Independence Day

ଓଡ଼ିଶାର ହେଲ୍‌ଥ ଟେକ୍‌ ଷ୍ଟାର୍ଟଅପ୍‌ ‘କିଓର ବେ’କୁ ମିଳିଲା ୫୦ କୋଟି ଟଙ୍କାର ନିବେଶ

ଓଡ଼ିଶାଲାଇଭ୍ ବ୍ୟୁରୋ  ଓଡ଼ିଶାର ଅଗ୍ରଣୀ ହେଲ୍‌ଥ ଟେକ୍‌ ଷ୍ଟାର୍ଟଅପ ‘କିଓର ବେ’ ଏହାର  ପ୍ରଥମ ବା ସିରିଜ-ଏ ନିବେଶ ଭାବେ ୫୦ କୋଟି ଟଙ୍କା ପାଇଛି। ଏଲେଭର ଇକ୍ଵିଟି ଏହି ନିବେଶ କରିଛି। ଏହି ନିବେଶ ଯୋଗୁଁ ‘କିଓର ବେ’...

ଆସ ବୁଲିଯିବା କୁଆଖାଇ ନଦୀପଠାରେ ‘ଆମ ବାଲିଯାତ୍ରା’

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହେଲା ‘ଆମ ବାଲିଯାତ୍ରା’। ଭୁବନେଶ୍ୱର କୁଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆରେ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଛି ଏ ବର୍ଷର ବାଲିଯାତ୍ରା। ଦୁଇ ବର୍ଷ ପରେ ଭୁବନେଶ୍ୱରରେ ବାଲିଯାତ୍ରାର ଆୟୋଜନ କରାଯାଇଥିବାରୁ...

ଟି-୨୦ ବିଶ୍ଵକପ୍ : ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପାକିସ୍ତାନ

ଓଡ଼ିଶା ଲାଇଭ୍ ବ୍ୟୁରୋ ଟି-୨୦ ବିଶ୍ୱକପ୍‌ ୨୦୨୨ର ପ୍ରଥମ ସେମିଫାଇନାଲ ମ୍ୟାଚରେ ଆଜି ପାକିସ୍ତାନ ୭ ଓ୍ଵିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଟସ୍‌ ଜିତି  ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ।...

ଜାତୀୟ ଫ୍ଲୋରେନ୍ସ ନାଇଟାଙ୍ଗଲ ସମ୍ମାନ-୨୦୨୧: ଓଡ଼ିଶାର ୩ ଜଣ ସମ୍ମାନିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନର୍ସମାନଙ୍କୁ ‘ଜାତୀୟ ଫ୍ଲୋରେନ୍ସ ନାଇଟାଙ୍ଗଲ’ ସମ୍ମାନ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୧ ମସିହା...

ପଦ୍ମପୁର ଉପନିର୍ବାଚନ: ବିଜେପିର ପୋଷ୍ଟର ବୟ ହେବେ ସୂର୍ଯ୍ୟବଂଶୀ ସୂରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ଧାମନଗର ବିଧାନସଭା ଉପନିର୍ବାଚନ, ଏବେ ପଦ୍ମପୁର ଉପନିର୍ବାଚନ ଲାଗି ଚାଲିଛି କସରତ। ଧାମନଗରରେ ବିଜେପିର ବିୟଜ ପରେ ଏବେ ପଦ୍ମପୁର ଆସନ ଜିତିବାକୁ ଆଶା ବାନ୍ଧିଛି ବିଜେପି। ଏହି ଉପନିର୍ବାଚନରେ...

କାହିଁକି ହୁଏ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ?

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=f8mk0SFS3rk]ସୂର୍ଯ୍ୟ ଏକ ବିରାଟ ବଡ଼ ଗ୍ୟାସୀୟ ପିଣ୍ଡୁଳା ଏବଂ ଏକ ନକ୍ଷତ୍ର ମଧ୍ୟ। ସୂର୍ଯ୍ୟ ଚାରିପାଖରେ ପୃଥିବୀ ସମେତ ୮ଟି ଗ୍ରହ ଘୁରି ବୁଲୁଛନ୍ତି ଏବଂ ପୃଥିବୀ ଚାରିପାଖରେ ଏହାର...

ଶପଥ ନେଲେ ଧାମନଗର ନୂଆ ବିଧାୟକ ସୂର୍ଯ୍ୟବଂଶୀ ସୂରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଶପଥ ନେଲେ ଧାମନଗରର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୁରଜ। ବିଧାନସଭାରେ ନୂଆ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ।...

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡି ଓ୍ୱାଇ ଚନ୍ଦ୍ରଚୂଡ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି(ସିଜେଆଇ) ହେଲେ ଜଷ୍ଟିସ ଡି ଓ୍ୱାଇ ଚନ୍ଦ୍ରଚୂଡ। ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଚନ୍ଦ୍ରଚୂଡ ବୁଧବାର ଦିନ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ...

ନେପାଳରେ ଭୂମିକମ୍ପ ନେଲା ୬ ଜୀବନ, ଥରିଲା ଉତ୍ତର ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୂମିକମ୍ପରେ ଥରିଲା ୩ ଦେଶ । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧ଟା ୫୭ ମିନିଟ୍‌ରେ ଭାରତ, ଚୀନ ଓ ନେପାଳରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଯାହାଫଳରେ ଭାରତ, ଚୀନ...

ବରଗଡ଼ ଧନୁଯାତ୍ରା: କଳାକାର ଚୟନ ପ୍ରକ୍ରିୟା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ (ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ଆସନ୍ତା ଡିସେମ୍ବର ୨୭ ତାରିଖରୁ ୨୦୨୩ ଜାନୁଆରି ୬ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ...