Independence Day

ଗୋଟିଏ ଗଛରୁ ଦୁଇ ଜଣଙ୍କ ଝୁଲନ୍ତା ଶବ ଉଦ୍ଧାର କଲା ବୋରିଗୁମ୍ମା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଗୋଟିଏ ଗଛରୁ ଦୁଇଜଣଙ୍କର ଝୁଲନ୍ତା ଶବ ଉଦ୍ଧାର କରିଛି ପୋଲିସ। ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଆଉଳି ଗାଁ ନିକଟରେ। ଆଉଳି ଗାଁ...

ଆଜିଠୁ ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା: ପ୍ରଥମ ଦିନରେ ପ୍ରବଳ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା। କୋଭିଡ ମହାମାରୀର ଦୁଇ ବର୍ଷ ପରେ ବାଲିଯାତ୍ରା ଆୟୋଜନ କରାଯାଇଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। କେବଳ କଟକ...

ଛତିଶଗଡ଼ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ: ଜେଲରୁ ବାହାରିଲେ ଅନୁପ ସାଏ

ଓଡ଼ିଶାଲାଇଭ୍ ବ୍ୟୁରୋ ଜେଲରୁ ବାହାରିଲେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ। ଛତିଶଗଡ଼ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ଆଧାରରେ ସେ ବିଲାସପୁର ଜେଲରୁ ବାହାରିଛନ୍ତି। କଳ୍ପନା ଦାସ ଏବଂ ତାଙ୍କ ଝିଅ ପ୍ରଭାତୀ ଦାସ...

ମିଶନ ପଦ୍ମପୁର ବିଧାନସଭା ଉପନିର୍ବାଚନ: ୬ ମନ୍ତ୍ରୀଙ୍କୁ ଦାୟିତ୍ୱ ବାଣ୍ଟିଲା ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ଧାମନଗର ବିଧାନସଭା ଉପନିର୍ବାଚନ, ଏବେ ମିଶନ ପଦ୍ମପୁର। ଧାମନଗରରେ ବିଜେଡିର ପରାଜୟ ପରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ହଟ୍ଟଚମଟ। ଏଥର କିନ୍ତୁ ପଦ୍ମପୁରରେ ବିଜୟ ଲାଭ କରିବାକୁ ରଣନୀତି...

ଚନ୍ଦ୍ରଗ୍ରହଣରେ ଖାଦ୍ୟ ଭକ୍ଷଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ: ପରିସ୍ଥିତି ନିୟନ୍ତ୍ରଣ ପାଇଁ ଲାଠି ଚଳାଇଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଭକ୍ଷଣକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦେତୁବାଦୀ ଏବଂ ପରମ୍ପରାବାଦୀ। ମଙ୍ଗଳବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଚନ୍ଦ୍ରଗ୍ରହଣରେ...

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଓଡ଼ିଶାବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଶାର ପୂର୍ବ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଏହି ଅବସରରେ ଡଙ୍ଗା ଭସାଣି କରିଛନ୍ତି ଓଡ଼ିଶାବାସୀ। ‘ଆକା ମା ବୈ, ପାନ ଗୁଆ ଥୋଇ,...

ବାଲିଯାତ୍ରା ଉତ୍ସବ- ୨୦୨୨: କଟକ ସହରରେ ଟ୍ରାଫିକ ବ୍ୟବସ୍ଥା, ଜାଣନ୍ତୁ କେଉଁଠି ରଖିବେ ଗାଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ବର ୮ ତାରିଖରୁ ପ୍ରସିଦ୍ଧ କଟକ ବାଲିଯାତ୍ରା ଉତ୍ସବ ୨୦୨୨। ଏହି ସମୟରେ ଭିଡ଼ ବଢ଼ିବାର ସମ୍ଭାବନା ଥିବାରୁ ଲୋକଙ୍କ ଗମନାଗମନର ସୁବିଧା ନିମନ୍ତେ କମିଶନରେଟ ପୋଲିସ ପକ୍ଷରୁ କଟକ ସହର...

ଭୁବନେଶ୍ଵର ବାଲିଯାତ୍ରା ପାଇଁ ଚଳଚଞ୍ଚଳ କୁଆଖାଇ ନଦୀ ପଠା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ବାଲିଯାତ୍ରା ପାଇଁ କୁଆଖାଇ ନଦୀ ପଠା ଏବେ ଚଳଚଞ୍ଚଳ ହୋଇପଡ଼ିଛି। ନଭେମ୍ବର ୮ ତାରିଖରୁ ଆକର୍ଷଣୀୟ ଲାଇଟରେ ଝଲସି ଉଠିବ ବାଲିଯାତ୍ରା ପଡ଼ିଆ। ରାସ୍ତାରେ ଲାଇଟ୍, ପଡ଼ିଆରେ ହାଇମାକ୍ସ ଲାଇଟ୍...

ନଭେମ୍ବର ୧୪ରୁ ଯୁକ୍ତ ୨ ପରୀକ୍ଷା ପାଇଁ ଫର୍ମ ପୂରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୩ ମସିହାରେ ହେବାକୁ ଥିବା ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂକଳ ପରୀକ୍ଷା ଲାଗି ଆସନ୍ତା ୧୪ ତାରିଖରୁ ଫର୍ମ ପୂରଣ କାର୍ଯ୍ୟ ଆରମ୍ଭ ହେବ। ଏ ନେଇ...

ଆଉ ନାହାନ୍ତି ବିଶିଷ୍ଟ ଗୀତିକାର ନିମାଇଁ ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଓଡ଼ିଆ ସଙ୍ଗୀତ ଜଗତର ସ୍ଵନାମଧନ୍ୟ ଗୀତିକାର ନିମାଇଁ ମହାନ୍ତିଙ୍କର ଦେହାନ୍ତ ହୋଇଛି। କେବଳ ମୟୂରଭଞ୍ଜ ଜିଲ୍ଲା ନୁହେଁ ଓଡ଼ିଶା ହରାଇଛି ଜଣେ ବିଶିଷ୍ଟ ଗୀତିକାରଙ୍କୁ। ବାରିପଦା ପୁରୁଣା...