଦିଆଯାଇଛି। (ଅନ୍ତର୍ଜାତୀୟ ବଜାର ଭାଷାରେ ‘ୟୁନିକର୍ନ’ ହେଉଛି ସେହି ସଂସ୍ଥା, ଯାହାର ମୂଲ୍ୟାୟନ ୧୦୦ କୋଟି ଆମେରିକୀୟ...
କୋରେଇ ରେଳ ଷ୍ଟେସନରେ ଦୁର୍ଘଟଣା: ହାୱଡା-ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ ସମେତ ୮ଟି ଟ୍ରେନ ବାତିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯାଜପୁର ଜିଲ୍ଲା କୋରେଇ ରେଳ ଷ୍ଟେସନରେ ସୋମବାର ସକାଳେ ମାଲବାହୀ ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହେବା ପରେ ୮ଟି ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରାଯିବା ସହ ୧୨ଟି ଟ୍ରେନର ଗତିପଥ ପରିବର୍ତ୍ତନ...





















