Independence Day

ନିଷ୍ଠାର ସହ ଚେଷ୍ଟା କଲେ ସଫଳତା ନିଶ୍ଚୟ ମିଳିବ – ଶୁଭଙ୍କରୀ ସୁଦେଷ୍ଣା ଦାଶ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=KYQpcX-gacE] ବିଫଳତାରେ ଭାଙ୍ଗି ନପଡ଼ି ଧୈର୍ଯ୍ୟର ସହ ପରିସ୍ଥିତକୁ ସାମ୍ନା କରିବା ଏବଂ ସଫଳ ହେବା ପର୍ଯ୍ୟନ୍ତ ବାରମ୍ବାର ଚେଷ୍ଠା କରିବା। ନିଷ୍ଠାର ସହ ଚେଷ୍ଟା ଜାରି ରଖିଲେ ସଫଳତା ନିଶ୍ଚୟ...

ସୁନ୍ଦରଗଡ଼ ଜିଲ୍ଲା ବଣାଇଁରୁ ଆରମ୍ଭ ହେଲା ଜୋନାଲ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ଭିତରେ ଫୁଟବଲ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ପ୍ରଶାସନ ପକ୍ଷରୁ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଉଛି। ଏନେଇ ବୁଧବାରଠାରୁ ୧୭ ବର୍ଷରୁ କମ୍ ବାଳକ...

ଧାମନଗର ବିଧାନସଭା ଉପନିର୍ବାଚନ: ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କଲା ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ କଳ୍ପନା ଜଳ୍ପନାର ଅନ୍ତତ ଘଟିଲା। ଶେଷରେ ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି। ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଲଢ଼ିବେ ଧାମନଗର ନିର୍ବାଚନ ଲଢ଼େଇ।...

ଆଇଏଏସ ରବୀନ୍ଦ୍ରନାଥ ସାହୁ ନୟାଗଡ଼ର ନୂତନ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲାର ନୂତନ ଜିଲ୍ଲାପାଳ ହେଲେ ରାଜ୍ୟର ବରିଷ୍ଠ ଆଇଏଏସ ଅଫିସର ରବୀନ୍ଦ୍ର ନାଥ ସାହୁ। ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ସଚିବ ଭାବେ ସେ ଦୀର୍ଘ ବର୍ଷ ଧରି କାର୍ଯ୍ୟ...

ଅକ୍ଷୟ ମହାନ୍ତିଙ୍କ ଅଭୁଲା ଗୀତ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=-Fw7LNH6Szw] ଅକ୍ଷୟ ମହାନ୍ତି – କେବଳ ଜଣେ ବ୍ୟକ୍ତିର ନାଁ ନୁହେଁ, ଏକ ଇତିହାସ। ଓଡ଼ିଆ ଗୀତ ଓ ସଙ୍ଗୀତର ଏକ ଜୀବନ୍ତ ଇତିହାସ। ଜଣେ ଖାଣ୍ଟି କଟକିଆର ନାଁ ଅକ୍ଷୟ...

ଧାମନଗର ବିଧାନସଭା ଉପନିର୍ବାଚନ: ବାବା ହରେକୃଷ୍ଣ ସେଠୀ ହେଲେ କଂଗ୍ରେସ ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛନ୍ତି ସବୁ ରାଜନୈତିକ ଦଳ। ବିଜେପି ପକ୍ଷରୁ ପୂର୍ବରୁ ପ୍ରାର୍ଥୀ ଘୋଷଣା ସରିଥିବାବେଳେ ବୁଧବାର ଦିନ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବାବା ହରେକୃଷ୍ଣ...

ସମ୍ ହସ୍ପିଟାଲ ପକ୍ଷରୁ ପାଳନ ହେଲା ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ସାମ୍ପ୍ରତିକ ପ୍ରତିକୂଳ ଅବସ୍ଥାରେ ମାନସିକ ସନ୍ତୁଳନ ବଜାୟ ରଖିବା ଏକ କଷ୍ଟକର ବିଷୟ। ମାତ୍ର ଏହି ସମସ୍ୟାର ସଫଳ ସମାଧାନର ଆବଶ୍ୟକତା ରହିଛି ବୋଲି ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ୍ ଆଣ୍ଡ...

ରୋବର୍ଟ କରୁଛି ଦେବୀ ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ପୂଜକ ଏବଂ ଶ୍ରଦ୍ଧାଳୁ ଦେବଦେବୀଙ୍କ ପୂଜା କରିବା କଥା ସମସ୍ତେ ଜାଣନ୍ତି। କିନ୍ତୁ ଗୋଟିଏ ରୋବର୍ଟ ଠାକୁରଙ୍କ ପୂଜା କରୁଥିବା ଦୃଶ୍ୟ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ...

ଜୟପୁର: ପୋଢ଼ ଆକ୍ରମଣରେ ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ପୋଢ଼ ଆକ୍ରମଣରେ ଜଣେ ଅଙ୍ଗଳବାଡ଼ି କର୍ମୀଙ୍କର ମୃତ୍ୟୁ ହୋଇଛି। ଏହିଭଳି ଅଭାବନୀୟ ଘଟଣା ଘଟିଛି ଜୟପୁର ସଦର ଥାନା ଅନ୍ତର୍ଗତ ଫାମ୍ପୁଣି ଗ୍ରାମରେ। ମୃତକ ହେଲେ ବୃନ୍ଦାବତୀ ପରଜା। ବୃନ୍ଦାବତୀ ବୁଧବାର...

ଦିନେ କୁଖ୍ୟାତ ମାଓବାଦୀ ନେତ୍ରୀ ଥିଲେ, ଆଜି ଡକ୍ଟରେଟ୍ ଉପାଧି ପାଇଲେ ସିଥକ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଦିନେ କୁଖ୍ୟାତ ମାଓବାଦୀ ନେତ୍ରୀ ଥିଲେ ତେଲେଙ୍ଗାନା ରାଜ୍ୟର ମୁଲୁଗୁ ବିଧାୟିକା ଦାନସାରି ଅନୁସୂୟା(ଛଦ୍ମନାମ ସିଥକ୍କା)। ତାଙ୍କ ନାଁ ଶୁଣିଲେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି...