ସମ୍ ହସ୍ପିଟାଲ ପକ୍ଷରୁ ପାଳନ ହେଲା ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାମ୍ପ୍ରତିକ ପ୍ରତିକୂଳ ଅବସ୍ଥାରେ ମାନସିକ ସନ୍ତୁଳନ ବଜାୟ ରଖିବା ଏକ କଷ୍ଟକର ବିଷୟ। ମାତ୍ର ଏହି ସମସ୍ୟାର ସଫଳ ସମାଧାନର ଆବଶ୍ୟକତା ରହିଛି ବୋଲି ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ୍ ଆଣ୍ଡ...
ରୋବର୍ଟ କରୁଛି ଦେବୀ ପୂଜା
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ପୂଜକ ଏବଂ ଶ୍ରଦ୍ଧାଳୁ ଦେବଦେବୀଙ୍କ ପୂଜା କରିବା କଥା ସମସ୍ତେ ଜାଣନ୍ତି। କିନ୍ତୁ ଗୋଟିଏ ରୋବର୍ଟ ଠାକୁରଙ୍କ ପୂଜା କରୁଥିବା ଦୃଶ୍ୟ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ...
ଜୟପୁର: ପୋଢ଼ ଆକ୍ରମଣରେ ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ପୋଢ଼ ଆକ୍ରମଣରେ ଜଣେ ଅଙ୍ଗଳବାଡ଼ି କର୍ମୀଙ୍କର ମୃତ୍ୟୁ ହୋଇଛି। ଏହିଭଳି ଅଭାବନୀୟ ଘଟଣା ଘଟିଛି ଜୟପୁର ସଦର ଥାନା ଅନ୍ତର୍ଗତ ଫାମ୍ପୁଣି ଗ୍ରାମରେ। ମୃତକ ହେଲେ ବୃନ୍ଦାବତୀ ପରଜା।
ବୃନ୍ଦାବତୀ ବୁଧବାର...
ଦିନେ କୁଖ୍ୟାତ ମାଓବାଦୀ ନେତ୍ରୀ ଥିଲେ, ଆଜି ଡକ୍ଟରେଟ୍ ଉପାଧି ପାଇଲେ ସିଥକ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଦିନେ କୁଖ୍ୟାତ ମାଓବାଦୀ ନେତ୍ରୀ ଥିଲେ ତେଲେଙ୍ଗାନା ରାଜ୍ୟର ମୁଲୁଗୁ ବିଧାୟିକା ଦାନସାରି ଅନୁସୂୟା(ଛଦ୍ମନାମ ସିଥକ୍କା)। ତାଙ୍କ ନାଁ ଶୁଣିଲେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି...
ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ଼ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ଼ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି(ସିଜେଆଇ)। ଏ ନେଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ୟୁ ୟୁ ଲଳିତ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି। ଆସନ୍ତା ନଭେମ୍ବର...
ଧାମନଗର ବିଧାନସଭା ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ। ଦଳୀୟ ବିଧାୟକ, କର୍ମୀ ଏବଂ ସମର୍ଥକଙ୍କ ଗହଣରେ ନିରାଡ଼ମ୍ବର ଭାବେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳାୟରେ ପହଞ୍ଚି...
ହବିଷ୍ୟାଳିଙ୍କ ପାଇଁ ‘ବୃନ୍ଦାବତୀ ନିବାସ’ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ହବିଷ୍ୟାଳି ମା'ଙ୍କ କାର୍ତ୍ତିକ ବ୍ରତ ଆରମ୍ଭ
ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଲେ ହବିଷ୍ୟାଳି
ପୁରୀରେ ହବିଷ୍ୟାଳି ମା’ମାନଙ୍କର କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି। ଏଣିକି ସେମାନଙ୍କର ଖାଇବା ଏବଂ ରହିବା...
ବଣ୍ଟା ହେଲା ନିଗମ ଓ ବୋର୍ଡ ଦାୟିତ୍ଵ: ପ୍ରସନ୍ନ ପାଟଶାଣୀ ଓ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ହେଲେ ଯୋଜନା...
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରାୟ ୫ ମାସର ପ୍ରତୀକ୍ଷାର ଅନ୍ତ ଘଟିଲା। ରାଜ୍ୟର ବିଭିନ୍ନ ନିଗମ ଏବଂ ବୋର୍ଡରେ ଅଧ୍ୟକ୍ଷ, ଉପଦେଷ୍ଟା ଏବଂ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ...
ମୁଲାୟମ ସିଂ ଯାଦବ: ଶିକ୍ଷକରୁ ସଫଳ ରାଜନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ସମାଜବାଦୀ ପାର୍ଟି ସଂସ୍ଥାପକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କର ରାଜନୈତିକ ଯାତ୍ରା ପୁରା ଦମଦାର ଥିଲା। ଶିକ୍ଷକତାରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ମୁଲାୟମ ସିଂ ସଫଳ...
ନବରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୁଢ଼ କୁଢ଼ ଆବର୍ଜନା
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଉପଜିଲ୍ଲାପାଳ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ନିକଟରେ ଦୀର୍ଘ ଦିନ ହେବ ଜମି ରହିଛି କୁଢ଼ କୁଢ଼ ଆବର୍ଜନା। ଏଥିଯୋଗୁଁ...





















