Independence Day

ସୁନ୍ଦରଗଡ଼ ଜିଲ୍ଲାରେ ‘ମାଣ୍ଡିଆ ଦିବସ’: ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ନେଇ ସ୍ୱତନ୍ତ୍ର ମେଳା, ଛାତ୍ରଛାତ୍ରୀଙ୍କ ଭିତରେ ସ୍ଲୋଗାନ ପ୍ରତିଯୋଗିତା

ଓଡ଼ିଶାଲାଇଭ୍ ବ୍ୟୁରୋ ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟକୁ ଅଧିକ ଲୋକପ୍ରିୟ କରିବା ପାଇଁ ରାଜ୍ୟ ସରକାର ମାର୍ଗଶିର ମାସର ପ୍ରଥମ ଗୁରୁବାରକୁ ‘ମାଣ୍ଡିଆ ଦିବସ’ ଭାବେ ପାଳନ କରିଛନ୍ତି। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ...

ୟୁସିସିଆଇ ମହିଳା ଫୋରମ ଏବଂ ଲକ୍ଷ୍ୟ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ପକ୍ଷରୁ ବାଗଲପୁର ହାଇସ୍କୁଲରେ ୮ ଦିନିଆ କମ୍ପ୍ୟୁଟର...

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ (ୟୁସିସିଆଇ) ମହିଳା ଫୋରମ ଏବଂ ଲକ୍ଷ୍ୟ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ମିଳିତ ଆନୁକୂଲ୍ୟରେ ଜଗତସିଂହପୁରର ବାଗଲପୁର ହାଇସ୍କୁଲଠାରେ ୮ ଦିନିଆ କମ୍ପ୍ୟୁଟର ପ୍ରଶିକ୍ଷଣ...

ଓଡ଼ିଶାର ୩ ନୂଆ ହକି ଟର୍ଫକୁ ମିଳିଲା ଏଫଆଇଏଚ୍ ସାର୍ଟିଫିକେଟ୍ : ସୁନ୍ଦରଗଡ଼ର ୨ ଓ ସମ୍ବଲପୁରର ୧

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଭିନ୍ନ ହକି ଗ୍ରାଉଣ୍ଡରେ ଥିବା ଟର୍ଫଗୁଡ଼ିକୁ ଏଫ୍‌ଆଇଏଚ୍ ମାନ୍ୟତା ପ୍ରଦାନ କରିଛି। ଏଫଆଇଏଚ୍ ବିଭିନ୍ନ ଦେଶର ହକି ଟର୍ଫଗୁଡ଼ିକୁ ମାନ୍ୟତା ଦେଇଆସୁଛି। ଏହା ଦ୍ୱାରା ଉଚ୍ଚମାନର ହକି ପଡ଼ିଆ ନିର୍ମାଣ...

ଖବରକାଗଜ ସଂଗ୍ରାହକ ଶଶାଙ୍କ ଶେଖରଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ପ୍ରାମାଣିକ ଚଳଚ୍ଚିତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଖବରକାଗଜ ସଂଗ୍ରାହକ ଓଡ଼ିଆ ପୁଅ ଶଶାଙ୍କ ଶେଖର ଦାଶଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ପ୍ରମାଣିକ ଚଳଚ୍ଚିତ୍ର। ଶଶାଙ୍କ ଦାଶଙ୍କ ଜୀବନୀକୁ ନେଇ ଖୁବଶୀଘ୍ର ‘ଦି ପେପରମ୍ୟାନ’ ନାମକ ପ୍ରମାଣିକ ଚଳଚ୍ଚିତ୍ର...

ଜାଣନ୍ତୁ ବିରେନ ମିଶ୍ରଙ୍କ ଲଣ୍ଡା ମୁଣ୍ଡ ପଛର କାହାଣୀ !

