Independence Day

କାଷ୍ଟିଂ କାଉଚ ମାମଲାରେ ପପୁ ପମପମଙ୍କୁ କ୍ଳିନଚିଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଗତ ୨୦୧୬ ମସିହାର କାଷ୍ଟିଂ କାଉଚ ମାମଲାରେ ପପୁ ପମପମଙ୍କୁ କ୍ଲିନଚିଟ୍। ଅଭିନେତା ପପୁ ପମପମ ଏବଂ ତାଙ୍କ ସହଯୋଗୀ ପ୍ରଦୀପ୍ତ ସ୍ଵାଇଁ(ଗିଟୁ)ଙ୍କୁ ସ୍ଵତନ୍ତ୍ର ପକ୍ସୋ କୋର୍ଟ ସୋମବାର ଦିନ ନିର୍ଦୋଷ ଘୋଷଣା...

ଆମେରିକାର ଡ୍ରୋନ ଆକ୍ରମଣ: ଅଲକାଏଦା ମୁଖ୍ୟ ଅଲ ଜଓ୍ଵାହିରି ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଶେଷରେ ନିହତ ହେଲା ଆତଙ୍କବାଦୀ ସଂଗଠନ ଅଲ କାଏଦା ମୁଖ୍ୟ ଅଲ ଜଓ୍ଵାହିରି। ଆମେରିକା ଜଓ୍ଵାହିରିକୁ ନିହତ କରି ୨୦୦୧ ମସିହାରେ ପ୍ରାଣ ହରାଇଥିବା ୨,୯୭୭ ଲୋକଙ୍କ ପରିବାରକୁ ନ୍ୟାୟ ଦେଇଥିବା...

ଅଗଷ୍ଟ ୩ରେ ରାଷ୍ଟ୍ରପତିଙ୍କୁ ଭେଟିବେ ଓଡ଼ିଶାର ୨୬ ବିଧାୟକ: ଆଜି ଦିଲ୍ଲୀ ଗସ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବା ଲାଗି ମଙ୍ଗଳବାର ଦିନ ଦିଲ୍ଲୀ ଗସ୍ତ କରିବେ ଓଡ଼ିଶାର ୨୬ ଜଣ ବିଧାୟକ। ଓଡ଼ିଶା ବିଧାନସଭା ପକ୍ଷରୁ ଓଡ଼ିଶା ମାଟିର ଝିଅ...

ବିଶ୍ଵ ସ୍ତନ୍ୟପାନ ସପ୍ତାହ: “ମା’ କ୍ଷୀର ଶିଶୁ ପାଇଁ ସର୍ବୋକୃଷ୍ଟ”

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=26Jx8A5iWbU] ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ‘ବିଶ୍ଵ ସ୍ତନ୍ୟପାନ ସପ୍ତାହ’ ପାଳନ କରାଯାଏ। ସ୍ତନ୍ୟପାନ କରାଉଥିବା ମା’ ମାନଙ୍କୁ ଏହି ଅବସରରେ ସଚେତନତାମୂଳକ ପରାମର୍ଶ ଦିଆଯାଇଥାଏ। ମା’...

ଜବଲପୁରର ଘରୋଇ ହସ୍ପିଟାଲରେ ନିଆଁ: ଜଳିଗଲେ ୧୦ ଜଣ

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟପ୍ରଦେଶ ଜବଲପୁରର ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗିଯିବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡରେ ଅନେକ ଗୁରୁତର ଆହତ ହୋଇଛନ୍ତି। ହସ୍ପିଟାଲ ଭିତରେ ଅନେକ ଫସି ରହିଥିବାରୁ ମୃତାହତଙ୍କ ସଂଖ୍ୟା...

ନକ୍ସଲ ଗଡ଼ରେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ନକ୍ସଲ ଗଡ଼ରେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେଵ ସିଂ। ଲାଲଗଡ଼ରେ ସହିଦ ସପ୍ତାହ ପାଳନ କରାଯାଉଥିବା ସମୟରେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ ଏବଂ ଆରକ୍ଷୀ...

ନବରଙ୍ଗପୁର: ପୋଖରୀରେ ବୁଡ଼ି ଜେଜେ ଓ ନାତିଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ପୋଖରୀରେ ବୁଡ଼ି ଜେଜେ ଏବଂ ନାତିଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସଦରମହକୁମାକୁ ଲାଗି ରହିଥିବା କାନାଗୁଡ଼ା ଗ୍ରାମରେ। କାନାଗୁଡ଼ା...

କମନୱେଲଥ୍ ଗେମ୍ସ: ଭାରତ ପାଇଁ ତୃତୀୟ ସ୍ଵର୍ଣ୍ଣ ପଦକ ଆଣିଲେ ଅଚିନ୍ତା ସେଉଳି

ଓଡ଼ିଶାଲାଇଭ୍ ବ୍ୟୁରୋ ଇଂଲଣ୍ଡର ବର୍ମିଂହାମରେ ଖେଳାଯାଉଥିବା ୨୨ତମ କମନୱେଲଥ୍ ଗେମ୍ସରେ ଭାରତକୁ ମିଳିଛି ତୃତୀୟ ସ୍ଵର୍ଣ୍ଣ ପଦକ। ଭାରତ ପାଇଁ ଏହି ଗୌରବ ଆଣିଛନ୍ତି ଭାରତୀୟ ଭାରୋତ୍ତଳକ ଅଚିନ୍ତା ସେଉଳି। ଭାରୋତ୍ତଳନର ୭୩ କିଲୋଗ୍ରାମ...

ଦେଶରେ ପ୍ରଥମ ମଙ୍କିପକ୍ସ ରୋଗୀଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। କେରଳ ତ୍ରିସୁର ଜିଲ୍ଲାର ମଙ୍କିପକ୍ସ ଆକ୍ରାନ୍ତ ହୋଇଥିବା ଜଣେ ଯୁବକଙ୍କର ଶନିବାର ବଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ଏହି ମାମଲାର ଉଚ୍ଚସ୍ତରୀୟ...

ଭୁବନେଶ୍ଵରରେ ମଙ୍କିପକ୍ସ ନମୁନା ପରୀକ୍ଷା ହେବ: ଆରଏମଆରସି ନିର୍ଦ୍ଦେଶିକା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ଆରଏମଆରସିରେ ମଙ୍କିପକ୍ସ ନମୁନା ପରୀକ୍ଷଣ ହେବ। ଏ ନେଇ ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ସୂଚନା ଦେଇଛନ୍ତି। ମଙ୍କିପକ୍ସ ନମୁନା ପରୀକ୍ଷଣ ନିମନ୍ତେ ଆରଏମଆରସିରେ ସମସ୍ତ ପ୍ରକାର ଭିତ୍ତିଭୂମି...