ୱାଲଟେୟର ଡିଭିଜନରେ ରେଳବାଇ ଭିତ୍ତିଭୂମିର ବିକାଶ ପାଇଁ ୩ ରାଜ୍ୟର ସଂସଦୀୟ କମିଟି ବୈଠକ ବିଶାଖାପାଟଣାରେ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ପୂର୍ବତଟ ରେଳବାଇର ୱାଲଟେୟର ଡିଭିଜନରେ ରେଳବାଇ ଭିତ୍ତିଭୂମିର ବିକାଶକୁ ନେଇ ସଂସଦୀୟ କମିଟି (ଉଭୟ ଲୋକସଭା ଏବଂ ରାଜ୍ୟସଭା) ବୈଠକ ବିଶାଖାପାଟଣାଠାରେ ପୂର୍ବତଟ ରେଳ ବିଭାଗର...
ପୁଣି ଓଡ଼ିଶାକୁ ବାତ୍ୟା ଭୟ: ୭ ଜିଲ୍ଲାକୁ ସତର୍କ ରହିବା ଲାଗି ପରାମର୍ଶ ଦେଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଓଡ଼ିଶାକୁ ବାତ୍ୟା ଭୟ। ପ୍ରତି ବର୍ଷ ଅକ୍ଟୋବର ମାସ ଆସିଲେ ବାତ୍ୟାକୁ ନେଇ ଆତଙ୍କିତ ହୋଇପଡ଼ନ୍ତି ଓଡ଼ିଶାବାସୀ। କାରଣ ଏହି ମାସରେ ଲୋକେ ଦେଖିଛନ୍ତି ବାତ୍ୟାର ପ୍ରକୋପ। ଚଳିତ ମାସରେ...
ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ରୋକିବା ଏବଂ କିଶୋରୀ ବାଳିକାଙ୍କ ସ୍କୁଲ ମୁହାଁ କରିବା ଲାଗି ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ବାଲ୍ୟ...
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ରୋକିବା ଏବଂ ସବୁ କିଶୋରୀ ବାଳିକାଙ୍କୁ ସ୍କୁଲ ଯିବା ଲାଗି ପ୍ରୋତ୍ସାହିତ କରିବା ପାଇଁ ବ୍ୟାପକ ସଚେତନତା କରାଯିବ। ବୁଧବାର ଦିନ ସୁନ୍ଦରଗଡ଼ସ୍ଥିତ ପ୍ରଗତି...
ସମ୍ପ୍ରସାରଣ ହେବ ମୁମ୍ବାଇ ଓଡ଼ିଶା ଭବନ: ମୁଖ୍ୟମନ୍ତ୍ରୀ କଲେ ଭିତ୍ତିପ୍ରସ୍ତର ସ୍ଥାପନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ପ୍ରସାରଣ ହେବ ମୁମ୍ବାଇସ୍ଥିତ ଓଡ଼ିଶା ଭବନ। ଏଥିଲାଗି ବୁଧବାର ଦିନ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବିଭିନ୍ନ କାର୍ଯ୍ୟରେ ମୁମ୍ବାଇ ଆସୁଥିବା ସରକାରୀ ଅଧିକାରୀ ଓ ଜନସାଧାରଣଙ୍କୁ ମୁମ୍ବାଇ ମେଟ୍ରୋ...
ସଫଳତା ପାଇବାକୁ ହେଲେ ରିସ୍କ ନେବାକୁ ପଡ଼ିବ – ତପତି ରାଜ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=GEJCHzJ0DBU]
ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ପ୍ରଥମ ଚେଷ୍ଟାରେ ଦଶମ ରାଙ୍କରେ ରହିଛନ୍ତି କଟକ ନିଆଳିର ତପତି ରାଜ। ଓସିଏସ ପରୀକ୍ଷା ପ୍ରସ୍ତୁତି ପାଇଁ ଭଲ ଦରମାରେ ଚାକିରି କରୁଥିବା ତପତିଙ୍କୁ...
କଂଗ୍ରେସକୁ ମିଳିଲା ଅଣଗାନ୍ଧୀ ଅଧ୍ୟକ୍ଷ: ମଲ୍ଲିକାର୍ଜୁନ ଖଡଗେ ଧରିବେ ଜାତୀୟ କଂଗ୍ରେସର ମଙ୍ଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁ କଳ୍ପନା ଜଳ୍ପନାର ଅନ୍ତଘଟିଛି। ଶେଷରେ କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ହୋଇଥିବା ନିର୍ବାଚନରେ ବିଜୟୀ ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ। ଅଧ୍ୟକ୍ଷ ନିର୍ବାଚନରେ ମଲ୍ଲିକାର୍ଜୁନ ଖଡଗେ ୭,୮୯୭ ଖଣ୍ଡ ଭୋଟ ପାଇ...
ବିଜେଡିରୁ ରାଜେନ୍ଦ୍ର ଦାସ ବହିଷ୍କୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ବୁଧବାର ଦିନ ତାଙ୍କୁ ବିଜେଡିରୁ ବହିଷ୍କାର କରିଛି ଦଳ। ଧାମନଗର ବିଧାନସଭା ଉପନିର୍ବାଚନ...
ଫୁଟବଲ ଖେଳ ପ୍ରତି ଆଗ୍ରହ ବଢ଼ାଇବା ପାଇଁ ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ ଆନ୍ତଃସ୍କୁଲ ଟୁର୍ଣ୍ଣାମେଣ୍ଟ: ବାଳକ ବର୍ଗରେ କୋଇଡ଼ା ଏବଂ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଚାଲିଛି ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ। ଏହି ଅବସରରେ ପ୍ରତି ଜିଲ୍ଲାରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଏହି...
କୋରାପୁଟ: ନାବାଳକ ହତ୍ୟା ଅଭିଯୋଗରେ ୩ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଜଣେ ନାବାଳକକୁ ହତ୍ୟା କରି ପୋଖରୀରେ ଫୋପାଡ଼ିବା ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କୋରାପୁଟ ଜିଲ୍ଲା ବିସିଂହପୁର ଥାନା ପୋଲିସ। ଏ ନେଇ ମଙ୍ଗଳବାର ଦିନ ଏକ...
କଳିଙ୍ଗ ବେଙ୍ଗାଳୁରୁ ଫାଉଣ୍ଡେସନ ପକ୍ଷରୁ ବାହାରିନ ଓଡ଼ିଆ ସମାଜ ପ୍ରତିଷ୍ଠାତା ସଭାପତି ଡକ୍ଟର ଅରୁଣ ପ୍ରହରାଜଙ୍କୁ ଶ୍ରମବନ୍ଧୁ ସମ୍ମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାରିନ ଓଡ଼ିଆ ସମାଜ ପ୍ରତିଷ୍ଠାତା ସଭାପତି ଡକ୍ଟର ଅରୁଣ ପ୍ରହରାଜଙ୍କୁ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ବେଙ୍ଗାଳୁରୁଠାରେ ସ୍ଥାପିତ କଳିଙ୍ଗ ବେଙ୍ଗାଳୁରୁ ଫାଉଣ୍ଡେସନ ପକ୍ଷରୁ ‘ଶ୍ରମବନ୍ଧୁ ସମ୍ମାନ’ରେ ସମ୍ମାନିତ କରାଯାଇଛି। ପ୍ରବାସୀ...





















