ପଦ୍ମପୁର ଉପନିର୍ବାଚନ: ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଦ୍ମପୁର ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ଘୋଷଣା କରିଛି। ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଦଳ ପାର୍ଥୀ କରିଛି। ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଘୋଷଣା କରିଛି।
ଆସନ୍ତା ନଭେମ୍ବର...
ନାବାଳିକାକୁ ଦୁଷ୍କର୍ମ ମାମଲା: ୩ ଦୋଷୀଙ୍କୁ ୧୦ ବର୍ଷ ଜେଲଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ନାବାଳିକା ଦୁଷ୍କର୍ମ ମାମଲାରେ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ମୟୂରଭଞ୍ଜ ଜିଲ୍ଲା ସତନ୍ତ୍ର ପକ୍ସୋ କୋର୍ଟ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା...
ପ୍ରକାଶ ପାଇଲା ଓଜେଏସ୍-୨୦୨୧ ପରୀକ୍ଷାଫଳ: ଆଦ୍ୟାଶା ମିଶ୍ର ଟପ୍ପର
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରକାଶ ପାଇଲା ଓଜେଏସ-୨୦୨୧ ପରୀକ୍ଷା ଫଳାଫଳ। ଓଜେଏସ ପରୀକ୍ଷାରେ ଟପ୍ ୩ରେ ଝିଅ ରହିଥିବାବେଳେ ଟପ୍ପର ହୋଇଛନ୍ତି ଆଦ୍ୟାଶା ମିଶ୍ର। ଏହି ପରୀକ୍ଷାରେ ମଧ୍ୟ ପୁଅଙ୍କୁ ପଛରେ ପକାଇ ବାଜି ମାରିଛନ୍ତି...
ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ମୃତ୍ୟୁ, ଜିମରେ ବ୍ୟାୟାମ କରୁଥିବାବେଳେ ହୃଦଘାତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟେଲିଭିଜନ ଜଗତର ଜଣାଶୁଣା ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ମୃତ୍ୟୁ ହୋଇଛି। ଜିମ୍ରେ ବ୍ୟାୟାମ କରୁଥିବାବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା।
ଜିମ୍ରେ...
୭୫୪୦ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ପୂରଣ ହେବ ୪୮୪୮ଟି ପଦବୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲମାନଙ୍କରେ ବିଭିନ୍ନ ବିଷୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୁବଶୀଘ୍ର ୭୫୪୦...
୨୦୨୩ ସୁଦ୍ଧା ଓଡ଼ିଶା ହେବ ବସ୍ତିମୁକ୍ତ: ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବସ୍ତିବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାର
୫ଟି ମହାନଗର ନିଗମରେ ଡ୍ରୋନ ସର୍ଭେ ଆରମ୍ଭ
ଟାଟା ଷ୍ଟିଲ ଓ ଜାଗା ମିଶନ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ
୭୦୭ ବିଜୁ ଆଦର୍ଶ କଲୋନୀ...
ବଲାଙ୍ଗୀରର ବିଚ୍ଛୁପାଲି ରେଳ ଷ୍ଟେସନରୁ ସୋନପୁର ଝାରତରଭା ରେଳ ଷ୍ଟେସନକୁ ପରୀକ୍ଷାମୂଳକ ଭାବେ ଗଡ଼ିଲା ଟ୍ରେନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ଆଜି ବଲାଙ୍ଗୀର ଜିଲ୍ଲାରୁ ସୋନପୁର ଜିଲ୍ଲାକୁ ପରୀକ୍ଷାମୂଳକ ଭାବେ ରେଳ ଗଡ଼ିଛି। ବଲାଙ୍ଗୀରର ବିଚ୍ଛୁପାଲି ରେଳ ଷ୍ଟେସନରୁ ସୋନପୁର ଜିଲ୍ଲା ଝାରତରଭା ରେଳ ଷ୍ଟେସନ...
ମୁଁ ନିଜକୁ ଚିହ୍ନିବା ପୂର୍ବରୁ ଲୋକମାନେ ମତେ ମାଇଚିଆ ଡାକୁଥୁଲେ – ଆଇଶା ପଣ୍ଡା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=Efsa4tg2n20]ଅଶୋକ ପଣ୍ଡାରୁ ଆଇଶା ପଣ୍ଡାର ଯାତ୍ରା ତାଙ୍କ ପାଇଁ ସହଜ ନଥିଲା। ନିଜେ ନିଜକୁ ଜାଣିବା ପୂର୍ବରୁ ସମାଜ ତାଙ୍କୁ ମାଇଚିଆର ନାଁ ଦେଇଦେଇଥିଲା। ନିଜର ପରିଚୟ ପାଇଁ...
ଜେଲରୁ ମୁକୁଳିବେ ରାଜୀବ ଗାନ୍ଧୀଙ୍କ ୬ ହତ୍ୟାକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜେଲରୁ ମୁକୁଳିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୬ ଜଣ ହତ୍ୟାକାରୀ। ଏ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୬...
ରୁଷ ଆସି ଅଧାରେ ଥିବା ମେଡ଼ିକାଲ ପାଠପଢ଼ା ଶେଷ କର
ଓଡ଼ିଶାଲାଇଭ୍ ବ୍ୟୁରୋ
ୟୁକ୍ରେନ୍ରେ ମେଡିକାଲ ପାଠପଢା ଅଧାରୁ ଛାଡ଼ିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ରୁଷ ଆସି ପାଠପଢ଼ା ସାରିବାକୁ ରୁଷ ସରକାର ପ୍ରସ୍ତାବ ଦେଇଛନ୍ତି। ଚେନ୍ନାଇରେ ରୁଷର ବାଣିଜ୍ୟିକ ଦୂତ ଓଲେଗ ଅବଦିଭ ଏହା କହିଛନ୍ତି।
ଓଲେଗ...





