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=2NolvDFFD-U] “ମୋର ଆଉ ମନେ ପଡ଼ୁନି ମୁଣ୍ଡରେ ଚୁଟି ଥିବାବେଳେ ମୁଁ କେମିତି ଦେଖାଯାଉଥିଲି। ଛୋଟବେଳେ ପତଳା ଓ ଗୋରା ଥିଲି। ସେତେବେଳେ ହିପ୍ପି ଷ୍ଟାଇଲ ବହୁତ ଚାଲିଥିଲା। ମୋର ଲମ୍ବା...

ଟି-୨୦ ବିଶ୍ୱକପ୍‌ : ଭାରତକୁ ୧୦ ଓ୍ଵିକେଟରେ ପରାସ୍ତ କଲା ଇଂଲଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଟି-୨୦ ବିଶ୍ୱକପ୍‌ ୨୦୨୨ର ଦ୍ଵିତୀୟ ସେମିଫାଇନାଲରେ ଆଜି ଇଂଲଣ୍ଡ ୧୦ ୱିକେଟରେ ଭାରତକୁ ପରାସ୍ତ କରିଛି। ଏହି ପରାଜୟ ସହ ଭାରତର ବିଶ୍ୱକପ୍‌ ଯାତ୍ରା ଶେଷ ହୋଇଛି। ଟସ୍‌ ଜିତି  ପ୍ରଥମେ ବୋଲିଂ...

ମାର୍ଗଶିର ମାସ ପ୍ରଥମ ଗୁରୁବାର: ଆଜି ଓଡ଼ିଶା ପାଳୁଛି ‘ମାଣ୍ଡିଆ ଦିବସ’

ଓଡ଼ିଶାଲାଇଭ୍ ବ୍ୟୁରୋ ମାର୍ଗଶିର ମାସ ପ୍ରଥମ ଗୁରୁବାର ସାରା ରାଜ୍ୟରେ ପାଳନ କରାଯାଉଛି ‘ମାଣ୍ଡିଆ ଦିବସ’। ପ୍ରଥମ ଥର ଲାଗି ଏହାକୁ ରାଜ୍ୟର ସମସ୍ତ ଜିଲ୍ଲାରେ ପାଳନ କରାଯାଉଛି। ମାଣ୍ଡିଆ ଚାଷର ପ୍ରଚାର ଏବଂ...

ଦୁଇଦିନ ମଧ୍ୟରେ ବଢ଼ିବ ଶୀତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବଢ଼ିବ ଥଣ୍ଡାର ପରିମାଣ। ଆସନ୍ତା ୧୨ ତାରିଖ ପରେ ରାତିରେ ପାରଦ ଖସିବା ସହ ଶୀତ ବଢ଼ିବ। ରାଜ୍ୟରେ ପାରଦ ୨ରୁ ୩ ଡିଗ୍ରୀ ଖସିପାରେ ବୋଲି ପୂର୍ବାନୁମାନ କରାଯାଇଛି...

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆଜି ମିଳିବେ କଂସ ମହାରାଜ

ଓଡ଼ିଶାଲାଇଭ୍ ବ୍ୟୁରୋ (ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଚୟନ ପ୍ରକ୍ରିୟା ଚାଲିଛି। ବିଭିନ୍ନ ଚରିତ୍ର ପାଇଁ ଦୁଇଟି ପର୍ଯ୍ୟାୟରେ ଚୟନ କାର୍ଯ୍ୟ ଶେଷ ହୋଇଥିବାବେଳେ ଆଜି...

ବ୍ରିଟେନ ହାଇକୋର୍ଟରେ ପଳାତକ ନୀରବ ମୋଦୀଙ୍କ ଆବେଦନ ଖାରଜ

ଓଡ଼ିଶା ଲାଇଭ୍ ବ୍ୟୁରୋ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ (ପିଏନବି) ମହାଘୋଟଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀଙ୍କୁ ବଡ଼ ଝଟକା। ନିଜର ଭାରତ ପ୍ରତ୍ୟର୍ପଣ ବିରୋଧରେ ବ୍ରିଟେନର ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରିଦେଇଛନ୍ତି। ଏଥିରେ...