Independence Day

ଜିଓ ୫-ଜିର ଘୋଷଣା କଲେ ମୁକେଶ ଅମ୍ବାନୀ, ମେଟ୍ରୋ ସିଟିରୁ ଆରମ୍ଭ ହେବ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆରଆଇଏଲ୍)ର ବାର୍ଷିକ ସାଧାରଣ ବୈଠକରେ ଜିଓ ୫-ଜିର ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ। ଏହା ବିଶ୍ଵର ସବୁଠାରୁ ଆଡଭାନ୍ସ ୫-ଜି ଟେକ୍ନୋଲୋଜି ହେବ ବୋଲି ସେ କହିଛନ୍ତି। ଦୀପାବଳି...

ପ୍ଲାଷ୍ଟିକ ରିସାଇକ୍ଲିଂ ପ୍ଲାଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଲେ ଆନ୍ଧ୍ର ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ବିଶାଖାପାଟନମ ଗ୍ଲୋବାଲ୍ ଏଲାୟନ୍ସ ଫର ସଷ୍ଟେନେବଲ୍ ପ୍ଲାନେଟ୍ (ଜିଏସପି)ର ସଦସ୍ୟ ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ମିଳିତ ତତ୍ତ୍ଵାବଧାନରେ ବିଶାଖାପାଟଣାର ୨୮ କିଲୋମିଟର ଦୂର ସମୁଦ୍ର ଉପକୂଳ...

୩୧ରେ ମୁଖ୍ୟମନ୍ତ୍ରୀଙ୍କ ୬ଦିନିଆ ଦିଲ୍ଲୀ ଗସ୍ତ: ପୁଞ୍ଜି ନିବେଶକଙ୍କୁ କରିବେ ନିମନ୍ତ୍ରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ନଭେମ୍ବର ମାସ ୩୦ ତାରିଖରୁ ଡିସେମ୍ବର ମାସ ୪ ତାରିଖ ଯାଏଁ ଭୁବନେଶ୍ୱରରେ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି। କରୋନା କଟକଣା...

ରାୟଗଡ଼ା: ନିୟମଗିରିରେ ମାଓବାଦୀ ବିରୋଧୀ ପୋଷ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ସମୟରେ ନିୟମଗିରି ଅଞ୍ଚଳରେ ମାଓବାଦୀ ପୋଷ୍ଟର ଏବଂ ବ୍ୟାନର ଦେଖିବାକୁ ମିଳୁଥିବାବେଳେ ଏବେ ଏହି ଅଞ୍ଚଳରେ ମାଓବାଦୀ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସଲି...

ମାତ୍ର ୯ ସେକେଣ୍ଡ, ମାଟିରେ ମିଶିଲା ଟ୍ୱିନ ଟାୱାର

ଓଡ଼ିଶାଲାଇଭ୍ ବ୍ୟୁରୋ ମାତ୍ର ୯ ସେକେଣ୍ଡରେ ମାଟିଲା ମିଶିଲା ୪୦ ମହଲା ବିଶିଷ୍ଟ ଟ୍ୱିନ ଟାୱାର। ରବିବାର ଅପରାହ୍ଣରେ ନୋଏଡା ସେକ୍ଟର-୯୩(ଏ)ରେ ଥିବା ୯୧୫ ପ୍ରକୋଷ୍ଠ ବିଶିଷ୍ଟ ଟ୍ୱିନ ଟାୱାରକୁ ପ୍ରାୟ ୩,୭୦୦ କିଲୋଗ୍ରାମ...

ରାଜ୍ୟରେ ଖୋଲିବ ଆଉ ୩୬ ଥାନା: ୫୬୩ ପଦବୀରେ ନିଯୁକ୍ତି ସୁଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଆଉ ୩୬ଟି ପୋଲିସ ଥାନା ଖୋଲିବ। ପ୍ରସ୍ତାବିତ ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବଢ଼ୁଥିବା ଜନସଂଖ୍ୟା ଓ ପ୍ରଶାସନିକ ସୁବ୍ୟବସ୍ଥା...

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୫ବର୍ଷ ସଶ୍ରମ କାରାଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ କିଶୋର ମହାପାତ୍ର, (ନୟାଗଡ ରୁରାଲ): ୨୦୧୮ ମସିହାରେ ନୟାଗଡ଼ ଅଞ୍ଚଳରେ ଘଟିଥିବା ଏକ ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ନୟାଗଡ଼ ଫାଷ୍ଟ ଟ୍ରାକ କୋର୍ଟ ଅଭିଯୁକ୍ତକୁ ଦଣ୍ଡାଦେଶ...

‘ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ଆନ୍ଧ୍ରର’ – ଭୁଲ ପାଠ ପଢ଼ୁଛନ୍ତି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ: କିଛିଦିନ ତଳେ ଓଡ଼ିଶା ବିଧାନସଭାରେ ରାଜସ୍ଵ ବିପର୍ଯ୍ୟୟ ମନ୍ତ୍ରୀ ପ୍ରଶ୍ନ କରିଥିଲେ ଦେଓମାଳି କାହାର? ଏହାକୁ ନେଇ ବିବାଦରେ ଛନ୍ଦି ହୋଇଥିଲେ ମନ୍ତ୍ରୀ। ପୁଣି ସେହିଭଳି କିଛି ବିଭ୍ରାନ୍ତିକର ତଥ୍ୟ...

ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ଯୋଡ଼ିହେଲା ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ବ୍ଲକ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୨-୨୩ ଖରିଫ୍ ୠତୁରେ ଜିଲ୍ଲାର ମୋଟ ୧୨ଟି ବ୍ଲକରେ ପୁଷ୍ଟିଶସ୍ୟ ଚାଷ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ବ୍ଲକକୁ ସାମିଲ କରାଯାଇଛି। ଏଥିପାଇଁ ସୁନ୍ଦରଗଡ଼ଠାରେ...

କୋରାପୁଟ ଡମ୍ବତୁରୁଞ୍ଜି ଗାଁରେ ଝାଡ଼ାବାନ୍ତି ଆତଙ୍କ: ୨ ମୃତ, ୨୦ ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋରାପୁଟ): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଉପାନ୍ତ ଅଞ୍ଚଳ ଝାଡ଼ାବାନ୍ତି ବ୍ୟାପୁଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଡମ୍ବତୁରୁଞ୍ଜି ଗାଁରେ ପରିସ୍ଥିତି ଉଗ୍ରରୂପ ନେବାରେ ଲାଗିଛି। ଦୁଇ ସପ୍ତାହ ମଧ୍ୟରେ ଝାଡ଼ାବାନ୍ତିରେ...