ଟୁଇଟରରେ ଟ୍ରେଣ୍ଡ ହେଉଛି #ଆରଆଇପି ଟୁଇଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ନେଇ ପ୍ରତିଦିନ କିଛି ନା କିଛି ଖବର ଆସୁଛି। ଏଲେନ ମସ୍କ ଟୁଇଟରର ମାଲିକାନା ନିଜ ଅଧୀନକୁ ନେବା ପରେ ଆଜିକାଲି ଖୁବ୍ ଚର୍ଚ୍ଚା ସଉଣ୍ଟୁଛି...
‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନକୁ ଟିକସମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି।
ବାସ୍ତବ ଜୀବନରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ...
ନୟାଗଡ଼ ସହରରେ ଦୂର ହେବ ପାନୀୟ ଜଳ ସମସ୍ୟା, ବେଆଇନ ପାଣି ପାଇପ ସଂଯୋଗ ରୋକିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ସହରରେ ଖୁବ୍ ଶୀଘ୍ର ଦୂର ହେବ ପାନୀୟ ଜଳ ସମସ୍ୟା। ବେଆଇନ ଭାବେ କରାଯାଇଥିବା ପାଣି ପାଇପ୍ ସଂଯୋଗକୁ ରୋକିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ...
ଜିଏସଟି ଫାଙ୍କିବା ଅଭିଯୋଗ: ବାରିପଦାର ବ୍ୟବସାୟୀ ବଳରାମ ସାହୁଙ୍କ ଘରେ ଚଢ଼ଉ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୁରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଜିଏସଟି ଫାଙ୍କିବା ଅଭିଯୋଗରେ ବାରିପଦାର ବିଶିଷ୍ଟ ବ୍ୟବସାୟୀ ବଳରାମ ସାହୁଙ୍କ ବାସଗୃହ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି।
ବାରିପଦାର ବ୍ୟବସାୟୀ ବଳରାମ ସାହୁ ଏଫଏମସିଜି...
ଜାଣନ୍ତୁ ଡାଏବେଟିସ୍ ରୋଗୀଙ୍କ ଚକ୍ଷୁ ସମସ୍ୟା ଓ ଚିକିତ୍ସା ବିଷୟରେ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=qX8sR58Ih-w]ଡାଏବେଟିସ୍ ବା ମଧୁମେହ ଆଜି ଏକ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଘରେ ଘରେ ଡାଏବେଟିସ୍ ରୋଗୀ। ଏହି ରୋଗକୁ କେବଳ ଔଷଧ ଖାଇ ନିୟନ୍ତ୍ରଣ କରିବା...
୭୩ ଥର ଫେଲ୍ ହୋଇ ୟୁନିକର୍ନ – ଆଶିଷ ମହାପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=Czr1_bQdXiU]‘ଅଫ୍ବିଜିନେସ୍’ ଆରମ୍ଭ କଲାବେଳେ ଆଶିଷ ମହାପାତ୍ରଙ୍କ ବୟସ ଥିଲା ମାତ୍ର ୩୩। ଯେତେବେଳେ ସେ ଭେଞ୍ଚର କ୍ୟାପିଟାଲ ଉଠାଇବା ପାଇଁ ବଡ଼ ବଡ଼ ପୁଞ୍ଜି ଲଗାଣ ସଂସ୍ଥାଙ୍କର ଦ୍ୱାରସ୍ଥ ହେଉଥିଲେ, ସେତେବେଳେ...
ବାଲିଯାତ୍ରା ସରୁ ସରୁ ଦୁର୍ନୀତି ଅଭିଯୋଗ ଆଣିଲେ ବିଜେଡିର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ
ଓଡ଼ିଶାଲାଇଭ୍ ବ୍ୟୁରୋ
“କଟକ ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଛି। ପ୍ଲଟ ଆବଣ୍ଟନଠାରୁ ଦର ନିର୍ଦ୍ଧାରଣ, ସବୁଥିରେ ଚଞ୍ଚକତା କରାଯାଇଛି”, ବାଲିଯାତ୍ରା ସରୁ ସରୁ ଆଜି ଏଭଳି ଅଭିଯୋଗ ଆଣିଛନ୍ତି ବିଜେଡିର ବରିଷ୍ଠ ନେତା ତଥା...
ବିଦେଶୀ କୁକୁର ପାଳନରେ କଟକଣା ଲଗାଇବ ବିଏମସି: ବାଧ୍ୟତାମୂଳକ ପଞ୍ଜିକରଣ, ଆସିବ ନୂଆ ଏସଓପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଘରେ ପୋଷା କୁକୁର ରଖିବାକୁ ଚାହୁଥିଲେ ପ୍ରଥମେ ବିଏମସି ପାଖରେ କରିବାକୁ ହେବ ପଞ୍ଜିକରଣ। ନଚେତ କୁକୁର ରଖିବାକୁ ମିଳିବନି ଅନୁମତି। ଖୁବଶ୍ରୀଘ୍ର ଏନେଇ ଏସଓପି ଆସିବ ବୋଲି କହିଛନ୍ତି ବିଏମସି...
ମେକ୍ ଇନ୍ ଓଡ଼ିଶା କନକ୍ଲେଭ କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ସୁଚାରୁରୂପେ ପ୍ରଚାର ପ୍ରସାର ବ୍ୟବସ୍ଥା ନେଇ ସ୍ୱତନ୍ତ୍ର ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍
ଲାଇଭ କମନ ଫିଡ୍ ସହିତ ବିଭିନ୍ନ ମିଡିଆ ହାଉସମାନେ କାର୍ଯ୍ୟକ୍ରମର ପ୍ରସାରଣ କରିପାରିବେ...
କୋରାପୁଟ: ସହିଦଙ୍କ ଜନ୍ମମାଟିରୁ ଆଦିବାସୀ ଲୋକ ମହୋତ୍ସବ ‘ପରବ’ର ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋରାପୁଟ): କୋରାପୁଟର ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୨ର ଶୁଭାରମ୍ଭ ହୋଇଛି। ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟି ତେନ୍ତୁଳିଗୁମ୍ମାରୁ ଆରମ୍ଭ ହୋଇଛି ଏହି ଉତ୍ସବ। ଶୁଭାରମ୍ଭ ଦିନ ଆଦିବାସୀ ନାଚ ଗୀତରେ ଦୁଲୁକି...





















