Independence Day

ଧାମନଗର ବିଧାନସଭା ଉପନିର୍ବାଚନ: ବାଜି ମାରିଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ କଳ୍ପନା ଜଳ୍ପନାର ଅନ୍ତ ହେଲା। ଧାମନଗର ବିଧାନସଭା ଉପନିର୍ବାଚନରେ ବାଜି ମାରିଲେ ବିଜେପି ପ୍ରାର୍ଥୀ ସର୍ଯ୍ୟବଂଶୀ ସୂରଜ। ଏହି ଉପନିର୍ବାଚନରେ ସୂର୍ଯ୍ୟବଂଶୀ ସୂରଜ ୮୦,୩୫୧ ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି...

ଧାମନଗର ବିଧାନସଭା ଉପନିର୍ବାଚନ: କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଭୋଟ ଗଣତି, ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗରେ

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋଲିଲା ସିଲ ହୋଇଥିବା ଇଭିଏମ ମେସିନ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୮ରୁ ଆରମ୍ଭ ହୋଇଛି ଭୋଟ ଗଣତି। ଭଦ୍ରକ ସଂସ୍କୃତି ଭବନରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି। ୧୪ଟି ଟେବୁଲରେ,...

ନୟାଗଡ଼: ଗୟଳ ଆକ୍ରମଣରେ ପ୍ରାଣ ହରାଇଲେ ଛେଳି ଚରାଳି ଗଙ୍ଗାଧର ନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୟଳ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଗଙ୍ଗାଧର ନାୟକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ନୟଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ କୋରପିଠା ଗ୍ରାମର ଗଙ୍ଗାଧର ନାୟକ ଶୁକ୍ରବାର ଦିନ ଶୁଳିଆ ସଂରକ୍ଷିତ ଜଙ୍ଗଲକୁ...

ପାଖେଇ ଆସୁଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ୩ ଦିନ ଧରି ଚାଲିବ କଳାକାର ଚୟନ ପ୍ରକ୍ରିୟା

ଓଡ଼ିଶାଲାଇଭ୍ ବ୍ୟୁରୋ ପାଖେଇ ଆସୁଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାକୁ ୭୫ ବର୍ଷ ପୂର୍ଣ୍ଣ ହେବ। ଏହି ଅବସରରେ ବରଗଡ଼ ଧନୁଯାତ୍ରା କମିଟି ପକ୍ଷରୁ ପାଳନ କରାଯିବ ହୀରକ...

ନଭେମ୍ବର ୨୩ରୁ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା: ଆଜିଠୁ ଡାଉନଲୋଡ କରିହେବ ଆଡମିଟ କାର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା। ଏହି ପରୀକ୍ଷା ୨୩ରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ନେଇ ଶୁକ୍ରବାର ଦିନ ବୋର୍ଡ...

କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ପ୍ରୋ-ଲିଗ: ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା ଏଫଆଇଏଚ୍‌ ‌ପ୍ରୋ-ଲିଗରେ ଆଜି ସନ୍ଧ୍ୟାରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତୀୟ ଟିମ୍। ସନ୍ଧ୍ୟା ୭ଟାରେ ମୁହାଁମୁହିଁ ହେବେ ଉଭୟ ଦଳ। ଭାରତୀୟ ଦଳ ହରମାନପ୍ରୀତ ସିଂହ ଅଧିନାୟିକତ୍ଵରେ...

ଗୁଜରାଟ ବିଧାନସଭା ନିର୍ବାଚନ: ଇସୁଦାନ ଗଢ଼ଭୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆପ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ଗୋଟିଏ ଦିନ ପରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଆମ ଆଦମୀ ପାର୍ଟି(ଆପ)। ଆପର ରାଷ୍ଟ୍ରୀୟ ସଂଯୋଜକ ତଥା...

ନିୟୁ ଇଣ୍ଡିଆ ଲିଟେରାସିରେ ଯୋଡ଼ି ହେବ ଓଡ଼ିଶାର ୭ଟି ଜିଲ୍ଲା

ଓଡ଼ିଶାଲାଇଭ୍ ବ୍ୟୁରୋ ନିୟୁ ଇଣ୍ଡିଆ ଲିଟେରାସି କାର୍ଯ୍ୟକ୍ରମରେ ଯୋଡ଼ି ହେବ ଓଡ଼ିଶାର ୭ଟି ଜିଲ୍ଲା। ସାକ୍ଷରତା କ୍ଷେତ୍ରରେ ପଛରେ ପଡ଼ିଥିବା ଜିଲ୍ଲାଗୁଡ଼ିକରେ ସାକ୍ଷରତା ହାର ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି...

ଦୂଷିତ ବାୟୁରେ ହନ୍ତସନ୍ତ ଦିଲ୍ଲୀବାସୀ: ସ୍କୁଲ ବନ୍ଦ କଲେ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାୟୁ ପ୍ରଦୂଷଣରେ ହନ୍ତସନ୍ତ ଦିଲ୍ଲୀବାସୀ। ସ୍ଥିତି ଏତେ ବିଗିଡ଼ିଗଲାଣି ଯେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି। ସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ...

ବାବା ଧବଳେଶ୍ଵରଙ୍କ ଚନ୍ଦ୍ରଚୂଡ଼ ବେଶ: ଭର୍ଚୁଆଲରେ ଦର୍ଶନ କରୁଛନ୍ତି ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭର୍ଚୁଆଲରେ ଚାଲିଛି ବାବା ଧବଳେଶ୍ୱରଙ୍କ ଚନ୍ଦ୍ରଚୂଡ଼ ବେଶ ଦର୍ଶନ। ଦୁଇ ବର୍ଷ ପରେ ବି ଏ ବର୍ଷ ମଧ୍ୟ ପୀଠକୁ ଯାଇ ବାବାଙ୍କ ଦର୍ଶନ କରିପାରି ନାହାନ୍ତି ଭକ୍ତ। ଯାହାକୁ ନେଇ...