ହକି ଖେଳ ପାଇଁ ବାପାଙ୍କଠୁ ଦିନେ ମାଡ଼ ଖାଇଥିଲେ ହକି ତାରକା ସୁଭଦ୍ରା ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=mgj4kkcAwAQ] ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନ। ସୁନ୍ଦରଗଡ଼ର ଏକ ଗରିବ କିଷାନ ପରିବାରରେ ତାଙ୍କ ଜନ୍ମ। ପିଲାବେଳେ ସୁଭଦ୍ରାଙ୍କୁ ହକି ଖେଳିବାର ନିଶା ଏମିତି ଘାରିଥିଲା...

‘ହର୍ଡଲସ୍‌’ ଦେଇଛି ପରିଚୟ – ଅନୁରାଧା ବିଶ୍ଵାଳ

ଶୁଭଶ୍ରୀ ନାୟକ[youtube https://www.youtube.com/watch?v=t8gBqlvO4vk] ଆଥଲେଟିକ୍ସ ଦୁନିଆରେ ହର୍ଡଲସ୍‌ ଏକ କଷ୍ଟସାଧ୍ୟ ଇଭେଣ୍ଟସ। ଏଭଳି ଏକ କ୍ରୀଡ଼ାରେ ଦୀର୍ଘ ୨୦ ବର୍ଷ ଯାଏଁ ନିଜର ରେକର୍ଡ ବଜାୟ ରଖିଥିଲେ ଓଡ଼ିଶାର ସଫଳ କ୍ରୀଡ଼ାବିତ ଅନୁରାଧା ବିଶ୍ୱାଳ।...

ଓଡ଼ିଶାଲାଇଭ୍‌ରେ ଦେଖନ୍ତୁ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ ସଙ୍ଗୀତ-ଜୀବନ କାହାଣୀ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ [youtube https://www.youtube.com/watch?v=e-D9lID9g5s] ଓଡ଼ିଆ ସଙ୍ଗୀତ ଜଗତର ଜଣେ ଆଗଧାଡ଼ିର ଗାୟିକା ଅନ୍ତରା ଚକ୍ରବର୍ତ୍ତୀ। ‘ଜଗୁ ଅଟୋ ବାଲା’ ଫିଲ୍ମର ‘ଭିଜା ଭିଜା କୁହୁଡ଼ି ତଳେ’ ଗୀତ ତାଙ୍କୁ ଶ୍ରୋତାଙ୍କ ନିକଟରେ ଦେଇଥିଲା...

କୋରାପୁଟରୁ ଟି୨୦ ବିଶ୍ଵକପ୍: ନକୁଳଙ୍କ କ୍ରିକେଟ ଯାତ୍ରା

ବିଶ୍ଵଜିତ ସାହୁ [youtube https://www.youtube.com/watch?v=--dyfQ3Dl-k] ନକୁଳ ବଡ଼ନାୟକ। ଦୃଷ୍ଟିହୀନ କ୍ରିକେଟରେ ଓଡ଼ିଶାର ଅନ୍ତର୍ଜାତୀୟ ଚେହେରା। ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରୁ ଖେଳି ସେ ରାଜ୍ୟ ତଥା ଦେଶ ପାଇଁ ଅନେକ ଗୌରବ ଆଣିଛନ୍ତି। ୨୦୨୨ରେ ହୋଇଥିବା...

ସାତ ସୁରେ ବନ୍ଧା ମୋ ଜୀବନ – ଅଭିଜିତ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=TWx7HN9onMQ] ଓଡ଼ିଆ ସଙ୍ଗୀତ ଜଗତର ଜଣେ ଆଗଧାଡ଼ିର ଗାୟକ ହେଉଛନ୍ତି ଅଭିଜିତ ମିଶ୍ର। ଓଡ଼ିଆ ଚଳଚ୍ଚିତ୍ର ‘ସାତ ସୁରେ ବନ୍ଧା ଏ ଜୀବନ’ ର ଟାଇଟଲ ଗୀତ ଜରିଆରେ ଶ୍ରୋତାଙ୍କ ନିକଟରେ...

ସଂଘର୍ଷ ଦେଇଛି ସଫଳତା – ଅମିତ ରୋହିଦାସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହକି ଅଲିମ୍ପିଆନ ଅମିତ ରୋହିଦାସଙ୍କ ସହିତ ସାକ୍ଷାତକାର ନିଜ ସଂଘର୍ଷ ଓ ସଫଳତାର ଲମ୍ବା କାହାଣୀ କହିଲେ ଅମିତ ଦେଶକୁ ଗର୍ବିତ କରିବା ପାଇଁ ଆଗକୁ ବି ପରିଶ୍ରମ ଜାରି...

ମଞ୍ଚ ନାଟକରୁ ସିନେମା ପରଦା – ସବୁଠି ଚାଲିଛି ଶଙ୍କର ବସୁମଲ୍ଲିକଙ୍କ ଅଭିନୟର ଯାଦୁ

ବିଶ୍ଵଜିତ ସାହୁ [youtube https://www.youtube.com/watch?v=MNTD7AWKKI8] ରେଡିଓ, ମଞ୍ଚ ନାଟକ, ମେଗା ଧାରାବାହିକ ଏବଂ ସିନେମା - ସବୁଠି ଅଭିନୟର ଯାଦୁ ଦେଖାଇଛନ୍ତି ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତା ଶଙ୍କର ବସୁମଲ୍ଲିକ। ଓଡ଼ିଆ ସିନେମାରେ ମଡର୍ଣ୍ଣ ବା...

ସୁସ୍ମିତା ବାଗ୍‌ଚୀଙ୍କ ଜୀବନ କଥା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=GpBDDljmwss] ସୁସ୍ମିତା ବାଗ୍‌ଚୀ - ଜଣେ ଜଣାଶୁଣା ଲେଖିକା ତଥା ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା। ବିଶେଷକରି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗବେଷଣା ଆଦି କ୍ଷେତ୍ର ପାଇଁ ବିଭିନ୍ନ...

ଅଭିନୟ କ’ଣ ମୁଁ ଜାଣିନଥିଲି – ତନ୍ଦ୍ରା ରାୟ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=2k-8l3EzH5c] ଓଡ଼ିଆ ଚଳଚ୍ଚିତ୍ର ‘ଚିଲିକା ତୀରେ’ରୁ ନିଜ ଅଭିନୟ ଯାତ୍ରା ଆରମ୍ଭ କରିଥିବା ଅଭିନେତ୍ରୀ ତନ୍ଦ୍ରା ରାୟ ୭୦/୮୦ ଦଶକରେ ଦର୍ଶକଙ୍କ ହୃଦୟରେ ରାଜ କରୁଥିଲେ। କଳାକାର ପରିବାରରେ ଜନ୍ମ ହୋଇଥିବା...

ଝିଅରୁ ପୁଅ ଟ୍ରାନ୍ସମ୍ୟାନ ସୁମନ ମହାକୁଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=0wYFJnA5Ark] ଝିଅ ହୋଇ ଜନ୍ମ ହୋଇଥିଲେ, ହେଲେ ଆଜି ତାଙ୍କର ପରିଚୟ ଜଣେ ପୁରୁଷର। ସେ ହେଉଛନ୍ତି ଟ୍ରାନ୍ସମ୍ୟାନ ସୁମନ ମହାକୁଡ଼। ଏହି ପରିଚୟ ପାଇଁ ସୁମନଙ୍କୁ ଅନେକ ସଂଘର୍ଷ କରିବାକୁ...