ଏବେ ଗ୍ୟାସ ସିଲିଣ୍ଡରରେ ଲାଗିବ କ୍ୟୁଆର୍ କୋଡ୍ : ଗ୍ୟାସ ଚୋରି ରୋକିବାକୁ ସରକାରଙ୍କ ପଦକ୍ଷେପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ୟାସ ଚୋରିକୁ ରୋକିବା ପାଇଁ କେନ୍ଦ୍ର ସରକାର ଗ୍ୟାସ ସିଲିଣ୍ଡରରେ କ୍ୟୁଆର୍ କୋଡ୍ ଲଗାଇବାକୁ ଯାଉଛନ୍ତି। ଏହା ଦ୍ୱାରା ଗ୍ୟାସ ଚୋରି କରିଥିବା ଲୋକଙ୍କୁ ଟ୍ରାକ କରାଯାଇପାରିବ। ଏହି ସୂଚନା ଦେଇଛନ୍ତି...
ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଛାତ୍ରୀଙ୍କୁ ରାଗିଂ ଘଟଣା: ୨ ଗିରଫ, ବିଦାହେବେ ୧୨ ଛାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ ଘଟଣାରେ କଡ଼ା ପଦକ୍ଷେପ ନେଲେ କଲେଜ କର୍ତ୍ତୃପକ୍ଷ। ରାଗିଂ କରିଥିବା ଛାତ୍ରମାନଙ୍କୁ କଲେଜରୁ ବାହାର କରାଯିବ ବୋଲି ଡିସିପ୍ଲିନ୍ କମିଟି ଓ ଆଂଟି ରାଗିଂ...
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ଆଣ୍ଡାମନ ଉପକୂଳ ସଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହି...
ଜାଣନ୍ତୁ ଅଫ୍ବିଜିନେସ୍ ନାଁ ପଛର କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=jp_RqkxHTvQ]“ମୁଁ ଇତିହାସ ପଢ଼ିବାକୁ ଭଲପାଏ। ଇତିହାସର ପୃଷ୍ଠାରୁ ପଢ଼ିଥିଲି ଆମେରିକାର ଗୃହଯୁଦ୍ଧ କଥା। ଗୃହଯୁଦ୍ଧର ଅବସାନ ହେବା ପରେ, ଗେଟିସବର୍ଗଠାରେ ଆବ୍ରାହମ ଲିଙ୍କନ ଏକ ଭାଷଣ ଦେଇଥିଲେ। ବିଶ୍ୱ ଇତିହାସରେ...
ଆଜି ସରିବ ଐତିହାସିକ ବାଲିଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ସରିବ କଟକର ଐତିହାସିକ ବାଲିଯାତ୍ରା। ଲୋକଙ୍କ ଚାହିଦାକୁ ଦେଖି ଜିଲ୍ଲା ପ୍ରଶାସନ ବାଲିଯାତ୍ରାର ଅବଧିକୁ ଗୋଟିଏ ଦିନ ବୃଦ୍ଧି କରିଥିଲେ। ଆଜି ଶେଷ ଦିନରେ ପ୍ରବଳ ଗହଳି ହେବର ସମ୍ଭାବନା...
ମୋ ସ୍ତ୍ରୀ ହିଁ ମୋର ବଡ଼ ସମାଲୋଚକ – ଆଶିଷ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=NdzaZobOkjc]"ମୁଁ ୨୦୦୭ ମସିହାରେ ଯେତେବେଳେ ଇଣ୍ଡିଆନ ସ୍କୁଲ ଅଫ୍ ବିଜନେସ୍ରେ ଏମବିଏ ପଢ଼ିବାକୁ ଗଲି, ସେଇଠି ରୁଚିଙ୍କ ସହ ପ୍ରଥମ ଦେଖା ହୋଇଥିଲା। ଆମ ବ୍ୟାଚ୍ରେ ଥିଲେ ୩୨୦ ଜଣ...
ପଦ୍ମପୁର ବିଧାନସଭା ଉପନିର୍ବାଚନ: ଶେଷ ଦିନରେ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶେଷ ଦିନରେ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା। ଦଳର ବହୁ ବରିଷ୍ଠ ନେତା ଏବଂ କର୍ମୀଙ୍କ ଗହଣରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ...
ବିଜେଡିରେ ସାମିଲ ହେଲେ ନୂଆପଡ଼ାର ପୂର୍ବତନ ସହକାରୀ ଜିଲ୍ଲାପାଳ ମହେନ୍ଦ୍ର ବଢ଼େଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିରେ ସାମିଲ ହେଲେ ନୂଆପଡ଼ା ଜିଲ୍ଲାର ପୂର୍ବତନ ସହାକାରୀ ଜିଲ୍ଲାପାଳ ମହେନ୍ଦ୍ର ବଢ଼େଇ। ଶତାଧିକ ସମର୍ଥକଙ୍କ ଗହଣରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ମହେନ୍ଦ୍ର ବଢ଼େଇଙ୍କ...
ଅମିତ ରୋହିଦାସଙ୍କୁ ଭାରତୀୟ ହକି ଦଳର ଉପଅଧିନାୟକ ଦାୟିତ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଷ୍ଟ୍ରେଲିଆର ଆଡିଲେଡରେ ଆସନ୍ତା ୨୬ ନଭେମ୍ବରରୁ ଆରମ୍ଭ ହେବାକୁଥିବା ଭାରତ- ଅଷ୍ଟ୍ରେଲିଆ ହକି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏହି ଭାରତୀୟ ଦଳରେ ହରମନପ୍ରୀତ୍ ସିଂହ ଅଧିନାୟକ ନିଯୁକ୍ତ...
ମଧୁମେହ ଜୀବନଶୈଳୀ: ଜାଣନ୍ତୁ ଏହାର ଜଟିଳତା ଓ ଚିକିତ୍ସା ବିଷୟରେ
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=2_1UezlNSIU]
ଆମ ଶରୀରରେ ଯେତେବେଳେ ଇନସୁଲିନର ମାତ୍ରାରେ କିଛି ଅନିୟମିତା ଦେଖାଯାଏ ବା ଏହାର କ୍ଷରଣ ବନ୍ଦ ହୋଇଯାଏ ସେତେବେଳେ ରକ୍ତରେ ଶର୍କରା ବା ସୁଗାରର ମାତ୍ରା ବଢ଼ିଯାଇଥାଏ। ଏହି...





















